unnamed (66)

ଝିଅଟି ଯଦି ଆପଣଙ୍କୁ ବାରମ୍ବାର ଦେଖୁଛି ତେବେ ଆପଣ କଣ କରିବେ।

Uncategorized

ଭଲପାଇବା ଏକ ଏପରି ଜିନିଷ ଯାହାକୁ କେହି ତିଆରି କରି ନାହାନ୍ତି।ଏହା ହେଉଛି ଭଗବାନଙ୍କର ଏହି ସୁନ୍ଦର ସୃଷ୍ଟିର ଏକ ଅଦ୍ଭୁତ ପ୍ରକାରର ଗିଫ୍ଟ।ଏହି ଜିନିଷ ପାଇଁ ଦୁଇଟି ସୁନ୍ଦର ମନ ଦରକାର।ଏହି ଜିନିଷକୁ ଆମେ ଜବରଦସ୍ତି କରିପାରିବା ନାହିଁ ।ଏହି ଜିନିଷଟି ହୃଦୟରୁ ହୋଇଥାଏ।ଯଦି ଏହି ଜିନିଷ ଥରେ ହୋଇଯାଇ ଥାଏ ତେବେ ଏହାକୁ ମନରୁ କାଢ଼ିବା ବହୁତ କଷ୍ଟ ହୋଇଥାଏ।ଆମେ ମାନେ ବିଭିନ୍ନ କ୍ଷେତ୍ରରେ ନିଜର ସଫଳତା ପାଇଥାଉ କିନ୍ତୁ ପ୍ରେମ ମାମଲାରେ ସଫଳତା ପାଇବା ଟିକେ କଷ୍ଟ ହୋଇଥାଏ।ଆଜି ଆମେ ଜାଣିବା ଯଦି କୌଣସି ଝିଅ ଆପଣଙ୍କୁ ବାରମ୍ବାର ଦେଖୁଛି ତାହାଲେ ଆପଣଙ୍କୁ ସେହି ସ୍ଥାନରେ କଣ କରିବା ଉଚିତ।ଯଦି କୌଣସି ଅଜଣା ଝିଅ ଆପଣଙ୍କୁ ଲୁଚି ଲୁଚି ଦେଖୁଛି ,ଆପଣ ଯୋଉଠି ଗଲେବି ଆପଣଙ୍କ ପଛେ ପଛେ ଯାଉଛି।ଆପଣଙ୍କର ସବୁ ହରକତକୁ ଦେଖୁଛି।ଯଦି ସେ ଏପରି କରୁଛି ତେବେ କିଛି ପୁଅ ମାନେ ଅଧିକ ମାତ୍ରାରେ ଏକ୍ସସାଇଟେଡ଼ ହୋଇ ସେମାନଙ୍କ ପାଖକୁ ଯାଇଥାନ୍ତି।

girl

ସେମାନଙ୍କ ପାଖକୁ ଗଲା ପରେ ଝିଅ ମାନେ ଏଭଳି ଭାବରେ ରିଆକ୍ଟ କରିଥାନ୍ତି ଯେପରି ସେମାନଙ୍କୁ ସେମାନେ ଜାଣି ନାହାନ୍ତି।କୋଉଠି ଦେଖି ନାହାନ୍ତି।ଯଦିବା ଆପଣ ସେମାନଙ୍କର ନମ୍ବର ଆଣି କୌଣସି ପ୍ରକାରର ମେସେଜ କଲେ।ତେବେ ଆପଣଙ୍କୁ ସେମାନେ କୌଣସି ରିପ୍ଲାଇ ଦେଇ ନଥାନ୍ତି।କେବଳ ସିନ କରି ଛାଡ଼ିଦେଇ ଥାଆନ୍ତି।ଏଠାରେ ଆପଣ ବଡ ଚିନ୍ତାରେ ପଡ଼ି ଯାଇଥାନ୍ତି।ଆରେ ଇଏ ହଉଛି କଣ ।ଯଦି ଝିଅଟି ଭଲପାଉ ନାହିଁ ତେବେ ଦେଖୁଛି କଣ ପାଇଁ। କଣ ପାଇଁ କଥା ହଉନି ।ବିଭିନ୍ନ ପ୍ରକାରର ଚିନ୍ତା ଆପଣଙ୍କର ମୁଣ୍ଡକୁ ଆସିଥାଏ।ତେବେ ଏଥିରେ ଆପଣ ମାନେ ଚିନ୍ତା କରନ୍ତୁ ନାହିଁ ।ଆଜି ଆପଣଙ୍କୁ ଏହାର ସମାଧାନର ବାଟ କହିବୁ।ତେବେ ପ୍ରଥମରେ ହେଉଛି ସେହି ଝିଅଟି ସମ୍ପୂର୍ଣ ମାତ୍ରାରେ ଡରି ଯାଇଥାଏ।ମନେକର ଆପଣ କୌଣସି ସ୍କୁଲରେ ହେଉ ଅଥବା କୌଣସି କଲେଜରେ ପଢୁଛନ୍ତି ଏବଂ ଯଦି ସେହି ଝିଅଟିର ସେହି ସ୍କୁଲ ହେଉ ବା କଲେଜରେ କୌଣସି ତାର ଭାଇ ବା ଭଉଣୀ ଥିବେ ବା ତାକୁ କିଏ ଜାଣିଥିବେ ଏହି କାରଣ ପାଇଁ ସେମାନେ ଆପଣଙ୍କୁ ସିଧାସଳଖ କିଛି ନକହି ଆପଣଙ୍କୁ ଲୁଚି ଲୁଚି ଦେଖିଥାନ୍ତି।

fghfgh

ତେବେ ଏଠାରେ ଆପଣ ସେମାନଙ୍କୁ କୌଣସି ପ୍ରକାରରେ ମିଠା ମିଠା କଥା କହି ସେମାନଙ୍କୁ ନିଜର ଆଡକୁ ଆକର୍ଷିତ କରନ୍ତୁ।ଜଣେ ଭଲ ଫ୍ରେଣ୍ଡ ହିସାବରେ କଥା ହୁଅନ୍ତୁ।ତାପରେ ଯାଇ ନିଜର ମନର କଥାକୁ କହିବେ।ଏହାପରର କାରଣ ହେଉଛି ଯଦି ଝିଅଟି ଡ଼ରୁଥାଏ ତାହେଲେ ସେ ତାର ସାଙ୍ଗ ମାନଙ୍କ ପାଇଁ ଡରି ଥାଏ।ଏହି ସାଙ୍ଗ ମାନେ ହେଉଛନ୍ତି ଚୁତିଆ ପ୍ରକୃତିର।ସେମାନେ ଭଲ ଜାଗାରେ ଖରାପ ଏବଂ ଖରାପ ଜାଗାରେ ଭଲ କହିଥାନ୍ତି।ଏହି ଝିଅ ମାନେ ସେମାନଙ୍କର ସବୁ କଥାକୁ ସେମାନଙ୍କର ସାଙ୍ଗ ମାନଙ୍କ ସହିତ ସେୟାର କରିଥାନ୍ତି।ତେଣୁ ପ୍ରଥମେ ଆପଣ ଏଠାରେ ନିଜର ଏମିତି କିଛି ଗୁଣ ଦେଖାନ୍ତୁ ଯେଉଁଥି ପାଇଁ ତାର ସାଙ୍ଗ ମାନେ ଆପଣଙ୍କୁ ବହୁତ ଭଲପାଇବେ।ତାପରେ ଏମାନେ ଯାଇ ସେହି ଝିଅଟିକୁ ଆପଣଙ୍କ ବିଷୟରେ ଭଲ କହିବେ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *