aaaaa

ସେକ୍ସ ସମୟରେ ଆ..ହାଁ..ଉ..ହୁଃ…ଝିଅ ମାନେ କାହିଁକି କରି ଥାଆନ୍ତି।

FACT

ଆପଣମାନେ ଜାଣି ଥିବେ ଯେ ସଂଭୋଗ ଯାହାକୁ ସେକ୍ସ ବୋଲି କୁହାଯାଏ ତାହା ଏକ ନୂତନ ଶାବକକୁ ସୃଷ୍ଟି କରେ। ଖାଲି ମଣିଷ କାହିଁକି ସବୁ ଜୀବ ଜନ୍ତୁ ମାନେ ବି ସେକ୍ସ କରି ଥାଆନ୍ତି । ଏ ସେକ୍ସ ସମୟରେ ସମସ୍ତେ କିଛି ନା କିଛି ଶବ୍ଦ କରିଥାଆନ୍ତି । ସେକ୍ସ ସମୟ ରେ କାହିଁକି ଏପରି ଶବ୍ଦ ସୃଷ୍ଟି ହୁଏ ଆସନ୍ତୁ ଏହା ବିଷୟରେ ଜାଣିବା । ସଂପୂର୍ଣ୍ଣ ତଥ୍ୟ ପାଇଁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ସେକ୍ସ ହଉଛି ନାରୀ ଆଉ ପୁରୁଷ ର ଏକ ଅନ୍ତରଙ୍ଗ ମୁହୁତ ଏହି ସମୟରେ ମଣିଷ ନିଜ କାମ ଭବନ କୁ ପ୍ରକାଶ କରି ଥାଏ । ସେକ୍ସ କରିବା ସମୟରେ କିପରି ଶବ୍ଦ ହେଇ ଥାଏ ତାହା ହଁ ଜଣାଇ ଥାଏ ସଂପର୍କ ର ନିବିଡତାକୁ । ଏହି ଶବ୍ଦ ମଧ୍ୟ ଭିନ୍ନ ଭିନ୍ନ । ଯେତେବେଳେ କୌଣଷି ଝିଅ ସହ ଏ ସେକ୍ସ ତାର ଇଛା ବିରୁଦ୍ଧ ରେ ହେଇ ଥାଏ , ସେ ସମୟରେ ମଧ୍ୟ କିଛି ଶବ୍ଦ ସୃଷ୍ଟି ହୁଏ କିଛି ପୁରୁଷ ଙ୍କୁ ଏହି ଶବ୍ଦ ଆକୃଷ୍ଟ କରି ଥାଏ ସତ କିନ୍ତୁ ଏହା ପ୍ରକୁତ ସେକ୍ସ ର ଶବ୍ଦ ନୁହେଁ ।

ଏକ ଗବେଷଣା ରୁ ଜଣା ପଡ଼ିଛି କି ଏହି ଶବ୍ଦ ଯୋଗୁ ଶରୀର ରେ ଉଦ୍ଧିପାନା ବଢ଼ି ଥାଏ ସେଥି ପାଇଁ କିଛି ଲୋକ ସେକ୍ସ ର ମଜା ନେବାପାଇଁ ଏପରି ଶବ୍ଦ କରି ଥାଆନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଯେତବେଳେ ପ୍ରଥମ ଥର ପାଇଁ ସେକ୍ସ ହେଇ ଥାଏ ସେ ସମୟରେ ଉଭୟ ପୁରୁଷ ଆଉ ନାରୀଙ୍କୁ କଷ୍ଟ ହେଇଥାଏ । ଏହି ସେକ୍ସ ଯଦି ଉଭୟଙ୍କ ଇଛା ରେ ହେଇଥାଏ ତେବେ ଏହି କଷ୍ଟରୁ ସୃଷ୍ଟି ହେଉଥିବା ଶବ୍ଦ ମଧ୍ୟ ଆନନ୍ଦ ଦେଇଥାଏ।

ଏହି କଥା ମଧ୍ୟ ଜାଣି ରଖିବା ଦରକାର ଯେ ସବୁ ସମୟ ରେ ସେକ୍ସ କୁ ଶବ୍ଦ ସୃଷ୍ଟି ହୋଇ ନଥାଏ ଆଉ ପୁରୁଷ ମାନେ ଖୁବ୍ କମ୍ ଶବ୍ଦ କରି ଥାଆନ୍ତି । ନାରୀ ମାନେ ବହୁତ୍ ସମୟରେ ଶବ୍ଦ କରନ୍ତି କିନ୍ତୁ ଆପଣ ମାନେ ଜାଣିଲେ ଖୁସି ହେବେ ଯେ ଏକ ସର୍ଭେ ଆନୁସରେ ଜଣ ପଡ଼ିଛି ଯେ ନାରୀ ମାନେ ନିଜ ପୁରୁଷ ବନ୍ଧୁଙ୍କ ଖୁସି କରିବାକୁ ଏପରି ଶବ୍ଦ କରି ଥାଆନ୍ତି । ୮୦ ପ୍ରତିଶତ ନାରୀ ମାନେ ନିଜ ପୁରୁଷ ବନ୍ଧୁଙ୍କ ଖୁସି କରିବାକୁ ଏପରି ଶବ୍ଦ କରି ଥାଆନ୍ତି ଆଉ ଏହା ମଧ୍ୟ ସତ୍ୟ ଯେ ଏପରି ଶବ୍ଦ କରିବା ଦ୍ଵାରା ପୁରୁଷ ମାନେ ନାରୀଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି ।

copule1

୨୦ ପ୍ରତିଶତ ଏପରି ନାରୀ ଅଛନ୍ତି ଯିଏ ସେକ୍ସ ସମୟର କୌଣସି ବି ଶବ୍ଦ କରି ନଥାନ୍ତି । ସେମାନେ ନିଜ ସଂଭୋଗ ର ମଜା ନେଇ ଥାଆନ୍ତି ତାକୁ ନିଜ ପୁରୁଷ ସାଥୀ ର ସଂଭୋଗ ର କିଛି ବି ଚିନ୍ତା ନଥାଏ । ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଜ ଅଙ୍ଗ ଚାଳନା ଆଉ ନିଜ ଶରୀରର ଭାଙ୍ଗି ଦ୍ଵାରା ନିଜ ପୁରୁଷ ବନ୍ଧୁଙ୍କୁ ଆନନ୍ଦ ଦେଇ ଥାନ୍ତି । ତେବେ ଏହା ଥିଲା କିଛି ଜାଣିବା କଥା , ଏହି ଆର୍ଟକିଲ ମାଧ୍ୟମରେ ଆମ କୌଣସି ଖରାପ କଥାକୁ ପ୍ରଚାର କରିବାକୁ ଚାହୁଁ ନାହୁଁ , କେବଳ ଲୋକ ମାନଙ୍କୁ କିଛି ୟୌନ ଭିତ୍ତିକ ତଥ୍ୟ ପ୍ରଦାନ କରିବା ଆମର ଏକ ଛୋଟ ପ୍ରୟାସ , ଯଦି ଲେଖାଟି ପସନ୍ଦ ଆସିଥାଏ , ତେବେ ତଳେ ପେଜକୁ ପେଜକୁ ଲାଇକ କରନ୍ତୁ , ଏହାକୁ ସେୟାର କରି ସମସ୍ତଙ୍କୁ ଏହି ବିଷୟରେ ସଚେତନ କରାନ୍ତୁ

Leave a Reply

Your email address will not be published. Required fields are marked *