rasi

୨୬ ଏପ୍ରିଲ ମଙ୍ଗଳବାର ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧) ମେଷ ରାଶି- ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ଆପଣ ନିଜ ଜରୁରୀ କାମ ଉପରେ ଫୋକସ୍ କରନ୍ତୁ କାରଣ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ବିଳମ୍ବ ହେବାର ସଂମ୍ଭାବନା ନଜର ଆସୁଛି, ଯାହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ, ପରିବାର ବାଲାଙ୍କ ସହ ଭଲ ସମୟ ଅତିବାହିତ କରିବେ,  ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ , ଯାହା ଆଗକୁ ଯାଇକରି ଫାଇଦା ଦେବ ।

୨) ବୃଷ ରାଶି-ଆଜି ଆପଣଙ୍କ ଦିନ ଭଲ ପ୍ରମାଣିତ ହୋଇପାରେ, ବାହାନ ସୁଖ ପ୍ରାପ୍ତି ହେବ୍ । କିଛି ଅଧୁରା ଇଚ୍ଛା ପୁରା ହୋଇପାରିବ, କାମକାର୍ଯ୍ୟରେ ଲଗାତାର୍ ସଫଳତା ମିଳିବାର ଯୋଗ ଅଛି, ଭାଗ୍ୟ ଆପଣଙ୍କ ପୁରା ସାଥ୍ ହେବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠାବଢିବ । ଯଦି କିଛି ପୁରୁଣା ବିବାଦ ଚାଲୁଛି ତେବେ ତାହାର ସମାଧାନ ବାହାରିପାରିବ, ଦାମ୍ପତ୍ୟଜୀବନରେ ସୁଖ ମିଳିବ, ଜୀବନସାଥିଙ୍କ ସହ କେଉଁ ଭଲ ଜାଗା ବୁଲିବାର ସୁଯୋଗ ମିଳିପାରିବ । ପ୍ରେମ ଜୀବନରେ ସୁଧାର ଆସିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ବହୁତ ଲମ୍ବା ଦିନରୁ ଅଟକିଥିବା କାମ ପୁରା ହେବ, ଆପଣଙ୍କ ପରିଶ୍ରମ ଦମରେ ଲଗାତାର କ୍ୟାରିୟର ଦିଗରେ ଆଗକୁ ବଢିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରମଉକା ମିଳିବ, ବେପାର ସିଲସିଲାରେ ଯାତ୍ରା କରିବାକୁ ପଡିବ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ହେବ, ପରିବାର ଲୋକଙ୍କ ପୁରା ସହଯୋଗ ମିଳିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

mithun

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଟିକିଏ ଗଡବଡ ରହିପାରେ, ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଫେରିବାକୁ ଥିବା ପଇସା ମିଳିବାକୁ ଅସୁବିଧା ହୋଇପାରେ, ଯଦି ଆପଣ କେଉଁ ନୁଆ ବାହାନ କିଣିବାକୁ ଯାଉଛନ୍ତି

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ । ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର୍ ଆସିବ । ପଡୋଶୀଙ୍କ ସହ ଚାଲୁଥିବା ମତଭେଦ୍ ଦୁର ହୋଇଯିବ, ଜୀବନସାଥୀଙ୍କ ଉନ୍ନତି ଦେଖିକରି ଆପଣଙ୍କ ମନ ହର୍ଷିତ ହେବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଫାଇଦା ମିଳିପାରେ, ସରକାରୀ କାମରେ ସଫଳତା ହାସିଲ୍ ହେବ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିପାରିବ,

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ କର୍ମବ୍ୟସ୍ତତା ପୁର୍ଣ୍ଣ ରହିବ, ଆପଣ ନିଜ ଆର୍ଥିକ ସ୍ଥିତିକୁ ନେଇକରି ବହୁତ ଚିନ୍ତିତ ନଜର ଆସିବେ, ଅଚାନକ ଆମଦାନୀରେ କିଛି ନୁଆ ରାସ୍ତା ଖୋଜିବାରେ ଚେଷ୍ଟିତ ହେବେ, ଯେଉଁଠି ବହୁ ପରିମାଣରେ ସଫଳତା ହାସିଲ୍ କରିବେ, ଘରର ଛୋଟ ଛୁଆଙ୍କ ମନୋକାମନା ପୁରା କରିପାରିବେ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ, ଶିକ୍ଷକଙ୍କ ପୁରା ସହଯୋଗ ମିଳିବ , ଆଜି କେଉଁ ବଡ ନିବେଶ କରନ୍ତୁ ନାହିଁ ନହେଲେ କ୍ଷତି ସହିବାକୁ ପଡିପାରେ ।

kanya

୭)ତୁଳା ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ । କେଉଁ ମହିଳା ମିତ୍ରଙ୍କ ସାହାଯ୍ୟରେ ଧନ ଲାଭ ମିଲିବାର ନଜର ଆସୁଛି, ମାତା ବାପାଙ୍କ ସହ ଅଧିକାରୁ ଅଧିକା ସମୟ ବ୍ୟତିତ କରିବେ, ଆପଣ ନିଜ ମାଙ୍କ ସହ ନିଜ ମନ କଥା ଜାହିର୍ କରିବେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିପାରେ, କିନ୍ତୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ୍ କରନ୍ତୁ ନାହିଁ । କେଉଁ ଦୁର ଯାତ୍ରା ଯିବାରୁ ଦୁରେଇ ରହିବାକୁ ହେବ, ବନ୍ଧୁଙ୍କ ସହ କେଉଁଆଡେ ବୁଲିବାର ଯୋଜନା କରିପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ମନ ବହୁତ ଖୁସି ରହିବ, କମ୍ ପରିଶ୍ରମରେ ଅଧିକା ସଫଳତା ମିଲିବାର ଯୋଗ ରହୁଛି, ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଅଟକିଥିବା ପଇସା ଫେରିପାରିବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଆପଣ ନିଜ ଭାବନାକୁ ଜୀବନସାଥୀଙ୍କ ସହ ସେୟାର୍ କରିବେ ।

୯) ଧନୁ ରାଶି- ଆଜି ଆପଣଙ୍କୁ ନିଜର ଫାଲତୁ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ହେବ, ନହେଲେ ଆଗକୁ ଯାଇକରି ଆପଣଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ପୀଡା ହୋଇପାରେ, ଛୋଟ ବେପାରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ, ତେବେ ନିଜ ବେପାରରେ ମନ ମୁତାବିକ ଲାଭ କରିବେ |

dhanu

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ଫଳଦାୟକ ହେବ, ଆପଣ ନିଜ କାମକାର୍ଯ୍ୟର ଯୋଜନାରେ ସଫଳତା ହାସିଲ୍ କରିବେ, ବାହାନ ସୁଖ ପ୍ରାପ୍ତି ହେବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଜୀବନସାଥୀଙ୍କ ସହ କେଉଁ କଥାକୁ ନେଇ ଯୁକ୍ତିତର୍କ ହେଇପାରେ, ସନ୍ତାନଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରିବ, ଯାହାଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ ।

୧୧)କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ମିଳାମିଶାରହିବ, ବେପାରରେ ନୁଆ ଟେକନିକ୍ ର ବ୍ୟବହାର କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ରହିବ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁରେଇ ରହିବାକୁ ହେବ, ଅନୁଭବି ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିପାରେ, ଯାହାଙ୍କ ମାର୍ଗଦର୍ଶନରେ କ୍ୟାରିୟରରେ ଆଗକୁ ବଢିବେ, ଜୀବନସାଥି ଆପଣଙ୍କ ଭାବନାକୁ ବୁଝିପାରିବେ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ କରିବେ, କିନ୍ତୁ ଆପଣଙ୍କ ଆମଦାନୀ ଭଲ ରହିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ସକରାତ୍ମକ ରହିବ, ଚାକିରି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବାର ସହ ବେତନ ବୃଦ୍ଧି ହୋଇପାରେ, ବେପାରରେ ମନ ମୁତାବିକ ଲାଭ କରିବେ, ଆମଦାନୀର କିଛି ନୁଆ ସ୍ରୋତ ମିଳିବ, ଯାହାକୁ ଆପଣ ଜାଣିକରି କାର୍ଯ୍ୟରେ ଲଗାଇବାକୁ ହେବ, ତେବେ ଯାଇ ଆପଣ ଲାଭ କରିପାରିବେ, କେଉଁ ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହେବ, ଯାହାଦ୍ୱାରା ପୁରୁଣା ସ୍ମୃତି ଆଉଥରେ ଉଜାଗର ହୋଇପାରେ, ଆଜି କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଧନ ଫେରିବାରେ କଠିନତା ଆସିପାରେ ।

Leave a Reply

Your email address will not be published. Required fields are marked *