ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1. ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ଲାଜ କରନ୍ତି। ତାହା କ’ଣ?
ଏହାର ଉତ୍ତର ହେଲା ଚପଲ ।
2. ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡ଼ା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ?
ଏହାର ଉତ୍ତର ହେଲା କୁକୁଡା ।
3. ତାହା କ’ଣ ଯେଉଁଠାରୁ ଆପଣ ସବୁ ନେଇଯିବେ, ତଥାପି କିଛି ରହିଯିବ।
ଏହାର ଉତ୍ତର ହେଲା ସବୁକିଛି ।
4. ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା, ତେବେ ତା’ର ଦାନ୍ତର ରଙ୍ଗ କ’ଣ ହୋଇଥିବ?
ଏହାର ଉତ୍ତର ହେଲା ଜନ୍ମ ହେବାମାତ୍ରେ ଦାନ୍ତ ଉଠି ନଥାଏ।
5. ସେହି କାଗଜ ଖଣ୍ଡ ର ନାମ କଣ ଜାହାର ଭାଗ୍ୟ ଅତେ ଖରାପ ଯେ ସେ ଜିବନ ରେ କେବେ ବି ଡଷ୍ଟବିନ୍ ରେ କେବେ ବି ଜାଗା ପାଇ ପାରେ ନାହିଁ ?
ଏହାର ସଠିକ୍ ଉତ୍ତର ହେଲା ଟଙ୍କା ।
6 . ମାର୍ଚ୍ଚ ମାସ ଏବଂ ଏପ୍ରିଲ ମାସ ର ମଝିରେ ଏମିତି କଣ ଆସି ଥାଏ ଜାହା କେବେ ବି ଅନ୍ୟ ମାସ ର ମଝିରେ ଆସି ନ ଥାଏ ?
ଏହାର ସଠିକ୍ ଉତ୍ତର ହେଲା r ଆସି ଥାଏ ।
7. 3 ଟି କୁକୁଡା ତିନି ଦିନ ରେ ତିନୋଟି ଅଣ୍ଡା ଦିଅନ୍ତି 300 କୁକୁଡା 3 ଦିନ ରେ କେତେ ଅଣ୍ଡା ଦେବେ ?
ଏହାର ସଠିକ୍ ଉତ୍ତର ହେଲା 300 ଟି ।
8. ତାହା କ’ଣ ଯାହା ଅନ୍ୟକୁ ଦେଇହୁଏ କିନ୍ତୁ ଫେରସ୍ତ ନେଇହୁଏ ନାହିଁ?
ଏହାର ସଠିକ୍ ଉତ୍ତର ହେଲା ଜ୍ଞାନ ।
9. ମୁଣ୍ଡ ନାହିଁ, ହେଲେ କ୍ୟାପ୍ ପିନ୍ଧେ। ସେ କିଏ?
ଏହାର ସଠିକ୍ ଉତ୍ତର ହେଲା ବୋତଲ।
10 . ମୁଁ ଜଣେ ମଣିଷକୁ ଦୁଇଜଣ କରିଦିଏ। ମୁଁ କିଏ?
ଏହାର ସଠିକ୍ ଉତ୍ତର ହେଲା ଆଇନା।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।