ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଆସିଲା ବଡ ଖବର ଆପଣ ମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଏବେ ବହୁତ ସୁନା ଦର ହ୍ରାସ ଘଟିଛି । ତେବେ ଆମ ଓଡିଶା ର ରାଜଧାନୀ ଭୁବନେଶ୍ୱର ର ଦର ଆଜି ଦେଖିବା ଆଜି ବର୍ତମାନ ହ୍ରାସ ଘଟିଛି । ତେବେ ଆସନ୍ତୁ ଜାଣିନେବା 22 କେରେଟ ଏବଂ 24 କେରେଟ ର ସୁନାର ମୂଲ୍ୟ ବର୍ତମାନ କେତେ ରହିଛି ।
ତେବେ 22 କେରେଟ ସୁନାର ମୂଲ୍ୟ ଏକ ଗ୍ରାମ କୁ 1,774 ଟଙ୍କା ଥିଲା ବେଳେ ଆଜି ଏକ ଗ୍ରାମ ପିଛା 50 ଟଙ୍କା କମିଛି । ସେହି ପରି 8 ଗ୍ରାମ କୁ 38,192 ଟଙ୍କା ଥିଲା ବେଳେ ଆଜି ହ୍ରାସ ପାଇଛି 260 ଟଙ୍କା ସେହି ପରି 10 ଗ୍ରାମ ପିଛା 47,740 ଥିବା ବେଳେ ଆଜି ହ୍ରାାସ ପାଇଛି 850 ଟଙ୍କା । ସେହି ଭଳି 100 ଗ୍ରାମକୁ ରହିଛି 4,77,400 ଟଙ୍କା ଥିଲା ବେଳେ ଆଜି ହ୍ରସ ପାଇଛି 2,500 ଟଙ୍କା ଏହା ଥିଲା 22 କେରେଡ ସୁନାର ମୂଲ୍ୟ ଆଜିର ଦର ।
ସେହି ଭଳି 24 କେରେଡ ସୁନାର ମୂଲ୍ୟ 1 ଗ୍ରାମ ପିଛା ରହିଛି 5,209 ଟଙ୍କା ସେହି ଭଳି 1ଗ୍ରାମ ପିଛା ଆଜି 70 ଟଙ୍କା କମିଛି । ଓ 8 ଗ୍ରାମକୁ ରହିଛି 41,672 ଟଙ୍କା ସେହିପରି 8 ଗ୍ରାମ ପିଛା ଆଜି 285 ଟଙ୍କା କମିଛି ।
ସେହିଭଳି ଭାବେ 10 ଗ୍ରାମକୁ କୁ ରହିଛି 52,090 ଟଙ୍କା ସେହିଭଳି 10 ଗ୍ରାମ ପିଛା ଆଜି 900 ଟଙ୍କା ହ୍ରସ ଘଟିଛି ସେହି ଭଳି ଭବରେ 100 ଗ୍ରାମକୁ ରହିଛି 5,20,900 ଟଙ୍କା ସେହି ଭଳି 100 ଗ୍ରାମ ପିଛା ଆଜି 3,200 ଟଙ୍କା କମିଛି ଏହା ଥିଲା 24 କେରେଡ ସୁନାର ମୂଲ୍ୟ । ତେବେ ଆପଣ ମାନଙ୍କ ପାଇଁ ଏବେ ଶସ୍ତା ହୋଇଜାଇଛି ସୁନା ଦର ଆପଣ ମାନେ ଚାହଁଲେ ନିଶ୍ଚିତ ଭାବେ କିଣି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।