ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେକା ସମୟରେ ମଣିଷ ସମାଜ ରେ ବଞ୍ଚିବା ପାଇଁ କିଛି ନା କିଛି ରାସ୍ତା ବାଛି ଜୀବନ କାଟୁଛନ୍ତି। କିଏ ତ ଭିକ୍ଷା ମାଗି ଆଉ କିଏ ଚାକିରୀ କରି ଏବଂ ବେଳେ ବେଳେ ଏମିତି କିଛି ନଜର କୁ ଆସିଥାଏ ଯେଉଁଠାରେ ମହିଳା ମାନେ ସମାଜ ବିରୋଧୀ କାମ କରି ଥାଆନ୍ତି ଯାହା ଦ୍ୱାରା ତାଙ୍କୁ ନିଜ ଶରୀର କୁ ଅନ୍ୟକୁ ଦେବାକୁ ପଡିଥାଏ। ତେବେ ଏହିଭଳି ଏକ ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା। ଏହିଠାରେ ଏମିତି ଏକ ଘଟଣା ନଜରକୁ ଆସିଛି ତାହା ଦେଖିବା ପରେ ଆପଣ ମାନେ ମଧ୍ୟ ବିସ୍ମୟ ହୋଇଯିବେ।
ଏବେ ବି ସମାଜ ରେ ଲୋକ ମାନେ ଅବହେଳା ଏବଂ ନିର୍ଯ୍ୟାତନା ଭିତରେ ଗତି କରୁଛନ୍ତି ଯାହା ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଦୃଶ୍ୟମାନ ହୋଇ ଥାଏ। ଆଉ ବିଭିନ୍ନ ସମୟରେ ଦେଖା ଯାଇଥାଏ ଯେ ମହିଳା ଏବଂ ନାରୀ ମାନଙ୍କୁ ଅଧିକାଂଶ କ୍ଷେତ୍ରରେ ତାଙ୍କୁ ବଞ୍ଚିତ କରା ଯାଉଛି ଯାହା ଆପଣ ମାନେ ମଧ୍ୟ ସମାଜ ରେ ଦେଖିଥିବେ। ବର୍ତ୍ତମାନ ସମୟ ରେ ଦୁନିଆ କେତେ ଆଗକୁ ଗଲାଣି ଯେତେବେଳେ ଜଣେ ମହିଳା ଚନ୍ଦ୍ର ବା ମହାକାଶ କୁ ମଧ୍ୟ ଯାଇ ଘୁରି ପଳେଇ ଆସିଛନ୍ତି ହେଲେ ଅନ୍ୟପଟେ କେତେକ ସ୍ଥାନରେ ଏହିପରି କିଛି ନଜରକୁ ଆସୁଛି ଯେଉଁଠାରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଶୋଷଣ କରା ଯାଇଥାଏ।
ଏଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଯେଉଁଠାରେ କିଛି ଯୁବତୀ ମାନେ ନଜର କୁ ଆସିଛନ୍ତି। ଆପଣମାନେ ଜାଣିଥିବେ ଝିଅ ମାନେ ବଡ଼ ହେବା ପରେ ସାଧାରଣ ଭାବରେ ପାଠ ପଢି ଥାଆନ୍ତି ଏବଂ ଯୁବତୀ ବା ସ୍କୁଲ ପାଠ ସାରିବା ପରେ କଲେକ ମଧ୍ୟ ଯାଇ ଥାଆନ୍ତି ପାଠ ପଢିବା ପାଇଁ। ଆଉ ସେମାନଙ୍କ ଘରେ ଚାକିରୀ କିମ୍ବା ନିଜ ପେଟ ପୋଷଣ କରିବା ଲାଗି ଏମିତି ଯୁବତୀ ପାଠ ପଢିବା ପାଇଁ ଆଶା କରି ଥାନ୍ତି।
ଆଉ କିଛି ଲୋକଙ୍କ ଘରେ ଏମିତି ଅବସ୍ଥା ଯାହା ପାଇଁ ସେମାନେ ରହିବା ଅସମ୍ଭାଳ ଏବଂ ପାଠ ମଧ୍ୟ ନିଜ ଛୁଆ ମାନଙ୍କୁ ପଢେଇ ପାରନ୍ତି ନାହିଁ ଯାହା ପାଇଁ ଯୁବତୀ ମାନେ କିଛି ପଇସା ପାଇଁ ଅଲଗା ବାଟ କୁ ପଳେଇ ଆସିଥାନ୍ତି । ସେମାନେ କବେବି ନିଜର ଭବିଷ୍ୟତ କଥା ଭାବନ୍ତି ନାହିଁ। ଏବେ ରାଜସ୍ଥାନ ର ଏକ ଅଞ୍ଚଳ ରେ ଦେଖିବାକୁ ମିଳିଛି ସୁନ୍ଦରୀ ଯୁବତୀମାନେ ନିଜ ପେଟ ପାଇଁ ଶରୀର କୁ ବିକ୍ରି କରି ଦେଇଛନ୍ତି ।
ଯାହା ମଧ୍ୟ ସାମ୍ବିଧାନ ବିରୋଧୀ କାମ ଅଟେ। ତାଙ୍କର ଦୁଇ ପଇସା ପାଇଁ ଦେହ ବିକ୍ରି କରି ଅନ୍ୟ ଲୋକଙ୍କ ପାଖରେ ରୋଜଗାର କରି ଥାନ୍ତି। ଆଉ ସେମାନେ ସବୁ ଦିନ ନିଜ କୁ ସୁନ୍ଦର ଭାବେ ସଜେଇ କରି ଘର ସାମ୍ନାରେ ଠିଆ ହୋଇଥିବାର ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାହା ଆପଣ ମାନେ ମଧ୍ୟ ଦେଖିବା ପାଇଁ ପାଉଥୁବେ ଓ ଗ୍ରାହକ ମାନଙ୍କୁ ମଧ୍ୟ ଡାକୁଛନ୍ତି ପାଖକୁ ଆସିବ ପାଇଁ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।