9

ନର୍ମାଲ ଡେଲିଭରି ପାଇଁ କିଛି ମହତ୍ୱପୂର୍ଣ୍ଣ Tips, ଗର୍ଭବତୀ ମାନେ ନିଶ୍ଚୟ ଜାଣି ରଖନ୍ତୁ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଏହି ବ୍ୟସ୍ତ ବହୁତ ଜିବନ ଚର୍ଯ୍ୟା ରେ ପ୍ରତି ଟି ବ୍ୟକ୍ତି ବ୍ୟସ୍ତ ରୁହନ୍ତି । ମହିଳା ଙ୍କୁ ନିଜ କାର୍ଯ୍ୟ ରୁ ଫୁରସତ ମିଳେ ନାହିଁ । କାରଣ ଅଫିସ ର କାର୍ଯ୍ୟ ସେମାନେ ଛାଡି ଦେଇ ପାରନ୍ତି ହେଲେ ଘରର କାମ ସେମାନଙ୍କୁ ନିଶ୍ଚିତ କରିବାକୁ ପଡେ । ଏହି ଭଳି ପରିପ୍ରେକ୍ଷା ରେ ଗର୍ଭବତୀ ମହିଳା ଙ୍କ ଜିବନ ଶୈଳି ଭିନ୍ନ ହୋଇଯାଏ । ଗର୍ଭବତୀ ମହିଳା କାମ କରିବା ଫଳ ରେ ସେମାନେ ଥକି ଜାଆନ୍ତି । ଯାହା ଫଳ ରେ ସେମାନଙ୍କ ଶରୀର ରେ ପୀଡା ଆରମ୍ଭ ହୋଇଯାଏ । ଆଜିର ଏହି ବ୍ୟସ୍ତ ବହୁତ ଜିବନ ଚର୍ଯ୍ୟାରେ ନିଜର ଯତ୍ନ ନେବା କାହାରୀ ପକ୍ଷେ ସମ୍ଭବ ନୁହେଁ । ଏହି କାରଣ ପାଇଁ ଆଜିକାଲି ନର୍ମାଲ ପ୍ରସବ ଅପେକ୍ଷା ଅସ୍ତ୍ରୋପଚାର ଜନିତ ପ୍ରସବ ଅଧିକ ହୋଇଗଲାଣି ।

ତେବେ ଏହାର କାରଣ ମହିଳା ମାନେ ମାନସିକ ଏବଂ ଶାରୀରିକ ରୂପରେ ଥକି ଯିବା । କାରଣ ଅଧିକ ସମୟ ଯାଏ ସେମାନେ କାମ କରିବା ଫଳ ରେ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପଡେ । ଏବଂ ଦୂର୍ବଳ ଯୋଗୁଁ ପ୍ରସବ ଅସ୍ତ୍ର ପ୍ରଚାର ଦ୍ୱାରା କରାଯାଏ । ପ୍ରସବ ସମୟ ରେ ମହିଳା ମାନେ ପ୍ରସବ ଜନିତ ପୀଡା ରୁ ବଞ୍ଚି ଜାଆନ୍ତି । ଅସ୍ତ୍ରୋପଚାର ପରେ ସେମାନଙ୍କୁ ଅନେକ ପୀଡା ସହିବାକୁ ପଡେ । ଏହି କାରଣ ପାଇଁ ଆମେ ଏପରି କିଛି ଟିପ୍ସ କହିବୁ ଜାହାକୁ ଅଭ୍ୟାସ ରୂପେ ଆପଣେଇବା ଦ୍ୱାରା ଆପଣ ମାନେ ଅସ୍ତ୍ରୋପଚାର ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବେ ।

womens

ତେବେ ପ୍ରଥମେ ପ୍ରତି ଗର୍ଭବତୀ ମହିଳା ଙ୍କୁ ପ୍ରସବ ଜନିତ ଶିକ୍ଷା ଗ୍ରହଣ କରିବା ଉଚିତ ଏହି କାରଣ ରୁ ଗର୍ଭବତୀ ହେବା ପରେ ଯଥା ସମ୍ଭବ ଏହି ବିଷୟ ରେ ଜ୍ଞ୍ୟାନ ଅର୍ଜନ କରିବା ଉଚିତ । ଏହା ପାଇଁ ଆପଣ ମାନେ ଇଣ୍ଟରନେଟ ଏବଂ ପୁସ୍ତକ ର ବ୍ୟବହାର କରି ପାରିବେ । ଏହା ପାଇଁ ଆପଣ ମାନଙ୍କୁ ପ୍ରସବ ସମୟରେ ସାହାଯ୍ୟ ମିଳିବ । ଏହା ସହିତ ଗର୍ଭବତୀ ସମୟରେ ମହିଳାଙ୍କୁ ପୋଷାକରେ ପରିପୂର୍ଣ୍ଣ ଖାଦ୍ୟ ଖାଇବା ଉଚିତ ଅଟେ । କାରଣ ଏହି ସମୟ ଆପଣମାନେ ଯେଉଁ ପ୍ରକାରର ଖାଦ୍ୟ ଖାଇବେ । ସେହି ଖାଦ୍ୟ ଆପଣଙ୍କ ଛୁଆ ମଧ୍ୟ ନିଜର ଗର୍ଭରୁ ଗ୍ରହଣ କରିପାରିବ । ଏପରି ଯଥା ସମ୍ଭବ ସ୍ୱାସ୍ଥ୍ୟପୂର୍ଣ୍ଣ ଖାଦ୍ୟ ଗ୍ରହଣ କରନ୍ତୁ ।

ଗର୍ଭବତୀ ସମୟରେ ଏହି ବିଷୟରେ ବହୁତ ଧ୍ୟାନ ରଖିବେ କି ଆପଣ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହାର କାରଣ ଅତ୍ୟାଧିକ ଖାଦ୍ୟ ଗ୍ରହଣ କରିବା ଫଳରେ ଆପଣଙ୍କ ଓଜନ ବୃଦ୍ଧି ହୋଇଯିବ ଯାହା ଫଳରେ ନର୍ମାଲ ପ୍ରସବ ସମୟରେ ଅସୁବିଧା ଭୋଗିବା ପାଇଁ ପଡିପାରେ । ଗର୍ଭବତୀ ସମୟରେ ଆପଣଙ୍କ ସମସ୍ୟାର ପ୍ରଭାବ ଆପଣଙ୍କ ଛୁଆ ଉପରେ ମଧ୍ୟ ପଡିଥାଏ । ଏହି କାରଣ ପାଇଁ ଆପଣ ଗର୍ଭବତୀ ସମୟରେ ଚିନ୍ତାମୁକ୍ତ ରହି ପାରିବେ। ଯଦି ଆପଣ ମାନେ ଅଧିକ ଚିନ୍ତିତ ରହୁଛନ୍ତି । ତେବେ ନିଜର ଧ୍ୟନ ହଟେଇବା ପାଇଁ ଆପଣ ମାନେ ପୁସ୍ତକ ର ପଠନ କରନ୍ତୁ କିମ୍ବା କୈଣସି ଫିଲ୍ମ ଦେଖନ୍ତୁ ।

pregnant

ତେବେ ଏହି ବିଷୟ ରେ ଜାଣିଥିବେ କି ପାଣି ସବୁ ବ୍ୟକ୍ତିର ଆବଶ୍ୟକ ଅଟେ । ପ୍ରାୟତଃ ଗର୍ଭବତୀ ମହିଳା ମାନଙ୍କୁ ପିଲା ମାନଙ୍କ ପାଇଁ ଆଣ୍ଠୁ ଗଣ୍ଠୀ ବିନ୍ଧା ହୁଏ । ଏହି ସମୟ ରେ ଏହି ପରିସ୍ଥିତି ରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ ର ସାହାଯ୍ୟ ନିଅନ୍ତୁ । କାରଣ ଛୋଟ ଛୋ଼ଟ ଭୁଲ ଆପଣ ମାନଙ୍କ ପାଇଁ ସମସ୍ୟା ଆଣିପାରେ ତେବେ ଗର୍ଭବତୀ ମହିଳା ମାନେ ପ୍ରାଣାୟମ କରିବା ଦ୍ୱାରା ବିଶେଷ ଲାଭ ମିଳେ । ଜାହା ଦ୍ୱାରା ଆପଣ ମାନଙ୍କ ସହିତ ଆପଣ ମାନଙ୍କ ପିଲାକୁ ବି ସଠିକ ଅମ୍ଳଜାନ ମିଳିବ ।

ଏହା ସହିତ ପ୍ରାଣାୟମ ଆପଣ ମାନଙ୍କ ଲିଭର ଜନିତ ପ୍ରୀଡା ରୁ ମୁକ୍ତି ଦିଏ । ଗର୍ଭବତୀ ମହିଳା ମାନଙ୍କ ପାଇଁ ଶେଷ ତିନି ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଏହି କାରଣ ଆପଣ ନିଜର ଶରୀରର ମାଲିସ କରେଇ ପାରନ୍ତି । ଜାହା ଫଳ ରେ ଆପଣ ମାନଙ୍କୁ ଆଣ୍ଠୁଗଣ୍ଠୀ ଜନିତ ସମସ୍ୟା ଦୂର ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *