ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
ପ୍ରଶ୍ନ- ଭୋକିଲା ଥିବାବେଳେ କେଉଁ ପଶୁ ପଥର ଓ ଗୋଡି ଖାଇ ପାରିବ.?
ଏହାର ସଠିକ ଉତ୍ତର ହେଲା ଓଟ୍ରିଚ୍ ।
ପ୍ରଶ୍ନ- କେଉଁ ପଶୁର କ୍ଷୀର ଗୋଲାପୀ ରଙ୍ଗର?
ଏହାର ସଠିକ ଉତ୍ତର ହେଲା ହିପ୍ପୋ ।
ପ୍ରଶ୍ନ- ଶରୀରର କେଉଁ ଅଂଶରେ ଆୟୋଡିନ୍ ଗଚ୍ଛିତ ହୁଏ?
ଏହାର ସଠିକ ଉତ୍ତର ହେଲା ଥାଇରଏଡ୍ ଗ୍ରନ୍ଥି ।
ପ୍ରଶ୍ନ – ବିବାହ ପରେ ଗୋଟିଏ ଝିଅ କାହା ବଦଳରେ ସ୍ୱାମୀକୁ ପାଏ ?
ଏହାର ସଠିକ ଉତ୍ତର ହେଲା କୁଆଁରୀ ବୟସ ବଦଳରେ ।
ପ୍ରଶ୍ନ- କେଉଁ ଦେଶରେ ସର୍ବାଧିକ ସଂଖ୍ୟକ ମସଜିଦ ଅଛି?
ଏହାର ସଠିକ ଉତ୍ତର ହେଲା ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ମସଜିଦ ଅଛି ।
ପ୍ରଶ୍ନ- ଭାରତର କେଉଁ ସ୍ଥାନରେ ଲୋକଙ୍କ ଘରେ କବାଟ ନାହିଁ?
ଏହାର ସଠିକ ଉତ୍ତର ହେଲା ଭାରତର ଶନି ଶିଙ୍ଗନାପୁରରେ ଲୋକମାନେ ନିଜ ଘରେ କବାଟ ବିନା ରୁହନ୍ତି | କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଯିଏ ଶିଙ୍ଗନାପୁରରୁ ଚୋରି କରନ୍ତି, ପ୍ରଭୁ ଶନି ତାଙ୍କୁ ସବୁଠାରୁ ବଡ଼ ଦଣ୍ଡ ଦିଅନ୍ତି ।
ପ୍ରଶ୍ନ- କେବଳ 27 ଜଣ ଲୋକ ରହୁଥିବା ଦେଶର ନାମ କ’ଣ..?
ଏହାର ସଠିକ ଉତ୍ତର ହେଲା ଏହି ଦେଶର ନାମ ହେଉଛି ସିଲାଣ୍ଡ ଯାହା ଇଂଲଣ୍ଡର ସାଫୋଲ୍ ବେଳାଭୂମି ଠାରୁ ପ୍ରାୟ 10 ରୁ 12 କିଲୋମିଟର ଦୂରରେ ଅବସ୍ଥିତ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।