rasi

୨୮ ଏପ୍ରିଲ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧) ମେଷ ରାଶି-ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ଭାଗ୍ୟର ସାଥ୍ ମିଳିବ, କାମକାର୍ଯ୍ୟରେ କରାଯାଇଥିବା ପରିଶ୍ରମରୁ ଫଳ ଅଧିକା ପାଇବେ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, କଠିନରୁ କଠିନ କାର୍ଯ୍ୟ ଆପଣ ଚତୁରତାର ସହ କରିପାରିବେ । ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ବାହାରିପାରେ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ଆପଣ ଜରୁରୀ କାମରେ ଟିକିଏ ଧ୍ୟାନ ଦିଅନ୍ତୁ, ଆପଣ କେଉଁ ଅଜଣା ଲୋକକୁ ଆଖି ବନ୍ଦ କରି ବିସ୍ୱାସ କରନ୍ତୁ ନାହିଁ ନହେଲେ ଧୋକା ପାଇପାରନ୍ତି, ମା ବାପାଙ୍କ ଆଶିର୍ବାଦ ରହିବ, ବାପାଙ୍କ ସାହାଯ୍ୟରେ କିଛି ଅଧୁରା କାମ ପୁରା ହୋଇପାରେ । ବାହାନ ସୁଖ ପ୍ରାପ୍ତି ହେବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ପ୍ରମାଣିତ ହେବ । ଘରୋଇ ଦରକାରିତା ପୁର୍ତ୍ତି ହେବ, ଆୟର ଜରିଆ ବଢିବ, ଯାହାର ଫାଇଦା ଉଠାଇବେ, ବନ୍ଧୁଙ୍କ ସହ ଚାଲୁଥିବା ମନମୁତାବ ଦୁର ହୋଇଯିବ । ଜୀବନ ସାଥି ଆପଣଙ୍କ ଭାବନାକୁ ବୁଝିବେ । ଜୀବନସାଥିଙ୍କ ସହ କେଉଁ ଭଲ ଜାଗା ବୁଲିବାର ପ୍ଲାନ୍ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।

mithun

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ କିଛି ଚିନ୍ତାରେ ଭରି ରହିବ । ଆର୍ଥିକ ସ୍ଥିତିକୁ ନେଇକରି ଆପଣ ବହୁତ ଚିନ୍ତିତ ରହିପାରନ୍ତି, ଘରୋଇ ଖର୍ଚ୍ଚରେ ଲଗାମ୍ ଲଗଇବାକୁ ହେବ, ନହେଲେ ଆଗକୁ ଯାଇକରି ଧନ ସହ ଯୋଡି ହୋଇଥିବା ଅସୁବିଧାର୍ ସାମ୍ନା କରିବାକୁ ପଡିବ, ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ, ଯାହାର କାରଣରୁ ଆପଣ ଚିନ୍ତିତରହିବେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଆମଦାନୀରେ ଜବରଦସ୍ତ ବୃଦ୍ଧି ହେବ, ବେପାରରେ ମନ ମୁତାବିକ ଲାଭ ମିଳିବାର ଆଶା କରାଯାଉଛି, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଆପଣ ବ୍ୟସ୍ତତାପୁର୍ଣ୍ନ ହୋଇ କିଛି ନିର୍ଣ୍ଣୟ ନିଅନ୍ତୁ ନାହିଁ ନିଜ ମଧ୍ୟରେ ସକରାତ୍ମକ ଭାବନା ରଖନ୍ତୁ, ଚାକିରି କ୍ଷେତ୍ରରେ ମାହୋଲ୍ ଭଲ ରହିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ, କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିବାର ଆଶା ଅଛି, ଯଦି ଆପଣ କେଉଁଠି ପଇସା ନିବେଶ କରୁଛନ୍ତି, ତେବେ ଆଜିର ଦିନ ଠିକ୍ ନଜର ଆସୁଛି, ଆପଣଙ୍କ କିଛି ଅଧୁରା ଇଚ୍ଛା ପୁରା ହେବ, କାରୋବାରରେ ବୃଦ୍ଧି ହେବ, ବିଦ୍ୟାର୍ଥି କେଉଁ ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ପରିଣାମ ନେଇକରି ଆସିବେ ।

kanya

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଅନୁକୁଳ ରହିବ, ମିତ୍ରଙ୍କ ସହାୟତାରେ ଆପଣଙ୍କ ଅଟକିଥିବା କାମ ସଫଳତାର ସହ ପୁରା ହେବ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଉଛି, ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆପଣ ନିଜ ପ୍ରେମ ନିବେଦନ କରିପାରନ୍ତି, ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ଅଫିସ୍ କାମରେ ଲମ୍ବା ଯାତ୍ରା କରିବାକୁ ପଡିପାରେ  । ଯାତ୍ରା ସମୟରେ ଗାଡି ଚଲାଇବାରେ ସାବଧନତା ରଖନ୍ତୁ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ କର୍ମବ୍ୟସ୍ତତା ପୁର୍ଣ୍ଣ ରହିବ, ଅଫିସ୍ କାମରେ ପୁରା କରିବାରେ କଠିନତା ଆସିପାରେ, ସହକର୍ମୀଙ୍କ ସାହାଯ୍ୟ ମିଳିବ, ଆଜି କେଉଁ ବଡ ନିବେଶ କରନ୍ତୁ ନାହିଁ, ଆପଣଙ୍କ ଅଧୁରା ସ୍ୱପ୍ନ ପୁରା କରିବାରେ ଯଥା ସଂମ୍ଭବ ଚେଷ୍ଟା କରିବେ, ଯାହାଦ୍ୱାରା ବହୁତ ସଫଳତା ମିଳିବାର ଯୋଗ ରହୁଛି, ବିଦ୍ୟାର୍ଥିଙ୍କୁ କଠିନ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, ତେବେ ଯାଇ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରିବ ।  ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଫେରିବାରେ କଠିନତା ଆସିପାରେ ।

୯) ଧନୁ ରାଶି- ଆଜି କାମକାର୍ଯ୍ୟରେ ପରିଶ୍ରମର୍ ଉଚିତ୍ ପରିଣାମ ମିଳିବ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବ, ଆପଣଙ୍କ ଭଲ ସ୍ୱଭାବରୁ ପାଖାପାଖି ଲୋକେ ପ୍ରଭାବିତ ହେବେ, ପାରିବାରିକ ଜୀବନରେ ଖୁସିମୟ ହେବ, ଘରର କେଉଁ ସଦସ୍ୟଙ୍କ ଉନ୍ନତି ମିଳିବାର ଖୁସିଖବର ମିଳିବ, ଯାହାଦ୍ୱାରା ଘରର ମାହୋଲ୍ ଅଧିକା ଖୁସିମୟ ରହିବ, ସରକାରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖୁସିଖବର ମିଳିବ ।

dhanu

୧୦)ମକର ରାଶି-ଆଜି ଆପଣଙ୍କ ଦିନ ଉତ୍ତମ ରହିବ । କମ୍ ପରିଶ୍ରମରୁ ଅଧିକା ସଫଳତା ମିଳିବାର ଆଶା ଅଛି, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ, ଖାଦ୍ୟପେୟରେ ରୁଚି ବଢିବ, ପରିବାର୍ ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଲ ଯାତ୍ରା କରିବେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ସୁଖଦ ପରିଣାମ ଦେବ, ଚାରି ପଟୁ ବାତାବରଣ ସୁଖମୟ ରହିବ, ଯାହାକୁ ଦେଖିକରି ମନ ହର୍ଷିତ ହେବ, କ୍ୟାରିୟର୍ ସହ ଯୋଡି ହୋଇଥିବା ଖୁସିଖବର ଶୁଣିବାକୁ ମିଳିପାରେ, ସନ୍ତାନଙ୍କ ପକ୍ଷରୁ ଚିନ୍ତା ଦୁର ହୋଇପାରେ, ଆପଣଙ୍କୁ କାମକାର୍ଯ୍ୟରେ ଭଲ ପରିଣାମ ମିଳିପାରେ, ଘରୋଇ ଖର୍ଚ୍ଚରେ କମି ଆସିବ, କମାଇର ସ୍ରୋତ ବଢିବ, ଆପଣଙ୍କ ଭାଗ୍ୟର ପୁରା ସାଥ୍ ମିଳିବାର ଦେଖାଯାଉଛି, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ ଯାହାକି ଫାଇଦାଦାୟକ ହେବ,

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ପୁର୍ବକ କଟିବାରଅଛି । କାମକାର୍ଯ୍ୟରେ ଲଗାତାର ସଫଳତା ହାସିଲ୍ ହୋଇପାରିବ, ପ୍ରୋପର୍ଟି ମାମଲାରେ ଭଲ ଲାଭ ମିଳିବାର ଆଶା କରାଯାଉଛି, ବହୁତ ଲମ୍ବା ସମୟରୁ ପଇସା ଅଟକିଥିଲେ ଫେରିପାରିବେ, ଭାଈ ଭଉଣୀଙ୍କ ସହଯୋଗ ମିଳିବ, ଆପଣ ନିଜ ମଧୁର ବାଣୀ ଉପରେ ସଂଜମତା ବଜାୟ ରଖନ୍ତୁ, ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କୁ ଫାଇଦା ଦେଇପାରେ, ପ୍ରେମଜୀବନରେ ଆସୁଥିବା ସମୟ ଶୁଭ ପରିଣାମ ନେଇକରି ଆସୁଛି, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ସାମାଜିକ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ବନାଇବାରେ ସଫଳ ହେବେ ।

Leave a Reply

Your email address will not be published. Required fields are marked *