9

ଯଦି ଆପଣଙ୍କ ଘରକୁ ଏହି ୬ଟି ଜୀବଜନ୍ତୁ ଆସୁଛନ୍ତି ତେବେ ଜାଣନ୍ତୁ ଶୁଭ ନା ଅଶୁଭ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ । ଆମ ଆଖ ପାଖରେ ରହି ଥିବା ବିଭିନ୍ନ ତତ୍ୱ ଆମ ମାନଙ୍କୁ ସବୁ ସମୟ ରେ କିଛି ନା କିଛି ସଂଙ୍କେତ ପ୍ରଦାନ କରି ଥାନ୍ତି । ତେବେ ସେହି ଗୁଡିଏ ଶୁଭ ହେଉ ବା ଅଶୁଭ ହେଉ । ଏହି ପରି କା ସଂଙ୍କେତ ଆମ ଚାରି ପାଖରେ ରହି ଥିବା ପଶୁ ପକ୍ଷୀ ତଥା କୀଟ ପତଙ୍ଗ ମାନଙ୍କ ଠାରୁ ମିଳି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଜିବ ଜନ୍ତୁ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ।

ଯେଉଁ ମାନେ ଆସିବା ଦ୍ୱାରା ଆମ ମାନଙ୍କୁ କଣ କଣ ସଂଙ୍କେତ ମଧ୍ୟ ମିଳଇ ଥାଏ । ସେହି ବିଷୟ ରେ ବି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଆସନ୍ତୁ ଏହି ବିଷୟ ରେ ଜାଣି ନେବା । ପ୍ରଥମେ ରହିଛି ବିଲେଇ ଯେଉଂ ଘର କୁ ସବୁ ସମୟ ରେ ବିଲେଇ ମାନେ କଳି କରୁ ଥିବାର ଆପଣ ମାନେ ଦେଖୁଛନ୍ତି । ତେବେ ସେମିତି ବେଳେ ଆପଣ ମାନଙ୍କ ଘରେ ସବୁ ସମୟ ରେ କଳି ଲାଗୁ ରହୁ ଥିବାର ଏହି ସଂଙ୍କେତ ଆପଣ ମାନଙ୍କୁ ମିଳି ଥାଏ ।

cat

ଦ୍ୱୀତୀୟ ରେ ରହିଛି ଗାଈ । ଯଦି ଆପଣ ମାନଙ୍କ ଘର ଆଗରେ ଘାଈ ଆସି ଜୋର ରେ ବୋବାଳି କରେ ତେବେ ସେମିତି ବେଳେ ସେହି ଘରେ ସୁଖ ର ବୃଦ୍ଧି ହୋଇ ଥାଏ । ଘର ର ବାହାରେ ଗାଈ ବୋବେଇବା ବହୁତ ଶୁଭ ସଂଙ୍କେତ ହୋଇ ଥାଏ । ସେହି ପରି ବେଳେ କୁକୁର କାନ୍ଦୁ ଥିଲେ ଏହା ବହୁତ ଅଶୁଭ ସଂଙ୍କେତ ହୋଇ ଥାଏ । ତେବେ ସେମିତି ରେ ଯେଉଁ ଘରେ କୈଣସି ବିପତି ଆସୁ ଥାଏ ତେବେ ସେହି ଘରେ ହିଁ କେବଳ କୁକୁର କାନ୍ଧୁ ଥିବାର ଦେଖିବା ପାଇଁ ମିଳେ । ଯଦି କେବେ ଆପଣ ମାନଙ୍କ ଘରେ କଳା ପିମ୍ପୁଡି ଦଳ ଦଳ ଭାବେ ଦେଖିବା ପାଇଁ ମିଳନ୍ତି ତେବେ ଏହା ଆପଣ ମାନଙ୍କ ଅଶର୍ଯ୍ୟ ର ବୃଦ୍ଧି ହୋଇ ଥାଏ ।

କେବେ ଯଦି ଘର ର ଆଗରେ ମୟୁର ଆସି ବସେ ବା ଦେଖା ଦେଇ ଥାଏ । ତେବେ ଏହା ଶୁଭ ସଂଙ୍କେତ ହୋଇ ଥାଏ । ଏବଂ ଏଠାରେ ଆପଣ ମାନଙ୍କ ଘରେ ଆଗାମୀ ସମୟ ରେ ଖୁଶି ର ସମୟ ଆସୁ ଥିବା ସଂଙ୍କେତ ହୋଇ ଥାଏ । ସେମିତି ବେଳେ କଳା କଙ୍କଡା ବିଛା ଦେଖା ଦେଲେ ଏହା ଆପଣଙ୍କ ଘରେ କାଳ ପ୍ରବେଶ ହୋଇ ଥାଏ ହେଲେ ଧଳା ଦେଖା ଦେଲେ ଆପଣ ମାନଙ୍କ ଘରେ ଧନ ର ବର୍ଷା ହୋଇ ଥାଏ ବୋଲି ଆପଣ ମାନେ କହି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *