5

ଆସୁଛି ଦଶମ ପରୀକ୍ଷା – ଜାଣନ୍ତୁ କେଉଁ ରାଶିର ପିଲାଙ୍କ ଭାଗ୍ୟରେ ଭଲ ନମ୍ବର ରହିଛି ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ରାଶିର ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ
ଆଜି ଆମେ ଆପଣଙ୍କୁ ଆଗକୁ ଆସୁଥିବା ଦଶମ ପରୀକ୍ଷାର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବୁ କେଉଁ ରାଶିର ଲୋକେ ଏହି ପରୀକ୍ଷାରେ ହେଵେ ଲାଭବାନ ଏବଂ କେଉଁ ରାଶିର ହେବେ ନିରାଶ ଆସନ୍ତୁ ଜାଣିବା ।

ଦଶମ ପରୀକ୍ଷା ଯେତେବେଳେ ଆସିଥାଏ ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା ଥାଏ ଯେ ଆମ ପରୀକ୍ଷା କିପରି ହେବ ଭଲ ନମ୍ବର ଆଣିପାରିଵି ନା ନାହିଁ ଭଲ ରେଜଲ୍ଟ ହେବ ନା ନାହିଁ ଏହି ଚିନ୍ତାରେ ଅନେକ ଛାତ୍ର ବହୁତ କଷ୍ଟ ମଧ୍ୟ କରିଥାନ୍ତି ଦିନ ରାତି ପାଠ ମଧ୍ୟ ପଡିଥାନ୍ତି କିନ୍ତୁ ତଥାପି କେତେକ ଛାତ୍ର ଭଲ ପ୍ରଦର୍ଶନ କରିବା ସ୍ଥାନରେ କେତେକ ଖରାପ ପ୍ରଦର୍ଶନ ମଧ୍ୟ କରିଥାନ୍ତି ଯେଉଁମାନେ କି କାହା ଆଗରେ ମୁହ ଦେଖାଇ ପାରନ୍ତି ନାହିଁ , ତେବେ ଆଜି ଆମେ ଆପଣଙ୍କ ରାଶି ଅନୁସାରେ କିଛି ରାଶି ମାନଙ୍କର ରେଜଲ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଦଶମ ପରୀକ୍ଷାରେ କିପରି ହେବ ।

ପ୍ରଥମ ରାଶି ହେଉଛି ବୃଷ ରାଶି :-
ଏହି ରାଶି ମାନଙ୍କ ଉପରେ ହଠାତ ଲାଭ ହେବାକୁ ଯାଉଛି , ରାଶିର ଛାତ୍ରମାନଙ୍କର ହଠାତ୍ ଭାଗ୍ୟ ଚମକିଵାକୁ ଯାଉଛି ଏହି ରାଶିମାନଙ୍କ ଉପରେ ହଠାତ୍ ଖୁସି ଖବର ମିଳିବାକୁ ଯାଉଛି , ପରୀକ୍ଷାରେ ଏମାନଙ୍କର ଭଲ ପ୍ରଦର୍ଶନ ରହିବ , ଏଥିପାଇଁ ଆପଣଙ୍କୁ ଟିକେ ଅଧିକ ମନ ଦେଇ ପାଠ ପଢ଼ିବାକୁ ପଢିଵ , ଯେଉ ଵିଷୟ ପ୍ରତି କୈାଣସି ଡାଉଟ ରହୁଛି ତାହା ନିଶ୍ଚିତ ଭାବେ କ୍ଲିୟର କରନ୍ତୁ , ମନରେ ବେଶି ଟେନସନ ରଖି ପଢନ୍ତୁ ନାହିଁ , ଫ୍ରି ମାଇଣ୍ଡରେ ପାଠ ପଢନ୍ତୁ , ଏମାନେ ବର୍ତମାନ ସଫଳ ଜୀଵନ ଅତିବାହିତ କରିବେ , ଏମାନଙ୍କ ଜୀବନରେ ଖରାପ ସମୟ ଶେଷ ହେବାକୁ ଯାଉଛି ଓ ଧନର ଆଗମନ ହେବ , ଯାହାଫଳରେ ଏହି ରାଶିର ଲୋକମାନଙ୍କର କେବଳ ଲାଭ ଦେଖିବାକୁ ମିଳିଵ ,

ଦ୍ଵିତୀୟ ହେଲା ମିଥୁନ ରାଶି :-
ଏହି ରାଶିର ଛାତ୍ରମାନଙ୍କର ଦିନ ଟିକେ ବ୍ୟସ୍ତତାରେ କଟିବ ଯାହା ଫଳରେ ପାଠ ପଢାରେ ଅବହେଳା ସୃଷ୍ଟି ହୋଇପାରେ , ଏମାନଙ୍କର ରେଜଲ୍ଟ ମଧ୍ୟ ସାମାନ୍ୟ ଖରାପ ହେବା ଯାହାର ମୁଖ୍ୟ କାରଣ ପାଠ ପଢାରେ ଅବହେଳା , ଯେତିକି ବି ପାଠ ପଢ଼ୁଛନ୍ତି ମନ ଦେଇ ପଢ଼ନ୍ତୁ ,

ତୃତୀୟ ହେଲା ଧନୁ ରାଶି :-
ଧନୁ ରାଶିର ଛାତ୍ରମାନଙ୍କ ପାଇଁ ଏହି ପରୀକ୍ଷା ଫଳ ବହୁତ ଭଲ ହେବାକୁ ଯାଉଛି ଆପଣଙ୍କର ଯେଉଁ ଡାଉଟ ରହୁଛି ତାହା ଆପଣ ଶିକ୍ଷକଙ୍କ ପାଖରୁ ବୁଝିନେଵେ , ଆପଣଙ୍କ ନର ସାମାନ୍ୟ ପରିଶ୍ରମ ଆପଣଙ୍କ ଦଶମ ପରୀକ୍ଷା ଫଳ ବହୁତ ଭଲ ଆଣିବ , ରାତିରେ ଅନିଦ୍ରା ରହି ପଢନ୍ତୁ ନାହିଁ ସକାଳୁ ଭୋର ଭୋର ଉଠି ପଢିଵା ପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ ପାଇଁ ଏହି ପରୀକ୍ଷା ଭଲ ରହିବ |

rasi4

ଚତୁର୍ଥ ହେଲା କୁମ୍ଭ ରାଶି :-
କୁମ୍ଭ ରାଶିର ଛାତ୍ରମାନେ ପରୀକ୍ଷାରେ ନିଶ୍ଚିତ ଭାବେ ଭଲ। ଆଣିବେ ଆପଣଙ୍କର ସାମାନ୍ୟ ପରିଶ୍ରମ ଆପଣଙ୍କୁ ସଫଳ କରିବ , ସ୍କୁଲରେ ପାଠକୁ ମନ ଦେଇ ଶୁଣନ୍ତୁ ଏବେଠୁ ବାରମ୍ଵାର ରିଭିଜନ କରି ଚାଲନ୍ତୁ , ୬ ଘଣ୍ଟା ପାଠ ପଢାକୁ ଦିଅନ୍ତୁ , ଯେତିକି ପଢୁଛନ୍ତି ତାକୁ ଖାତାରେ ଲେଖି ରଖିବା ଭଲ ହେବ , ଆପଣ ଭଗଵାନ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ

ସିଂହ ରାଶି :-
ସିଂହ ରାଶିର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ପରୀକ୍ଷା ଫଳ ବାପାମାଆଙ୍କ ଗୈାରବ ଵଢାଇଵ , ଆପଣଙ୍କ ରେଜଲ୍ଟ ବହୁତ ଭଲ ଆଣିବ , ଟପର୍ ହେବାର ସମ୍ଭାବନା ମଧ୍ୟ ରହିଛି , ବର୍ତମାନ ଆପଣଙ୍କର ପାଠ ଆପଣଙ୍କ ପାଇ ସଫଳତାର ବାଟ ଖୋଲିବ ,

ମେଷ ରାଶି :-
ମେଷ ରାଶିର ଲୋକେ ପାଠ ପଢାରେ ଅବହେଳା କରିପାରନ୍ତି ଯଦି ଆପଣ ଏହି ଅବହେଳା ଆପଣଙ୍କ ରେଜଲ୍ଟ ଖରାପ କରିପାରେ ପ୍ରତିଦିନ ପାଠ ପଢ଼ିବାକୁ ଚେଷ୍ଠା କରନ୍ତୁ ୭ ଘଣ୍ଟା ପାଠ ପଢାରେ ମନ ଦିଅନ୍ତୁ , ସାର୍ ଙ୍କ କଥା ମାନି ପାଠ ପଢିବା ଉଚିତ୍ ଯାହା ନ ଵୁଝିହେଉଛି ସେଥିପ୍ରତି ସାରଙ୍କ ପରାମର୍ଶ ନେଇ ପଢନ୍ତୁ ତେବେ ଏହା ଥିଲା କେତୋଟି ରାଶି ଯେଉଁମାନଙ୍କର ଏହି ଦଶମ ପରୀକ୍ଷା ଫଳ ଲାଭ କ୍ଷତି ଆଣିପାରେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *