ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ଲିଭର ବି ଖରାପ୍ ହୋଇ ନାହିଁ ତ ଏହି ସବୁ କଥା ପ୍ରତି ଆପଣ ମାନଙ୍କୁ ସଚେତନ ରହିବା ନିହାତି ଆବଶ୍ୟକ ଅଟେ । କାରଣ ଯଦି ଆପଣ ମାନଙ୍କ ଲିଭର ସଠିକ୍ ଭାବେ କାମ କରୁ ନାହିଁ ତେବେ ଆପଣ ମାନଙ୍କୁ ଭଯଙ୍କର ବିମାରୀ ବି ହୋଇ ପାରେ । ଯଦି ଆପଣ ମାନେ ଆପଣ ମାନେ ଏହି ସବୁ ରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ଏବେ ହିଁ ଜାଣି ନିଅନ୍ତୁ କି ଆପଣ ମାନଙ୍କ ଲିଭର କାମ କରୁଛି କି ନାହିଁ ।
ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ । ଲିଭର ଆମ ଶରୀର ର ଏମିତି ଅଙ୍ଗ ଅଟେ ଜାହା ଆମ ଶରୀର ରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହି ପରି ଭାବେ ଆବଶ୍ୟକତା ଠାରୁ ଅଧିକ ଖାଇବା ଏବଂ ଅଧିକ ମସଲା ଖାଦ୍ୟ ଖାଇବା ଏବଂ ମଦ ପିଇବା ଦ୍ୱାରା ଆପଣ ମାମନଙ୍କ ଲିଭର ଉପରେ ପ୍ରେସର ପଡି ଥାଏ। ଏହି ଯୋଗୁଁ ତାହା ଆମ ଶରୀର ରୁ ବିସାକ୍ତ ପଦାର୍ଥ କୁ ବାହାର କରି ପାରେ ନାହିଁ ।
ଏବଂ ଆମ ଦେହ ଖରାପ୍ ହୁଏ । ଏବଂ ଏହି ବିସାକ୍ତ ପଦାର୍ଥ ଆମ ବ୍ରେନ୍ କୁ ପଳେଇ ଥାଏ । ଏମିତି ରେ କିଛି ଲକ୍ଷଣ ମଧ୍ୟ ଦେଖିବା ପାଇଁ ମିଳେ । ଯେମିତି ମନେ ରଖଇବା ଶକ୍ତି କମିବା ଏବଂ ଛୋଟ କଥା ରେ ଚିନ୍ତିତ ହେବା ଏବଂ ଆପଣ ମାନଙ୍କ ବ୍ରେନ୍ କୋଣ୍ଟ୍ରୋଲ ରେ ରହିବ ନାହିଁ । ଲିଭର ଆମ ଶରୀର ରେ ରକ୍ତ ର ସୁଗାର ଲେବୁଲ କୁ ନିୟନ୍ତ୍ରଣ କରେ । ଯେବେ ଲିଭର ଉପରେ ପ୍ରେସର ପଡେ ତେବେ ଆମ ଶରୀର ର ସୁଗାର ଲେବୁଲ ବହୁତ ଜଲ୍ଦି କମ୍ ହୋଇ ଥାଏ । ଜାହାକୁ ଲୋ ବିପି କୁହା ଯାଏ ।
ଏମିତି ରେ କାମ ରେ ମନ ନ ଲାଗିବା ଏବଂ ଗଣ୍ଠୀ ପେନ୍ କରିବା ଭଳି ସମସ୍ୟା ଆପଣ ମାନଙ୍କୁ ଦେଖା ଦିଏ । ତେବେ ଜାଣନ୍ତୁ କି ଆପଣ ମାନଙ୍କ ଲିଭର ଖରାପ୍ ଅଛି । ଏମିତି ରେ ଆପଣ ମାନେ ଗ୍ରୀନ୍ ଏବଂ ପତ୍ରତା ର ପରିବା କୁ ସେବନ କରି ନିଶ୍ଚିତ ଭାବେ ଏହି ଠାରୁ ମୁକ୍ତି ପାଇ ପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।