8

ଏହି ୩ଟି ରାଶିର ଲୋକେ ଦେହରେ ପିନ୍ଧିଲେ (କଳା ସୂତା) – ଅତ୍ୟନ୍ତ ଶୁଭ ହୋଇ ଥାଏ ଜଲଦୀ ଦେଖନ୍ତୁ ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଆପଣ ମାନଙ୍କୁ ଏମିତି ତିନୋଟି ରାଶି ମାନଙ୍କ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କ ଜିବନ ରେ ସେମାନଙ୍କ ଦେହ ରେ କଳା ସୂତା ର ଧାରଣ କରିବା ନିତ୍ୟାନ୍ତ ଆବଶ୍ୟକ ହୋଇ ଥାଏ । ଆମେ ଆଜି ଆପଣ ମାନଙ୍କୁ ଏହି କଳା ସୂତା କୁ ପିନ୍ଧିବାର ଲାଭ ବିଷୟ ରେ କହିବା ପାଇଁ ଜାଉଛୁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।ମେଷ ରାଶି ।ଏହି ରାଶିର ବ୍ୟକ୍ତି ବିଷେଶ ମାନଙ୍କ କୁଣ୍ଡଳୀ ରେ କଳା ସୂତା ଅତ୍ୟନ୍ତ ପ୍ରଭାବ ଶାଳୀ ହୋଇ ଥାଏ ବୋଲି କୁହା ଯାଏ । ଏହି ମେଷ ରାଶି ର ଝିଅ ମାନେ ନିଜର ଡାହାଣ ଗୋଡ ଏବଂ ପୁଅ ମାନେ ବାମ ଗୋଡ ରେ ପିନ୍ଧିବା ଦ୍ୱାରା । ଏହା ଆପଣ ମାନଙ୍କ ଜିବନ ରେ ବିଭିନ୍ନ ପ୍ରକାରର ଖୁସି ର ପରିବର୍ତନ ଆଣି ଦେଇ ଥାଏ । ଏବଂ ଏହା ସେମାନଙ୍କୁ ବହୁତ ଭଲ ଚିନ୍ତା କରିବାରେ ସାହାଯ୍ୟ କରି ଥାଏ ।

rasi4

କୁମ୍ଭ ରାଶି ।
ଏହିରାଶି ର ବ୍ୟକ୍ତି ବିଷେଶ ମାନଙ୍କ ପାଇଁ ବି ଏହି ସୂତା ର ପରିଧାରଣ ବହୁତ ଶୁଭ ଅଟେ । ଏମାନଙ୍କୁ ଜ୍ୟତିଷ ମାନେ ଏହି ସୂତା କୁ ସବୁ ବେଳେ ପିନ୍ଧିବା ପାଇଁ କହି ଥାନ୍ତି । ଧ୍ୟନ ରଖନ୍ତୁ ଯେ ଏହି ସୂତା ସଂମ୍ପର୍ଣ୍ଣ ଭାବେ କଳା ହୋଇ ଥିବା ଦରକାର । ଆପଣ ମାନେ ଏହା ଦ୍ୱାରା ଲୋକ ମାନଙ୍କ ଖରାପ୍ ନଜର ରୁ ଦୂରେଇ ରହିବେ । ଏବଂ ଆପଣ ମାନଙ୍କ ଉପରେ ଲକ୍ଷ୍ଣୀ ଙ୍କ ଛାୟା ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ତୁଳା ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି କଳା ସୂତା ବହୁତ ଭଲ ହୋଇ ଥାଏ । ଏବଂ ଏମାନଙ୍କୁ କଳା ସୂତା ର ଧାରଣ କରିବା ଅତି ଆବଶ୍ୟକ ବୋଲି କୁହା ଯାଏ । ଏମାନଙ୍କୁ ଏହି କଳା ସୂତା ବହୁତ ଶକ୍ତି ଦିଏ । ଏହା ସହିତ ଖରାପ୍ ଶକ୍ତି ମାନଙ୍କୁ ସେ ନିଷ୍ଟ କରି ଦିଏ । ଏମାନଙ୍କୁ ଏହି ସୂତା ସତ୍ୟ ଏବଂ ଉନ୍ନତି ର ମାର୍ଗ କୁ ନେଇ ଥାଏ ।

Leave a Reply

Your email address will not be published. Required fields are marked *