ଆଜିକାଲି ସମସ୍ତେ ଚାହୁଁଛନ୍ତି କି ସେମାନଙ୍କୁ ଯେପରି କେହି ସବୁଦିନ ପାଇଁ ମନେ ପକାଉ ବୋଲି।ସମସ୍ତଙ୍କର ଇଚ୍ଛା ଥାଏ କି ସେମାନଙ୍କ ପାଖଆଖରେ ଯେପେରି ଗୋଟିଏ ଗାର୍ଲଫ୍ରେଣ୍ଡ ଥିବ ଏବଂ ସେ ଯେପରି ତାଙ୍କୁ ସବୁଦିନ ମନେ ପକାଉ ଥିବ।ତାଙ୍କୁ ସବୁ ଦିନ ପାଇଁ ଭଲପାଉ ଥିବ।ସେମାନଙ୍କ ପାଖେପାଖେ ରହିବ ।ଏହିଭଳି ସ୍ବପ୍ନ ସେମାନେ ଦେଖିଥାନ୍ତି।ଆଜି ଆମେ ଏପରି ବିଷୟରେ ଜାଣିବା ଯାହା ଦ୍ୱାରା ଝିଅଟି ଆପଣଙ୍କୁ ସବୁଦିନ ପାଇଁ ମନରେ ରଖିବ।ଏହା କରିବା ଦ୍ୱାରା ଆପଣ ନିଜର ସ୍ୱପ୍ନକୁ ପୁରଣ କରିପାରିବେ।ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।ପ୍ରଥମ ଜିନିଷ ହେଉଛି ଆପଣ ସେମାନଙ୍କୁ ବହୁତ ମଜାଦାର କାହାଣୀ ଶୁଣାନ୍ତୁ।ଏବେ ଆପଣ କହିବେ ନାହିଁକି ଆରେ ମୋର ଜୀବନରେ ଖାଲି ଦୁଃଖ ଅଛି।ମୋତେ ବହୁତ କଷ୍ଟ ହେଉଛି।ଏହା ନୁହେଁ।ଆରେ ଭାଇ ଆମ ସମସ୍ତଙ୍କର ଜୀବନରେ ଦିନେ ନା ଦିନେ ବହୁତ ଆସୁବିଧା ଆସିଥାଏ।ଆପଣ କିଛି ଭଲ ଚିନ୍ତା କରନ୍ତୁ।କିଛି ନା କିଛି ମଜା ତ ଆପଣ କରିଥିବେ।
ଆପଣ ସେହି ଝିଅକୁ କିଛି ଭଲ ଭଲ କଥା କୁହନ୍ତୁ।ଯେପରିକି ଆପଣ ସେହି ଝିଅକୁ ପାଇବା ପାଇଁ କେମିତି ତାର ପଛରେ ପଡ଼ିଥିଲେ।କଣ ସବୁ କରୁଥିଲେ।ନିଜର ସାଙ୍ଗ ମାନଙ୍କ ସହାୟତାରେ ଆପଣ ସେହି ଝିଅ ପାଖକୁ କିପରି ପହଁଚିଲେ ।ଏହି ବିଷୟରେ ତାକୁ କୁହନ୍ତୁ।କିଛି ନା କିଛି ମଜା ଆମର ଜୀବନରେ ହୋଇଥାଏ।ଆମକୁ ବାସ ଖାଲି ଭାବିବାର ଅଛି ଏବଂ ତାକୁ କହିବାର ଅଛି।ତାକୁ ଆପଣ ନିଜର ଦୁଃଖ ଭରା କାହାଣୀ ଶୁଣାନ୍ତୁ ନାହିଁ ।ଯେପରି ତାକୁ କହିବେ ଆରେ ମୋର ଫୋନ ହଜିଯାଇ ଥିଲା।ଘରେ ମୋତେ ପାଟିକଲେ ଏଇଆ କଲେ ,ସେଇଆ କଲେ ଇତ୍ୟାଦି।ଆରେ ଏହାକୁ କହିବା ଦ୍ୱାରା ତାର ଉପରେ କିଛି ବି ଫରକ ପଡିବ ନାହିଁ।ଆରେ ତୁମର ଫୋନ ହଜିଗଲା।ସେ ସେଥିପାଇଁ କଣ କରିବ।ଆରେ ଭାଇ ଆମ ସମସ୍ତଙ୍କୁ ଦରକାରଯେ ଆମେ ଯାହା ସହିତ କଥା ହେବା ବାସ ଆମକୁ ସେଥିରେ ମଜା ଆସିବା ଦରକାର।
ଏମିତି କଥା କହିବା ଯାହା ଦ୍ୱାରା ଆମେ ଆମେ ଆମର ସବୁ ଦୁଃଖ କଷ୍ଟ ଭୁଲିଯାଇ କେବଳ ମଜା ଅନୁଭବ କରିବା।ଯଦି ଭାଇ ତମେ ନିଜର ଦୁଃଖ ଭରା କାହାଣୀକୁ ତାକୁ ଶୁଣାଇବେ ତେବେ ତାର ଉପରେ କିଛି ଫରକ ପଡିବ ନାହିଁ।ଆପଣ ତାର ମନରେ ସର୍ବଦା ଏକ ରିମାଇଣ୍ଡର ସେଟ କରନ୍ତୁ।ରିମାଇଣ୍ଡର କାମ ହେଉଛି କି ଏହା ଆପଣଙ୍କୁ ମନେ ପକାଇଥାଏ ଯାହା ଆପଣ କରିବାକୁ ଆଗରୁ ସେଟକରି ରଖି ଥାଆନ୍ତି।ହଁ ଭାଇ ଏବେ ଏତିକି ବାଜିଲାଣି ମୋତେ ଏହି କାମ କରିବାର ଅଛି।ମନେକର ଝିଅଟି କହୁଛି ମୋତେ ପାଞ୍ଚଟା ବେଳେ ଗୋଟେ ଜାଗାକୁ ଯିବାର ଅଛି।ମୋତେ ଟିକେ ନେଇଯିବ।ଆପଣ ଦିନସାରା ଭାବିବେ ଅରେ ଆଜି ସେ ଆସିବ।ମୁଁ କେମିତି ଯିବି ,କଣ ପିନ୍ଧିବି ଇତ୍ୟାଦି ଇତ୍ୟାଦି ବିଭିନ୍ନ ବିଷୟରେ ଭାବିଥାନ୍ତି।ତେଣୁ ଆପଣଙ୍କୁ ଝିଅଟିର ମୁଣ୍ଡରେ ସର୍ବଦା ଏକ ରିମାଇଣ୍ଡର ସେଟ କରିବାକୁ ହେବ।ଯାହାଫଳରେ ସେ ଆପଣଙ୍କୁ ସବୁବେଳ ପାଇଁ ମନେପକାଉ ଥିବ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।