ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦୁନିଆର ସବୁଠୁ ବଡ ପାପ ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଆମେ ମାନେ ପ୍ରତ୍ୟେକ ଦିନ କିଛି ନା କିଛି କାମ କରି ଥାନ୍ତି । ଏଥି ମଧ୍ୟରେ କିଛି କାର୍ଯ୍ୟ ପାପ ହୋଇ ଥିବା ବେଳେ କିଛି କାର୍ଯ୍ୟ ପାପ କାର୍ଯ୍ୟରେ ପରିଗଣିତ ହୋଇ ନଥାଏ । ହେଲେ ଏହି ଦୁନିଆରେ ଏମିତି ବି କିଛି ପାପ ରହିଛି ଯେଉଁ ପାପ କରିଲେ କେବେ ବି କ୍ଷେମା ମିଳେ ନାହିଁ ଏବଂ ଏମିତି ମଧ୍ୟରେ ଏହାକୁ ଦୁନିଆର ବହୁତ ବଡ ପାପ ବୋଲି ବି କୁହା ଜାଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ମହାଭାରତ ରେ ଭଗବାନ ଶ୍ରୀ କୃଷ୍ଣ କହି ଥିଲେ କି ଏହି ଦୁନିଆଁ ରେ ସେହି ବ୍ୟକ୍ତି ହିଁଁ ସବୁଠୁ ଅଧିକ ପାପୀ ହୋଇ ଥାଏ ଯେଉଁ ମାନେ ମହିଳା ମାନଙ୍କ ଇଜ୍ଜତ୍ ସହିତ ଖେଳି ଥାନ୍ତି । ସେହି ପରି ଜ୍ୟତିଷ ବିଜ୍ଞ୍ୟାନି ମାନଙ୍କ ମତରେ ନାରୀ ଶକ୍ତି ଗୋଟିଏ ଏମିତି ଶକ୍ତି ହୋଇ ଥାଏ କି ଜାହାର ତୁଳନା କରିବା ଅସମ୍ଭବ ହୋଇ ଥାଏ । ସେହି ପରି ଭାବେ ନାରୀଙ୍କୁ ସଂସାରର ପୂଜନିୟ ବୋଲି କୁହା ଜାଇ ଥିବା ବେଳେ ସେମାନଙ୍କ ଅପମାନ ବି ସଂସାର କୁ ଅପମାନୀତ କରିବା ର ସମାନ ଅଟେ ।
ସେମିତିରେ ଯେଉଁ ମାନେ ନାରୀଙ୍କୁ କଷ୍ଟ ଦେଇ ଥାନ୍ତି ଏବଂ ଯେଉଁ ମାନେ ନାରୀଙ୍କ ଧର୍ଷଣ କରି ଥାନ୍ତି ସେମିତି ବେଳେ ଏହି ସଂସାର ସଂମ୍ପର୍ଣ୍ଣ ଭାବେ ପାପ ର ଭାଗୀ ଦାରୀ ହୋଇ ଥାଏ । ତେବେ ସେମିତିରେ ଆପଣ ମାନେ କେବେ ବି ନାରୀ କୁ ଅସମ୍ମାନ କରନ୍ତୁ ନାହିଁ ଏହା ଦ୍ୱାରା ଆପଣ ମାନେ ବି ଏହାର ଭାଗୀ ଦାରୀ ହୋଇ ପାରନ୍ତି ।