4

କେଉଁ କର୍ମ କରିଲେ ମିଳିଥାଏ କୁକୁର (Dog) ଜନ୍ମ, ପୁରୁଷ ମନେ ଥରେ ନିଶ୍ଚୟ ଦେଖନ୍ତୁ – କେବେବି ଏହି 3ଟି ଭୁଲ କରନ୍ତୁ ନାହିଁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୁକୁର ଜନ୍ମ କଣ ପାଇଁ ମିଳେ ଆସନ୍ତୁ ଜାଣିବା। ବନ୍ଧୁଗଣ ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଜୀବନ ସହିତ ମନୁଷ୍ୟର ମୃତ୍ୟୁ ପରେ ମିଳିବାକୁ ଥିବା ଅବସ୍ଥାର ବର୍ଣ୍ଣନା ବିସ୍ତାର ରୂପେ ମିଳେ ଏପରି ମାନାଯାଏ କି ମନୁଷ୍ୟର ମୃତ୍ୟୁ ପରେ ତାହାର କର୍ମ ଅନୁସାରେ ହିଁ ତାକୁ ପର ଜନ୍ମ ଦେଇଥାଏ ହେଲେ ଧାର୍ମିକ ଗ୍ରନ୍ଥ ମାନଙ୍କରେ ଏହା ବର୍ଣ୍ଣନା ମିଳିଥାଏ ଯେ ଯେଉଁ ମନୁଷ୍ୟ ନିଜ ଜୀବନ କାଳରେ ବହୁତ ଅଧିକ ପାପ କରେ ତାକୁ ଗୋଟିଏ ଜନ୍ମ ମିଳେ ନାହିଁ । ହେଲେ ତାକୁ ଏକ ଏପରି ଜନ୍ମ ମିଳିଥାଏ ଯେଉଁଥିରେ ସେ ନିଜର କଷ୍ଟକୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କହିପାରେ ନାହିଁ କି କାହା ସହିତ ନିଜ ଦୁଃଖକୁ ବାଣ୍ଟି ପାରେ ନାହିଁ ତାହା ସହିତ ସେ ନିଜର ହିଁ ମଳମୁତ୍ରକୁ ଚାଟିଥାଏ ଲୋକମାନେ ନିଜ ପାଖରୁ ମଧ୍ୟ ମାଡ ମାରି ଘୋଡେଇ ଦେଇଥାନ୍ତି ।

ଯେପରିକି କୁକୁର ତେବେ ବନ୍ଧୁଗଣ ଆଜି ଆମେ ଏକ ଏପରି କାହାଣୀ ବିଷୟ ରେ ଜାଣିବା ଯେଉଁଥିରେ ଗୋଟିଏ ଆଘାତ କୁକୁର ନିଜର ଦୁଃଖ କାହାଣୀକୁ ଭଗଵାନ ଶ୍ରୀରାମଙ୍କ ପାଖକୁ ନେଇକି ଆସିଛି ଓ ତାଙ୍କୁ ନ୍ୟାୟ ମାଗିଛି । ବନ୍ଧୁଗଣ ଗୋଟିଏ ସମୟ ଏପରି ଥିଲେ ଯେତେବେଳେ ଭଗଵାନ ଶ୍ରୀରାମ ନିଜ ସଭାରେ ବସିଥିଲେ ଏବଂ ସେତେବେଳେ ସେ ଗୋଟିଏ କୁକୁର ଭୁକିବାର ଶବ୍ଧ ଶୁଣିଲେ ତେବେ ସେ ଦ୍ଵାରପାଳକୁ କହି ସେଠାରୁ ସେହି କୁକୁରକୁ ଘୋଡେଇ ଦେଲେ ସଭାର ଅନ୍ୟ ଦିନ ଆସିଲା କିନ୍ତୁ ପୁଣି ସେହି କୁକୁର ସେହି ସ୍ଥାନକୁ ଆସି ପୁଣି ଭୋକିବା ଆରମ୍ଭ କଲା ଆଉ ଦ୍ଵାରପାଳ ପୁଣି ତାକୁ ମାଡ ମାରି ସେଠାରୁ ଘୋଡେଇ ଦେଲା ।

ତୃତୀୟ ଦିନ ମଧ୍ୟ ସେ କୁକୁର ପୁଣି ସେହି ସ୍ଥାନକୁ ଆସି ଭୋକିଲା । ତ ଏହିଥର ଭଗଵାନ ଶ୍ରୀରାମ ସେହି କୁକୁରକୁ ସେହିଠାରୁ ଘଉଡାଇଲେ ନାହିଁ ତାର ଭୋକିବାର କାରଣ କଣ ବୋଲି ଜାଣିବାକୁ ଚେଷ୍ଟା କରିଲେ ଶ୍ରୀରାମ ସେହି ଦ୍ଵାରପାଳ କୁ ସେହି କୁକୁରକୁ ସଭାକୁ ଆଣିବା ପାଇଁ କହିଲେ ଦ୍ଵାରପାଳ କୁକୁରକୁ ଆଣିବାକୁ ଗଲେ ହେଲେ କୁକୁର କହିଲା କି ମୁଁ ପବିତ୍ର ସ୍ଥାନ ମନ୍ଦିର କୁ ଯିବା ପାଇଁ ସମର୍ଥ ନୁହେଁ ତେଣୁ ଆପଣ ଭଗଵାନ ଶ୍ରୀରାମଙ୍କୁ କୁହନ୍ତୁ କି ସେ ମୋ ସହ କଥା ହେବାକୁ ବାହାରକୁ ଆସିବେ ।

dog .

ସେହି ଦ୍ଵାରପାଳ ଶ୍ରୀରାମଙ୍କୁ ସବୁ କଥା କହିଲା ଏପରି ଶୁଣି ଭଗଵାନ ଶ୍ରୀରାମ ନିଜେ ସେହି କୁକୁର ପାଖରେ ପହଞ୍ଚି ଗଲେ ଏବଂ ତାକୁ ଭୋକିବାର କାରଣ ପଚାରିଲେ ତ କୁକୁର ଶ୍ରୀରାମଙ୍କୁ କହିଲା କି ହେ ପ୍ରଭୁ ଆପଣ ମୋ ପାଇଁ ବଡ କଷ୍ଟ କରିଲେ ଯାହାକି ଆପଣ ଆସି ଏଠାରେ ଠିଆ ହୋଇଛନ୍ତି ହେ ଭଗଵାନ ମୁଁ କୌଣସି ଅପରାଧ କରିନାହିଁ ତଥାପି ଜଣେ ସନ୍ୟାସୀ ମତେ ପଥରରେ ମାରିଛି ଯାହାର କାରଣରୁ ମୋର ପାଦ ଖଣ୍ଡିଆ ହୋଇଜାଇଛି ଏବଂ ମତେ ବୋହୁତ କଷ୍ଟ ହେଉଛି ଏହି କାରଣରୁ ମୁଁ ଦୁଃଖୀ ହୋଇ ଆପଣଙ୍କ ସରଣକୁ ଆସିଛି।

କୁକୁର କଥାକୁ ଶୁଣି ପ୍ରଭୁ ଶ୍ରୀରାମ ସେହି ସନ୍ୟାସୀକୁ ସେଠାକୁ ଡାକିଲେ ଏବଂ ଶ୍ରୀରାମ ସନ୍ୟାସୀଙ୍କୁ ପଚାରିଲେ କୁହନ୍ତୁ ସ୍ଵାମୀ ଆପଣ କେଉଁ ଅପରାଧ କାରଣରୁ ସେହି କୁକୁର ପଦକୁ ଖଣ୍ଡିଆ କରିଛନ୍ତି ସନ୍ୟାସୀ ଉତ୍ତର ଦେଲେ କହିଲେ କି ହେ ରାଜା ମୁଁ ଭିକ୍ଷା ପାଇଁ ରାସ୍ତାରେ ଯାଉଥିଲି ତ ସେତେବେଳେ ଇଏ ମୋ ଭିକ୍ଷାକୁ ଛୁଇଁ ଦେଇଥିଲା ତାହା ମଧ୍ୟାହ୍ନ ସମୟ ଥିଲା ଏବେ ମୁଁ ମଧ୍ୟ ଭୋକିଲା ଥିଲି ତାର ସେହି ଅପରାଧ କାରଣରୁ ମତେ କ୍ରୋଧ ଆସିଗଲା ଏବଂ ମୁଁ ତାକୁ ସେଠାରୁ ଘୋଡେଇବା ପାଇଁ ପଥର ଉଠାଇ ମାରିଦେଲି ଆଉ ସେହି ପଥର ଯାଇ ତାର ପଦରେ ବାଜିଗଲା ଯାହାର କାରଣରୁ ତାର ପାଦ ଖଣ୍ଡିତ ହୋଇଛି।

ସନ୍ୟାସୀଙ୍କ ଏହି କଥା ଶୁଣି ଶ୍ରୀରାମ ତାଙ୍କୁ କହିଲେ ଯେ ସ୍ୱାମୀଜୀ ଆପଣଙ୍କ ଜାଣିଛନ୍ତି ଯେ ଏହା ଗୋଟିଏ ଜ୍ଞାନବିହୀନ ଜୀବ ଅଟେ ଯଦି ଏହି କୁକୁର ଆପଣଙ୍କୁ ଛୁଇଁ ଦେଲା ତେବେ ଏଥିରେ ଏହି କୁକୁରର କୌଣସି ଅପରାଧ ଅଛି ବୋଲି ବୁଝି ହେଉନି ସେଥିପାଇଁ ଆପଣ ଏହାର ଅପରାଧୀ ଅଟନ୍ତି। ଭଗଵାନ ଶ୍ରୀରାମ କୁକୁରକୁ କହିଲେ କି ଏହି ସନ୍ୟାସୀ ତୁମର ଅପରାଧୀ ତୁମେ ଯାହା ଚାହିଁବ ତାଙ୍କୁ ସେହି ଅପରାଧ ଦେଇ ପାରିବ ଏହାଶୁଣି କୁକୁର କହିଲା କି ଏହି ସନ୍ୟାସୀଙ୍କୁ କୌଣସି ଶିବାଳୟର ମାଲିକ ବନାଇ ଦିଅନ୍ତୁ ଏହାକୁ ଶ୍ରୀରାମ ସ୍ଵୀକାର କରିନେଲେ ଏବଂ ସେହି ସନ୍ୟାସୀଙ୍କୁ ସିନ୍ଦୂର ଲଗାଇ ଗୋଟିଏ ପାଲିଙ୍କିରେ ବସାଇଦେଲେ ତାପରେ ବାଦ୍ୟ ଯନ୍ତ୍ର ସହିତ ସେହି ସନ୍ନ୍ୟାସୀଙ୍କ ଶିବାଳୟ ନେଇଗଲେ ଏବଂ ତାଙ୍କୁ ସେଠାକାର ମାଲିକ ବନାଇ ଦିଆଗଲା।

dog 1

ଦର୍ଶକ ବନ୍ଧୁ ଏସବୁ ଦେଖି ଅଯୋଧ୍ୟାବାସୀ ଭଗଵାନ ଶ୍ରୀରାମଙ୍କୁ ପଚାରିଲେ କି ଏହି କୁକୁର ଏହି ସନ୍ୟାସୀଙ୍କୁ ଏହି ପ୍ରକାର ଦଣ୍ଡ କଣ ପାଇଁ ଦେଲା ଯେବେ ସେହି ସନ୍ୟାସୀ ସେହି କୁକୁରର ପାଦକୁ ଖଣ୍ଡିତ କରିଥିଲା ତାକୁ ଦଣ୍ଡ ଦେବା ପରିବର୍ତ୍ତେ ତାକୁ ଶିବାଳୟର ମାଲିକ ବନାଇ ଦିଆଗଲା। ପ୍ରଭୁ ଶ୍ରୀରାମ କହିଲେ ଆପଣମାନଙ୍କ ସେହି ପ୍ରଶ୍ନର ଉତ୍ତର କୁକୁର ଠାରୁ ହିଁ ଜାଣି ନିଅନ୍ତୁ ସେ ଏପରି କଣ ପାଇଁ କଲା ତେବେ ସବୁ ଲୋକ ଯାଇ କୁକୁରକୁ ପଚାରିଲେ କି ଆପଣ ସନ୍ନ୍ୟାସୀଙ୍କ ସହିତ କଣ ପାଇଁ ଏପରି କଲେ ତାକୁ ଦଣ୍ଡ ଦେବା ବଦଳରେ ତାକୁ ମାଲିକ କଣ ପାଇଁ ବନାଇଲେ ।

କୁକୁର କହିଲା କ୍ଷେତରେ ଉତ୍ପନ ହେଉଥିବା ଅନ୍ନକୁ ରଖୁଥିବା ଲୋକ ଶିବାଳୟର ମଠ ବଗିଚା ଦାନ ଗ୍ରାମ ଏହିସବୁ ସ୍ଥାନର ଅଧିପତି ଗାଳି ଗୁଲଜ କରୁଥିବା ଲୋକ ଅନ୍ୟାୟ କରୁଥିବା ଲୋକ ବ୍ରାହ୍ମଣ ଭୋଜନ ପାଇଁ ଅନ୍ନକୁ ନଷ୍ଟ କରୁଥିବା ଲୋକ ଚୋରି କରୁଥିବା ଲୋକ ଏବଂ ବେଇମାନି କରି ଧନ ଆଣୁଥିବା ଲୋକ ମରିବା ପରେ ପର ଜନ୍ମରେ କୁକୁର ଶ୍ରେଣୀକୁ ହିଁ ଯାଇଥାନ୍ତି ଏବଂ ମୁଁ ବି ଏଥିପାଇଁ କୁକୁର ଜନ୍ମ ପାଇଛି କାରଣ ମୁଁ ପଛ ଜନ୍ମରେ ମଠର ମହନ୍ତ ଥିଲି ମୁଁ ସେହି ସନ୍ୟାସୀକୁ ତାର କର୍ମର ଦଣ୍ଡ ଦେବା ପାଇଁ ହିଁ ମୁଁ ତାକୁ ସେହି ଦଣ୍ଡ ଦେଇଛି କୁକୁର ହୋଇ ସେ ସନ୍ୟାସୀ ହୋଇଗଲା ତେଣୁ ଆପଣ ଅନ୍ୟ ସାହାଯ୍ୟ କରନ୍ତୁ ଏବଂ ପଶୁପକ୍ଷୀଙ୍କର ସେବା କରନ୍ତୁ ଈଶ୍ୱରଙ୍କ ଦ୍ଵାରା ବନା ଯାଇଥିବା ପ୍ରତ୍ୟେକ ବସ୍ତୁର ଇଜ୍ଜତ କରନ୍ତୁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *