7

ମେଷ ରାଶି (Aries) ମଇ ମାସର ମାସିକ ରାଶିଫଳ 2022, କଣ ରହିଛି ଶୁଭ ସଙ୍କେତ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ମେଷ ରାଶଇ 2022 ମେଇ ମାସ କେମିତି କଟିବ ତାହା ଜଣେଇବାକୁ ଜାଉଛୁ । ଏହି ମାସିକ ରାଶି ଫଳ ଗ୍ରହ ମାନଙ୍କ ସ୍ଥିତି ଏବଂ ଚଳନ ଆଧାର ରେ ପ୍ରସ୍ତୁତ କରାଜାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ସ୍ଥିତି ଓ ଚଳନ ଆମ ଜିବନ ରେ ବହୁତ ପ୍ରଭାବ ପକେଇଥାଏ । ସେହିଥି ପାଇଁ ଆମ ଜିବନ ରେ ସୁଖ ଦୁଖଃ ଲାଗି ରହିଥାଏ । ତେବେ ଆସନ୍ତୁ ଜାଣିନେବା ମେଷ ରାଶି ମାସିକ ରାଶିଫଳ ମେଷ ରାଶି ଶୁଭ ରଙ୍ଗ ଲାଲି ହୋଇ ଥିବାରୁ ଯେକୈଣସି ଶୁଭ କାର୍ଯ୍ୟ ପାଇଁ ଏହି ରଙ୍ଗର ବାସ୍ତୁ ବା ବସ୍ତ୍ର ପ୍ରୟୋଗ ଶୁଭ ଫଳ ନିଶ୍ଚିତ ପ୍ରାପ୍ତି କରିବ ।

ଆପଣ ମାନଙ୍କର ସୋମବାର , ମଙ୍ଗଳବାର , ଏବଂ ଗୁରୁବାର ହେଲା ଶୁଭ ବାର । ଶିବ , ବୈଭବ , ଏବଂ ହନୁମାନ ଆପଣଙ୍କ ଶୁଭ ଦେବତା ଏବଂ ଶୁଭ ଦେବୀ ହେଲେ ମାଆ ମଙ୍ଗଳା ସେହି ପରି ଶୁଭ ସଂନ୍ଧ୍ୟା ମାସର 9,18, 27 ତାରିଖ ହେଉଛି ଶୁଭ ତାରିଖ । ଏହି ତାରିଖ ରେ ଶୁଭ କାର୍ଯ୍ୟ ଆରମ୍ଭ କରିଲେ ଶୁଭ ଫଳ ପ୍ରାପ୍ତି ହୁଏ । ମେଷ ରାଶି ପାଇଁ 2022 ମସିହା ମେଇ ମାସ କିଛି କ୍ଷେତ୍ରରେ ସଫଳତା ପ୍ରଦାନ କରିବ ।

masha

ଚାକିରି କ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ ଏବଂ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଂଘର୍ଷର ସାମ୍ନା କରିବାକୁ ପଡିବ । କିନ୍ତୁ ଯେଉଁମାନେ ବିଦେଶରେ ରହି ପଢୁଛନ୍ତି ସେମାନଙ୍କ ପାଇଁ ସମୟଟି ଉତ୍ତମ ଅନୁକୂଳ ରହିଛି । କ୍ୟରିଅର ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । କାର୍ଯ୍ୟ କ୍ଷେତ୍ର ରେ ଅଧିକ ପରିଶ୍ରମ କରିବାକୁ ହେବ । ହେଲେ ପରିଶ୍ରମ ର ସାକାରାତ୍ମକ ଫଳ ଆପଣ ମାନଙ୍କୁ ପ୍ରାପ୍ତ ହେବ । ଏହି ମାସର ଉତ୍ତାରାର୍ଦ୍ଧରେ ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ।

ବାଣିଜ୍ୟ ବ୍ୟବସାୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସଫଳତା ମିଳିବ । ଭାଗ୍ୟ ର ସଂମ୍ପର୍ଣ୍ଣ ସହଯୋଗ ଆପଣ ମାନଙ୍କୁ ମିଳିବ । ବ୍ୟବସାୟ କୁ ନେଇ ଆପଣ କୈଣସି ଯାତ୍ରା କରୁଛନ୍ତି । ତେବେ ନିଶ୍ଚିତ ସଫଳ ହେବେ । ହେଲେ ବ୍ୟବସାୟ ରେ କୈଣସି ନିବେଶ କରିବାରୁ ବଞ୍ଚି ରୁହନ୍ତୁ । ନଚେତ କ୍ଷେତି ରେ ପଡିପାରନ୍ତି । ଆର୍ଥିକ ସ୍ଥିତି ଦୃଷ୍ଟି ରୁ ମାସଟି ବହୁତ ଭଲରେ ଯିବ ।

masha

ଆମଦାନୀରେ ବୃଦ୍ଧି ଘଟୁଥିଲେ ମଧ୍ୟ ସଞ୍ଚିତ ଧନରେ ହାନି ହେବାର ଆଶଙ୍କା ରହିଅଛି । ନୂଆ ଯୋଜନା ସହ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଉତ୍ତମ ରହିଛି । ପ୍ରେମିକ ଙ୍କ ସଂମ୍ପର୍କ ମଜବୁତ ହେବ । କିନ୍ତୁ ମୋନମାଳିନ୍ୟ ମଧ୍ୟ ଦେଖା ଦେଇପାରେ । ପତି ପତ୍ନୀ ଙ୍କ ମଧ୍ୟ ରେ ରହିଥିବା ମତଭେଦ ଦୂର ହେବ । ବୈବାହିକ ଜିବନ ବେଶ ସୁଖମୟ ହେବ । ପାରିବାରିକ ଜିବନ ଦୃଷ୍ଟି ରୁ ମାସଟି ସାମାନ୍ୟ ସଂଘର୍ଷ ପୂର୍ଣ୍ଣ ରହିପାରେ । ପାରିବାରିକ ଜିବନ ଦୃଷ୍ଟି ରୁ ମାସଟି ମଧ୍ୟମ ଧରଣ ର ରହିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *