ଆଜି ଆମେ ଜାଣିବା ଆପଣ କିପରି ନିଜର ଏକ୍ସ ଗାର୍ଲଫ୍ରେଣ୍ଡକୁ ତଡ଼ପାଇବେ ।ଏମିତି କଣ କରିବେ ଯେ ସେହି ଝିଅଟି ରାଗିଯାଇ ଥାଏ।କେତେଥର ନା କହିବା ସତ୍ୱେବି ଆମେ ମାନେ ବହୁତ କିଛି କହିଦେଇ ଥାଉ।ଏଥିରେ ଆପଣ କୌଣସି ରିପ୍ଲାୟ ଦେବେ ନାହିଁ।ଏହା ବହୁତ ବଡ଼ ରିପ୍ଲାୟ ହୋଇଥାଏ।ବ୍ରେକଅପ ହେଇଗଲା କିଛି କଥା ନାହିଁ।ଏଠାରେ ଲୋକ ମାନେ କିପରି ରିଆକ୍ସନ ଦେଇଥାନ୍ତି ଜାଣିଛନ୍ତି।ଗାଁରେ ପୁରା ବାଜା ବଜାଇ କହିଥାନ୍ତି ହେଇ ମୋର ଆଜି ବ୍ରେକପ ହୋଇଗଲା।ଏଇଆ ହୋଇଗଲା ।ସେଇଆ ହୋଇଗଲା।ମୁ ଲୁଟି ଗଲି।।ମୋର ସବୁ ବରବାଦ ହେଇଗଲା।ଏମାନେ ଏମିତି କିଛି କରିଥାନ୍ତି ଯେପରି ସମସ୍ତଙ୍କୁ ଜଣାପଡ଼ିଥାଏ କି ୟାର ଆଜି ବ୍ରେକପ ହେଇଗଲା।ଆପଣଙ୍କୁ ଏପରି ଲାଗିଥାଏ କି ଆପଣ ଏପରି କରିବା ଦ୍ୱାରା ଲୋକ ମାନେ ଆପଣଙ୍କ ପାଖକୁ ଆସିବେ ଏବଂ ପଚାରିବେ ତୋର ବ୍ରେକପ ହୋଇଗଲା ଇତ୍ୟାଦି ଇତ୍ୟାଦି।କିନ୍ତୁ ଏହା କଦାପି ହୋଇ ନଥାଏ।
ହେଲେ ଲୋକ ଏଠାରେ କହିଥାନ୍ତି କି ଭାଇ ତୋର ଭୁଲ କିଛି ନାହିଁ।ସବୁ ଭୁଲ ହେଉଛି ସେହି ଝିଅର ବୋଲି।ଏଠାରେ ଲୋକ ମାନେ ଯେମିତି ବାହାରକୁ ଦେଖାଯାଇ ଥାଆନ୍ତି ଭିତରେ ସେମିତି ନଥାନ୍ତି।ଏଠାରେ ଲୋକ ଆପଣ ମାନଙ୍କୁ ଆଶ୍ୱସନା ଦେବା ବଦଳରେ ସେମାନେ ଆପଣ ମାନଙ୍କୁ ଚିଡାଇ ଥାଆନ୍ତି।ଏଠାରେ ଆପଣଙ୍କୁ ନିଜର ଆଟିଚୁଡ଼ ରଖିବା ଦରକାର।ଯେପରି ଆପଣ ଉଦାସରେ ରହି ମଧ୍ୟ ଉଦାସୀନ ଭଳି ଦେଖା ଯାଇ ନଥାନ୍ତି।ଆପଣଙ୍କର ବ୍ରେକପ ହୋଇଯାଇଛି ହେଲେ ଆପଣ ଏଭଳି ଭାବରେ ରହିବେ ଯେପରି ଅନ୍ୟ ମାନେ ଦେଖି କହିବେ ଆରେ ନାଇଁ ତ ୟାର ବ୍ରେକପ ହୋଇ ନାହିଁ।ଇଏ ତ ଭଲରେ ଟେନସନ ଫ୍ରି ଅଛି।ଏହାପରେ ହେଉଛି ଆପଣ ସିଧାସଳଖ କଣ୍ଟାକ୍ଟରେ ରହିବେ ନାହିଁ।ଇଣ୍ଡାଇରେକ୍ଟ ଭାବରେ କଣ୍ଟାକ୍ଟ ରହିବେ।ଏଠାରେ ଆପଣ ସିଧାସଳଖ ଯାଇ ସେହି ଝିଅକୁ କହିବେ ନାହିଁକି ମୋର ଭୁଲ ହୋଇଗଲା କି ଆଉକିଛି କଥା କହିବେ ନାହିଁ।
ଏଠାରେ ଆପଣ ଇଣ୍ଡାଇରେକ୍ଟ ଭାବରେ ଯାଇ ଝିଅର ସାଙ୍ଗ ମାନଙ୍କୁ କହିବେ।ଏହି ସାଙ୍ଗ ମାନେ ବହୁତ ଚୁଗୁଲି କରିଥାନ୍ତି।ଏଠାରେ ଆପଣ ନିଜର କଥାକୁ ସେମାନଙ୍କୁ କହିବେ ସେମାନେ ଯାଇ ଅନ୍ୟ ମାନଙ୍କୁ କହିବେ ଏବଂ ଶେଷରେ ଯାଇ କଥାଟା ସେହି ଝିଅ ପାଖରେ ପହଞ୍ଚିବ।ଏଠାରେ ଆପଣ ସର୍ବଦା ନିଜର ଭୁଲ ଦେଖିବେ।ଝିଅଟିର ଭୁଲ ଦେଖିବେ ନାହିଁ।ଏହା କରିବା ଦ୍ୱାରା ଝିଅଟି ବୁଝିଯିବ କି ହିଁ ମୋର ସବୁ ଭୁଲ ଅଛି।ଅଯଥାରେ ମୁଁ ସେହି ପୁଅକୁ ଭୁଲ ବୁଝିଲି।ଏହାପରେ ସେ ଆପଣଙ୍କ ସହିତ କଥା ହେବାକୁ ଚାହିଁଥାଏ।ସେହି ଝିଅ ମଧ୍ୟ ଆପଣଙ୍କର ସାଙ୍ଗ ମାନଙ୍କ ସହିତ ଇଣ୍ଡାଇରେକ୍ଟ କଥା କହି ଆପଣଙ୍କ ପାଖକୁ ଆସିଥାନ୍ତି।ଏମାନେ ପୁନର୍ବାର ପରି ଆପଣଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁଥାନ୍ତି।ଯଦି ଆପଣ ମାନେ ଏହିଭଳି ଆଟିଚୁଡ଼ ରଖିବେ ତେବେ ଆପଣ ସେହି ଝିଅକୁ ପଟାଇ ପାରିବେ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।