3

ଶୀଘ୍ର ସନ୍ତାନ ପ୍ରାପ୍ତି ପାଇଁ ଅଚୁକ ଉପାୟ, ଥରେ ନିଶ୍ଚୟ କରିକି ଦେଖନ୍ତୁ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ମଣିଷ ଜିବନ ରେ ସୁଖ ଦୁଖଋ ଲାଗି ରହିଥାଏ । ଏହି ସମୟ ମଧ୍ୟ ରେ ଆମ ଜିବନ ରେ କିଛି ଏମିତି ଘଟଣା ଥାଏ ଜାହା ଆମକୁ ଅତ୍ୟନ୍ତ ଖୁସୀ ଦେଇଥାଏ । ଯେପରି ବିବାହ ସନ୍ତାନ ଜନ୍ମ ଆଦି । ଏହି ଖୁସୀ ଗୁଡିକ କେବେ ବି ଭାଷା ରେ ପରିପ୍ରକାଶ କରିହେବ ନାହିଁ । ବିଶେଷ କରି ଯେତେ ବେଳେ ଗୋଟିଏ ପରିବାର ରେ ଶିଶୁ ଟିଏ ଜନ୍ମ ନିଏ ସେହି ପରିବାର ଯେତେ ବି ଦୁଖଃ ବା ସୁଖ ରେ ଥିଲେ ମଧ୍ୟ । ଏହା ସେମାନଙ୍କୁ ଖୁସୀ ଦେଇଥାଏ । କାରଣ ସେମାନଙ୍କ ବଂଶ ବୃଦ୍ଧି ହେଲା ନୂଆ ଜିବନ ସେମାନଙ୍କ ପାଖକୁ ଆସିଲା ।

baby

ପ୍ରତ୍ୟୋକ ମଣିଷ ନିଜ ଜିବନ ରେ ଘର ସଂସାର କରେ । ନିଜର ବଂଶ କୁ ଆଗକୁ ବଢେଇ ଥାଏ । ପ୍ରତ୍ୟୋକ ସ୍ୱାମୀ ସ୍ତ୍ରୀ ଯେତେ ବେଳେ ବାପା ମାଆ ହୁଅନ୍ତି । ସେମାନଙ୍କ ପାଇଁ ଦୁନିଆଁ ର ସବୁଠୁ ଖୁସୀର ଦିନ ହୋଇଥାଏ । ଏହି ଖୁସୀ ରେ ନିଜର ପରିବାର ଲୋକ ମାନେ ବି ସାମିଲ ହୋଇଥାନ୍ତି । ହେଲେ ବହୁତ ପତି ପତ୍ନୀ ରହିଥାନ୍ତି ଯେଉଁ ମାନେ ଏହି ଖୁସୀ ରୁ ବଞ୍ଚିଚ ରୁହନ୍ତି । ବିବାହର ଅନେକ ବର୍ଷ ପରେ ମଧ୍ୟ ସେମାନେ କେବେବି ବାପା ମା ହୋଇ ପାରନ୍ତି ନାହିଁ । ଏବେ ବିଜ୍ଞାନ ବହୁତ ଆଗକୁ ଗଲାଣି ଯାହା ଫଳରେ ଅନେକ ଲୋକ ସନ୍ତାନ ସୁଖ ପାଇ ପାରୁଛନ୍ତି ।

କିନ୍ତୁ ଏହି ସମସ୍ୟାର ସମାଧାନ ଆପଣ ପୁରାଣ ଶାସ୍ତ୍ରରେ ମଧ୍ୟ ଅଛି । ଆମ ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ଦମ୍ପତି ନିଜ ସନ୍ତାନ ସୁଖରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ପାଇଁ ତିନୋଟି ଉପାୟ ରହିଛି । ତେବେ ଯଦି ଆପଣଙ୍କର ବିବାହର ବହୁତ ବର୍ଷ ବା ଆପଣ ଯଦି ଗୋଟିଏ ସନ୍ତାନ ଚାହୁଁଛନ୍ତି ହେଲେ ଆପଣ ସଫଳ ହୋଇ ନାହାନ୍ତି ତେବେ ଆପଣ ହରିବଂଶ ପୁରାଣ ପଢ଼ନ୍ତୁ । ଏହା ସହିତ ଆପଣ ଶିବ ମନ୍ଦିର କୁ ଯାଇ ଶିବଙ୍କ ଲିଙ୍ଗରେ ବେଲ ପତ୍ର ଚଢାନ୍ତୁ ଓ ନିଜ ହାତରେ ଅରୁଆ ଚାଉଳ, କଳା ରାଶି, ସପ୍ତ ଧାନ୍ୟ ନେଇ ପ୍ରଭୁଙ୍କୁ ଅର୍ପଣ କରି ପାରିବେ । ଓ ସେହିଠାରେ ହରିବଂଶ ପୂରାଣ ପାଠ କରନ୍ତୁ ।

Mom and baby

ଯଦି ଆପଣ ମାନଙ୍କ ପାଖରେ ସମୟ ଅଭାବ ଥାଏ । ତେବେ କୈଣସି ସ୍ୱଚ୍ଛ ଏବଂ ପବିତ୍ର ଆତ୍ମା ବିଦ୍ୱାନ କିମ୍ବା ଆପଣ ମାନଙ୍କ ପରିଚିତ କେଉଁ ବ୍ରାହ୍ମଣ କୁ କୁହନ୍ତୁ ସେ ଏହାର ପାଠ କରିବେ । ଏହା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ । ଏହା ସହିତ ଆପଣ ମାନେ ନିଜର ଶୟନ ଘରେ ବାଳଗୋପାଳ ଙ୍କ ଛବି ଯେଉଁ ଥିରେ ବାଳଗୋପାଳ ଙ୍କ ସହିତ ଲହୁଣୀ ରହିଥିବା ମାଠିଆ ଖସି କରି ରହିଥିବ । ମନେ ରଖିବେ ଏହି ଛବି ଏପରି ସ୍ଥାନ ରେ ରହିଥିବ ଯେଉଁଠାରେ ଆପଣ ଦୁଇଜଣ ଙ୍କ ନଜର ପଡୁଥିବ ।

ସେହି ପରି ତୃତୀୟ ଉପାୟ ହେଲା ଆପଣ ମାନେ ନିଜ ଶୋଇବା ଘରେ ନିଜ ମୁଣ୍ଡ ର ଡାହାଣ ପାଖରେ ବାଳଗୋପାଳ ଙ୍କ ଛବି ରଖିବେ । ଯଦି ସେହି ପରି ସ୍ଥାନ ନଥାଏ ତେବେ ଏକ ସ୍ଥାନ ତିଆରି କରି ସେଠାରେ ଏହି ମୂର୍ତ୍ତି କୁ ରଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *