11

ଓଡିଶା ନୂଆ Khadi ପାଞ୍ଜି ରେ ଆସିଲା ବଡ ପରିବର୍ତନ, ଶନି ଚଳନ କରିଲେ କୁମ୍ଭ ରାଶିକୁ ଏହି ୭ ଟି ରାଶିରେ ଧନ ଲାଭ କିନ୍ତୁ ୩ ଟି ରାଶିରେ ଦୁଃଖର ପାହାଡ ରୁହନ୍ତୁ ସାବଧାନ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି କୁମ୍ଭ ରାଶିରେ ଚଳନ କରିବାକୁ ଯାଉଛନ୍ତି। ଜାହା ଫଳ ରେ ଏହା ଅନେକ ରାଶି ଉପରେ ଅନେକ ପ୍ରଭାବ ପକେଇବାକୁ ଯାଉଛି । ତେବେ ଆମେ ସେହି ସମସ୍ତ ରାଶି ମାନଙ୍କ ବିଷୟ ରେ ଆଲୋଚନା କରିବା । ତେବେ ସୂଚନା ଅନୁସାରେ ଏହି ରାଶି ଚଳନ ଅନେକ ରାଶି ଉପରେ ଅନେକ ପ୍ରଭାବ ପକେଇବାକୁ ଯାଉଛି ।

ମେଷ ରାଶି- ଏହି ରାଶିର ଲୋକ ମାନେ ଆଗାମୀ ସମୟ ରେ ଅନେକ ସଫଳତା ପାଇବା ପାଇଁ ଯାଉଛନ୍ତି । ତେବେ ଏହି ଚଳନ ସେମାନଙ୍କ ଜିବନ ରେ ଅନେକ ପରିବର୍ତନ ଆଣିବ । ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ବିଶେଷ କୃପା ଏମାନଙ୍କ ଉପରେ ବନିବ ।

ବୃଷ ରାଶି – ଏହି ରାଶିର ଲୋକ ମାନଙ୍କ ଜିବନ ରେ ଅନେକ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ସେମାନେ ଟିକେ ଜଗି ଛକି ଚଳିବା ଆବଶ୍ୟକ । ଏମାନଙ୍କ ପାଇଁ ଏହା ବହୁତ ଶୁଭ ରହିବ ।

astrolog

ମିଥୁନ ରାଶି – ଏହି ଚଳନ ଏହି ରାଶିର ଲୋକଙ୍କ ଉପରେ ମଧ୍ୟ ଅନେକ ପ୍ରଭାବ ପକାଇବାକୁ ଯାଉ ଅଛି।ସେମାନେ ଅନେକ ନୂତନ କାର୍ଯ୍ୟର ଆରମ୍ଭ କରିବାକୁ ଯାଉଛନ୍ତି।ଏହା ସହିତ ସେମାନଙ୍କ ଜୀବନ ଉପରେ ଏହି ଚଳନ ଅନେକ ଭାବରେ ପ୍ରଭାବ ପକାଇବାକୁ ଯାଉଅଛି।

କନ୍ୟା ରାଶି – ଏହି ରାଶିର ଲୋକଙ୍କ ଜୀବନରେ ମଧ୍ୟ ଏହି ରାଶିର ଅନେକ ପ୍ରଭାବ ପଡ଼ିବ।ଏହା ସହିତ ସେମାନେ ଆଗାମୀ ସମୟରେ ଅନେକ ଧନୀ ହେବାର ସମ୍ଭାବନା ରହିଛି ଏହା ସହିତ ସେମାନଙ୍କ ପାଖରେ ଧନର ଅଭାବ ରହିବ ନାହିଁ।

ସିହଂ ରାଶି – ଏହି ରାଶିର ଲୋକ ମାନେ ମଧ୍ୟ ଆଗାମୀ ସମୟ ରେ ଅନେକ ଶୁଭ ଫଳ ପାଇବା ପାଇଁ ଯାଉଛନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିବା ପାଇଁ ଯାଉଛି । ଏହା ଫଳ ରେ ସେମାନେ ଅନେକ କିଛି ପ୍ରାପ୍ତ ମଧ୍ୟ କରିବେ । ସେମାନଙ୍କୁ ଧନ ର ଅଭାବ ରହିବ ନାହିଁ ।

ତୁଳା ରାଶି – ଏହି ରାଶିର ଲୋକମାନେ ଏହି ଚଳନ ଫଳରେ ଅନେକ ଭାବରେ ପ୍ରଭାବିତ ହେବାକୁ ଯାଉଛନ୍ତି ତେବେ ସେମାନଙ୍କ ଜୀବନରେ ଆଗାମୀ ସମୟରେ ଅନେକ ପରିବର୍ତ୍ତନ ଆସିବ।ଏହା ସହିତ ସେମାନେ ଅନେକ ନୂତନ କାର୍ଯ୍ୟର ମଧ୍ୟ ଆରମ୍ଭ କରିବାକୁ ଯାଉ ଅଛନ୍ତି।

Astrology

ବିଛା ରାଶି – ଏହି ରାଶିର ଲୋକ ମାନେ ମଧ୍ୟ ଆଗାମୀ ସମୟ ରେ କିଛି ନୂତନ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏମାନେ ଯେଉଁ କାର୍ଯ୍ୟ କରିବେ ତାହା ନିଶ୍ଚିତ ଭାବେ ସଫଳ ହେବ ।

ଧନୁ ରାଶି – ଏହି ରାଶିର ଲୋକ ଭଗବାନ ଶନିଦେବ ଙ୍କ କୃପା ପ୍ରାପ୍ତି କରିବାକୁ ଯାଉଛନ୍ତି । ଜାହା ଫଳ ରେ ଏମାନେ ଅନେକ ସଫଳତା ପାଇବାକୁ ଯାଉଛନ୍ତି ।

ମକର ରାଶି – ଏହି ରାଶିର ଲୋକ ମାନେ ମଧ୍ୟ ଆଗାମୀ ସମୟ ରେ ଅନେକ ବିଶେଷ ଫଳ ପ୍ରାପ୍ତି କରିବାକୁ ଯାଉଛନ୍ତି ।

ମୀନ ରାଶି – ଏହି ରାଶି ର ଲୋକ ମାନେ ଆଗାମୀ ସମୟ ରେ ଅନେକ ବିଶେଷ ଫଳ ପ୍ରାପ୍ତି କରିବାକୁ ଯାଉଛନ୍ତି । କେବଳ ଏମାନଙ୍କୁ ନିଜ ସ୍ୱାସ୍ଥ୍ୟ ର ବିଶେଷ ଯତ୍ନ ନେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *