ବନ୍ଧୁଗଣ ଜୋତିଷ ଶାସ୍ତ୍ରରେ ଆମ ଆଗାମୀ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ଲେଖା ଜାଇଥାଏ । ଆମେ ସମସ୍ତେ ଜାଣିଛେ ଗ୍ରହ ମାନଙ୍କ ଅବସ୍ତିତି ଓ ଚଳନି କୁ ନେଇ ଆମ ଜୀବନରେ ଶୁଖ ଓ ଦୁଃଖ ଆସିଥାଏ । ଯଦି ଗ୍ରହ ଚଳନ ଭଲ ରହିଥାଏ ତେବେ ଏହା ଆମ ପାଇଁ ଦୁଃଖର କାରଣ ବନିପାରେ , ଯଦି ଗ୍ରହ ଚଳା ଚଳ ଠିକ ନ ରୁହେ , ତେବେ ଏହା ଆମ ପାଇଁ ଦୁଃଖର କାରଣ ବନେ । ତେବେ ଜୋତିଷଙ୍କ ମତରେ ଆଗାମୀ ଦିନରୁ ବଦଳିଯିବ ଏହି ସବୁ ରାଶିଙ୍କ ଭାଗ୍ୟ ଆସନ୍ତୁ ଜାଣିନେବା ।
ମକର ରାଶି – ଏହି ରାଶିର ବ୍ୟକ୍ତି ମାନେ ଶ୍ରୀ ହନୁମାନଙ୍କର ଅଧିକ ପ୍ରିୟ ପାତ୍ର ହେଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କୁ ପ୍ରଭୁଙ୍କ ଆଶୀର୍ବାଦରୁ ବହୁତ ଉନ୍ନତି ମିଳିବ । ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭବାନ ହେବେ । ଆପଣ କୌଣସି କାର୍ଯ୍ୟ କରିବା ଆଗରୁ ସଠିକ ନିର୍ଣ୍ଣୟ ସଫଳ ହେବେ । ଆପଣଙ୍କ ଇଛାଶକ୍ତି ପ୍ରତ୍ୟକ କାର୍ଯ୍ୟରେ ଦେଖାଯିବ । ଆପଣ ନୂତନ ନୂତନ ପଦ୍ଧତି ଆପଣେଇବା ସହିତ ଉଚିତ ଫଳ ମଧ୍ୟ ପାଇପାରିବେ । ହନୁମାନଙ୍କର କୃପାରୁ ଆପଣଙ୍କ କ୍ଯାରିୟରରେ ବହୁତ ସଫଳତା ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ ରାଶି – ଆପଣମାନେ ନିଜ ବ୍ୟବସାୟରେ ନିଜେ ସମସ୍ତ ନିର୍ଣ୍ଣୟ ନିଅନ୍ତୁ । ବ୍ୟବସାୟ ମାମଲାରେ ଅନ୍ୟକୁ ବିଶେଷ କିଛି ଜଣାନ୍ତୁ ନାହିଁ । ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ଆରମ୍ଭ ଏବଂଶେଷ କରିବା ପାଇଁ ପ୍ରୟାସ କରନ୍ତୁ । ଅନେକ ବନ୍ଧୁଙ୍କ ସହିତ ଆପଣଙ୍କର ଭେଟ ହେବ । ଆପଣଙ୍କ ସନ୍ତାନଠାରୁ ଆପଣଙ୍କୁ ଉତ୍ତମ ଖବର ପ୍ରାପ୍ତ ହେବ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରିବା । ଅନ୍ୟର କଥାକୁ ଅବିଶ୍ଵାସ ଭାବେ ଗ୍ରହଣ କରନ୍ତୁ । କାହାକୁ ବିଶ୍ଵାସ କରନ୍ତୁ ନାହିଁ । ଯେଉଁ ବ୍ୟକ୍ତିମାନଙ୍କ ରୋଜଗାର ନାହିଁ,ସେମାନେ ଚାକିରି ପାଇପାରିବେ ।