3

16 ମେ ରୁ 23 ମେ ମଧ୍ୟରେ ମାଲା ମାଲ ହେବେ ଏହି 4 ଟି ରାଶି ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ମଣିଷ ଜୀବନରେ ତାଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା ତାଙ୍କ ତାଙ୍କ ରାଶିର ଗ୍ରହ, ନକ୍ଷତ୍ର ଗଣନା ରୁ ଜାଣି ହେଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥାନ ପରିବର୍ତ୍ତନ ହେଲେ ତାହାର ପ୍ରଭାବରେ ଆମ ଜୀବନରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ହେଇଥାଏ । କାରଣ ସେସବୁର ପ୍ରଭାବ ଆମ ରାଶି ଉପରେ ବି ପଡିଥାଏ ଯାହା ପାଇଁ ଆମ ଜୀଵନ ହଠାତ ବଦଳି ଯାଏ ।

ତେବେ ଏହି ମାସରେ ଗୋଟିଏ ଖାସ୍ ସ୍ଥିତି ହେଉଛି ଏହି 4ଟି ରାଶି ମାନଙ୍କର । ଯେଇଁଥିପାଇଁ ସେମାନଙ୍କର ଭାଗ୍ୟର ତାଲା ଖୋଲିଯିବ ଏବଂ ଏହି ସପ୍ତାହ ଯାହା କିଛି କାର୍ଯ୍ୟ କରିବେ ତାହା ଭଲରେ ହୋଇଯିବ ଏବଂ ସଫଳତା ମଧ୍ୟ ପାଇବେ । ତେବେ ଆସନ୍ତୁ ଜାଣିବା ସେହି 4 ଟି ରାଶିର ଖାସ୍ ଫାଇଦା ବିଷୟରେ ।

astrolog

1. ମେଷରାଶି ।
ସବୁଠାରୁ ଭାଗ୍ୟଶାଳୀ ମେଷ ରାଶିର ବ୍ୟକ୍ତିମାନେ ହୋଇଥାନ୍ତି । ଆପଣଙ୍କୁ ଚାକିରି ,ବିଜନେସ୍ ,ପଇସା ,ପ୍ରେମ ଆଦି ସମ୍ୱନ୍ଧିତ କାର୍ଯ୍ୟରୁ ଖୁସି ଖବର ମିଳିବ । ଏମିତିରେ ଆପଣ ଏଥିରୁ କେଉଁ ଜନିଷକୁ ନେଇକରି ଚିନ୍ତିତ ଅଛନ୍ତି ତେବେ ଏହି ମାସର 13 ତାରିଖ ପରେ ପରିଶ୍ରମ କରି ଚେଷ୍ଟା କରି ନିଅନ୍ତୁ । ଅଧିକ ପ୍ରେସର ନିଅନ୍ତୁ ନାହିଁ । କାରଣ ଚନ୍ଦ୍ର ର ଗୋଚର ଆପଣଙ୍କୁ ଅନୁକୂଳତା ପ୍ରଦାନ କରିବ । ଯାହାଦ୍ୱାରା ଆପଣଙ୍କ ଶତ୍ରୁ ମଧ୍ୟ ସୁରକ୍ଷିତ ରହିବେ । ସେଥିପ୍ରତି ସାବଧାନ ରୁହନ୍ତୁ ।

2.ମିଥୁନରାଶି ।
ଏହି ରାଶିର ବ୍ୟକ୍ତି ମାନଙ୍କୁ ଶତ୍ରୁ ମାନଙ୍କ ଠାରୁ ସାବଧାନ ରହିବା ର ଅଛି , ନିଜ ଉପରେ ସଂଯମତା ରଖିବାକୁ ହେବ । ନହେଲେ କଥା ବିଗିଡିପାରେ । ଆପଣଙ୍କ ଭାଗ୍ୟକୁ ଅଧିକ ଚମକିବା ପାଇଁ ମଙ୍ଗଳବାର ଓ ଶନିବାର ହନୁମାନ ଜୀଙ୍କୁ ରାଶିର ତେଲ ବାଲା ଦୀପ ଲଗାନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ମାନଙ୍କୁ କୌଣସି ବଡ ଖୁସୀ ଖବର ମଧ୍ୟ ମିଳିପାରେ ।

ASTROLOGY1

3.ସିଂହରାଶି ।
ସିଂହ ରାଶିର ଛାତ୍ରଛାତ୍ରୀ ମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଯଦି ଆପଣ କେଉଁ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ଅତିଶୀଘ୍ର ସଫଳତା ମିଳିବାକୁ ଯାଉଛି । ଜାଣି ରଖନ୍ତୁ ଯେ ମାତା ଲକ୍ଷ୍ମୀଙ୍କର କୃପାରୁ ଅନେକ ପ୍ରଚେଷ୍ଟା କଲା ପରେ ଆପଣଙ୍କର ଉନ୍ନତି ଏବଂ ଧନ ଲାଭରେ ବୃଦ୍ଧି ହେବାର ଯୋଗ ବନୁଛି । ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ୍ ଫଳ ମିଳିବ ।

4. ତୁଳା ରାଶି ।
ଏହି ତୁଳା ରାଶିର ଲୋକ ମାନଙ୍କର ସବୁଠାରୁ ଖାସ କଥା ହେଲା ଯେ ଏହି ରାଶିର ଲୋକମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ହୋଇଥାନ୍ତି । ତୁଳା ରାଶିର ଜାତକରେ ଭାଗ୍ୟ ଚରମ ସୀମାରେ ରହିବ । ଏହି ରାଶିର ଜାତକରେ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ହେବା କାରଣରୁ କେହିବି ଏମାନଙ୍କର ଚାହିଁଲେ ମଧ୍ୟ କିଛି କ୍ଷତି କରି ପାରିବେ ନାହିଁ । ଆପଣଙ୍କର ଆର୍ଥିକ ମାମଲା ଗୁଡିକ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ ଏହି ସପ୍ତାହରେ । ଘର ପରିବରା ସହ ଅସଜଡା ପରିସ୍ଥିତିରେ ସୁଧାର ଆସିବ ଏହି ରାଶିର ଲୋକମାନେ ଏବେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *