rasi

୨୦ ମେ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧) ମେଷ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ଦିନର ଆରମ୍ଭରେ କିଛି ଶୁଭ ସୁଚନା ମିଳିପାରେ, ଯାହାଦ୍ୱାରା ମନ ହର୍ଷିତ ହେବ, ପାରିବାରିକ ଜୀବନରେ ଖୁସିମୟ ରହିବ । ଆପଣଙ୍କ ଅଟକିଥିବା କାମ ମନ ମୁତାବିକ ପୁରା ହୋଇପାରେ, ଯାହାଦ୍ୱାରା ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ , ଘରୋଇ ଦରକାରିତାର ପୁର୍ତ୍ତି ହେବ, ଆୟର ଜରିଆ ବଢିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, କେଉଁ ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ ଯାହାଦ୍ୱାରା ପୁରୁଣା ସ୍ମୃତିକୁ ଆଉଥରେ ଉଜାଗର କରିବେ, ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ ନହେଲେ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦେଖାଦେଇପାରେ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ବିଶେଷ ନଜର ଆସୁଛି, ବେପାରରେ ମନ ମୁତାବିକ ସଫଳତା ହାସିଲ୍ କରିବେ, ଆପଣ ନିଜ ମଧୁର ବାଣିରୁ ଅନ୍ୟଙ୍କୁ ପ୍ରଭାବିତ କରିବେ, ଆଜି ଆପଣଙ୍କୁ କିଛି ନୁଆ ଶିଖିବାକୁ ମିଳିପାରେ, ଲାଭ କମାଇବାର ଅବସର ମିଳିପାରିବ, ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ଫେରିପାରିବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସଂମ୍ଭାବନା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ବିଗଡିଥିବା କାମ ପୁରା ହୋଇଯିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ମନ ପୁଜା ପାଠରେ ଅଧିକା ଲାଗିବ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା ପ୍ରୋଗାମ୍ କରିପାରନ୍ତି, କେଉଁ ସଂମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିବାର ଆଶା ଅଛି, ଯାହାଦ୍ୱାରା ଘର ପରିବାରରେ ଖୁସିମୟ ପରିବେଶ ରହିବ, ଆପଣ ଭାବିଥିବା କାମ ପୁରା କରିପାରନ୍ତି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ, ଯାହା ଆଗକୁ ଯାଇକରି ଆପଣଙ୍କୁ ଭଲ ଫାଇଦା ଦେବ, ପ୍ରେମ ଜୀବନରେ ଆସୁଥିବା ସବୁ ଅସୁବିଧାର ସମାଧାନ ହୋଇପାରିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ।

mithun

୪) କର୍କଟ ରାଶି- ଆଜି ପଇସା ଉଧାର ଲେଣଦେଣ କରିବାରୁ ବଞ୍ଚିବାକୁ ହେବ, ଆଜି ଆପଣଙ୍କ ଦିନ ଉତ୍ତମ ରୁପରେ ଫଳଦାୟକ ହେବ, ଆପଣ କାହାକୁ ସାହାଯ୍ୟ କରିବାର ମଉକା ମିଳିପାରେ, ମାନ ପ୍ରତିଷ୍ଠା ବଢିବ, ଘରୋଇ ଦରକାରିତା ପୁର୍ତ୍ତି ହେବ, ଆପଣଙ୍କ ଭାବନା ସକରାତ୍ମକ ରହିବ, ମା ବାପାଙ୍କ ସହ ଭଲ ବ୍ୟତିତ କରିବ, ଜୀବନ ସାଥୀ ଆପଣ ନିଜ ହୃଦୟର କଥା ସେୟାର୍ କରିପାରନ୍ତି, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଆପଣ କେଉଁ ନୁଆ ବ୍ୟବସାୟ କରିବାର ପ୍ରୟାସ କରିବେ, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବାର ଆଶା ନଜର ଆସୁଛି ।

୫) ସିଂହ ରାଶି- ଆଜି ଆପଣଙ୍କୁ ନିଜ ମନ ଉପରେ କାବୁ କରିବାକୁ ହେବ, ମନରେ ନାନାପ୍ରକାରର ବିଚାର ଉତ୍ପନ୍ନ ହୋଇପାରେ, ଯାହାର କାରଣରୁ ଆପଣଙ୍କୁ ଚିନ୍ତା ଲାଗିପାରେ, କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାକୁ କଠିନତା ଆସିପାରେ, କେଉଁ ଜରୁରୀ କାମରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ, ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ଯାହାଙ୍କ ସାହାଯ୍ୟରେ କିଛି ସମସ୍ୟା ଦୁର ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ  ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ।

୬) କନ୍ୟା ରାଶି- ଆଜି ଆପଣଙ୍କୁ ନିଜ ବାଜେଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଆପଣଙ୍କୁ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚର ବଜେଟ୍ ବନାଇକରି ଚଳନ୍ତୁ ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଜୀବନସାଥୀଙ୍କ ଠାରୁ ଆଜି କେଉଁ ବଢିଆ ଗିଫ୍ଟ ମିଳିବାର ଆଶା ନଜର ଆସୁଛି, ଯାହା ଆପଣଙ୍କ ସଂବନ୍ଧ ମଜବୁତ୍ ହେବ । ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଶେଷ ହେବ, ଯଦି ଆପଣ କେଉଁ ଲମ୍ବା ଦୁର ଯାତ୍ରାରେ ଯାଉଛନ୍ତି ତେବେ ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ମା ବାପାଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ ।

kanya

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବାର୍ ଅଛି, ଆପଣ ନିଜ ଜରୁରୀ କାମକୁ ପୁରା କରିବାପାଇଁ ଯଥା ସଂମ୍ଭବ ଚେଷ୍ଟା କରିବେ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ବିଦ୍ୟାର୍ଥିଙ୍କ ପାଠପଢାରେ ମନ ଲାଗିବ, ତେବେ ଯାଇ ସେ ସଫଳତା ହାସିଲ୍ କରିପାରିବେ, ଆପଣଙ୍କୁ ଯଦି କେଉଁ ଅସହାୟ ଲୋକକୁ ସାହାଯ୍ୟ କରିବାର ମଉକା ମିଳେ ତେବେ ନିଶ୍ଚିତ ଭାବେ କରନ୍ତୁ, ସନ୍ତାନଙ୍କ ପାଠପଢାକୁ ନେଇକରି ଆପଣ ଟିକିଏ ଚିନ୍ତିତ ରହିବେ, ସଂନ୍ଧ୍ୟା ସମୟରେ ଆପଣ କେଉଁ ଧାର୍ମିକ ଆୟୋଜନରେ ସମ୍ମିଳିତ ହୋଇପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ବହୁତ ସକରାତ୍ମକ ନଜର ଆସୁଛି, ଆପଣ ନିଜ ଚତୁରାଇରେ ଅଟକିଥିବା କାମ ପୁରା କରିବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଚାକିରି ସହ ଯୋଡି ହୋଇଥିବା ଲୋକଙ୍କୁ କିଛି ନୁଆ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ ଦେବାକୁ ହେବ, ପରିବାରର ମାହୋଲ୍ ଠିକ୍ ବନାଇବାର ଚେଷ୍ଟା କରନ୍ତୁ, ଶଶୁରଘର ପକ୍ଷରୁ ଧନଲାଭ ହେବ, ଆପଣ ନିଜ ବ୍ୟବହାର ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇପାରିବେ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ କଠିନ ଆସୁଛି, ବିନା କାରଣରେ ଚିନ୍ତା ଅଧିକା ବଢିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ବହୁତ ପ୍ରକାରର ସମସ୍ୟା ସାମ୍ନା କରିବାକୁ ପଡିପାରେ, ବିଷମ ପରିସ୍ଥିତିରେ ଆପଣଙ୍କୁ ଧୈର୍ଯ୍ୟ ରଖିବାର ଅଛି, ଆପଣ ବୁଦ୍ଧିମାନୀରେ କାମ କରନ୍ତୁ, ପରିବାର ଦାୟିତ୍ୱ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, କିଛି ଲୋକ ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ଏଥିପାଇଁ ପୁରା ସତର୍କ ରୁହନ୍ତୁ, କେଉଁ ବି ଲମ୍ବା ଯାତ୍ରା ଯିବାରୁ ବଞ୍ଚିବାକୁ ହେବ, ଜୀବନସାଥିଙ୍କ ପୁରା ସହଯୋଗ ମିଳିବ ।

dhanu

୧୦) ମକର ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭାରି ଧନ ଲାଭମିଳିବାର ଆଶା ଅଛି, ଆପଣଙ୍କ କିଛି ଅଧୁରା ଇଛା ପୁରା ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହୋଇପାରେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ଲୋକଙ୍କ ପରାମର୍ଶ ନିଅନ୍ତୁ, ସ୍ୱାସ୍ଥ୍ୟ ଟିକିଏ ଗଡବଡ ରହିପାରେ, ସନ୍ତାନଙ୍କ ଭବିଷ୍ୟତକୁ ନେଇକରି ଆପଣ ଟିକିଏ ଚିନ୍ତିତ ନଜର ଆସିପାରନ୍ତି, ଯାହାଦ୍ୱାରା ଆପଣଙ୍କ ଜୀବନସାଥୀଙ୍କ ସହ କଥାବାର୍ତ୍ତା ବା ଆଲୋଚନା କରିବେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, କିଛି ପୁରୁଣା ବିବାଦ ଶେଷ ହୋଇଯିବ, ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ରହୁଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାରେ ସକ୍ଷମ ରହିବେ, ବାହାନ ସୁଖ ପ୍ରାପ୍ତି ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ହୋଇପାରେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଚିନ୍ତା ଭରା ଥିଲା ବେଳେ ଆପଣ ଆଶ୍ୱସ୍ତି ପାଇବେ, ବେପାରରେ ଭଲ ଲାଭ ହେବ, କାରୋବାରରେ ଭଲ ଲାଭ ହେବ, ଲାଭଦାୟକ ବୁଝାମଣା ହୋଇପାରେ। ଆପଣ ବିପରିତ ପରିସ୍ଥିତିକୁ ଆରାମ ସେ ସାମ୍ନା କରିବେ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ, ଘର ପରିବାର ସଦସ୍ୟଙ୍କ ସହ୍ ଅଧିକା ସମୟ ବ୍ୟତିତ କରିବାରେ ଚେଷ୍ଟା କରିବେ । ମାନ ସମ୍ମାନ ବଢିବ ।

Leave a Reply

Your email address will not be published. Required fields are marked *