rasi

୨୧ ମେ ଶନିବାର ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧-ମେଷ ରାଶି : ଆଜି ନୁଆ ମଉକାର ଫାଈଦା ଉଠାଇବାପାଇଁ ପ୍ରସ୍ତୁତ ରହିପାରନ୍ତି । ଚାକିରିରେ ନିଜ ସହଯୋଗୀଙ୍କର ସହ ନିଜ ସନ୍ଦେହ ଦୁର କରିବାକୁ ପ୍ରୟାସ କରିବେ , ଖାଦ୍ୟପେୟ ସଂୟମ ରଖିକରି ସ୍ୱାସ୍ଥ୍ୟକୁ ବଢେଇପାରିବେ । ଆପଣ କେଉଁ ଦୂର ଯାତ୍ରା କରିପାରିବେ । କାହା ସହ ବେପାରରେ ବୁଝାମଣାରୁ ବଞ୍ଚନ୍ତୁ , କାରଣ ଏହା ହୋଇପାରେ କି ଭାଗିଦାରୀ ଆପଣଙ୍କ ଫାଇଦା ଉଠାଇବେ । ଆପଣଙ୍କ ଆଲୋଚକ ପ୍ରଶଂସା କରିବେ , ଧଳା ଚନ୍ଦନ ତିଲକ ଲଗାନ୍ତୁ ।

୨-ବୃଷ ରାଶି : ଆଜି କରାଯାଇଥିବା ନିବେଶରେ ଫାଇଦା ଆସୁଥିବା ଦିନରେ ମିଲିପାରିବ , ଆପଣଙ୍କୁ ଭରପୁର୍ ଉର୍ଜା ସହ ଉତ୍ସାହ ସକରାତ୍ମକ ପରିଣାମ ପାଇବେ , ଘରୋଇ ଚିନ୍ତାକୁ ଦୁର କରିବାରେ ସକ୍ଷମ ହେବେ , ଆଜି ଆପଣଙ୍କ କଠିନତା ଓ ଚ୍ୟାଲେଞ୍ଜକୁ ପାର୍ କରି ଆଗକୁ ବଢିବେ , ଗୃହସ୍ଥ ଜୀବନକୁ ନେଇକରି ଚିନ୍ତା ଆସିପାରେ , ଏହା ବଡ ଚିନ୍ତା ହେବ ନାହିଁ , ଲେଣଦେଣରେ ନିବେଶ ସହ ଯୋଡିହୋଇଥିବା ମାମଲାରେ ସମ୍ଭାଳିକରି ରହିବାକୁ ହେବ , ମନରେ ରୋମାନ୍ସ ନେଇକରି ଟେନସନ୍ ଆସିପାରେ ।

୩-ମିଥୁନ ରାଶି : ଆଜି ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ପ୍ରୟାସ କରନ୍ତୁ , ଲମ୍ବା ସମୟରୁ ଆଇନଗତ ଅସୁବିଧା ଦୂର୍ କରିବେ । କାମର ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରାଇବ , କାମର ମୋର୍ଚ୍ଚା ପାଇଁ ସମୟ ଭଲ ନାହିଁ , କାମ କାର୍ଯ୍ୟ କରୁଥିବା ଲୋକ ନିଜ ଉପଲ୍ଲବ୍ଧିରୁ ସହକର୍ମିଙ୍କର ପ୍ରଶଂସାର ପାତ୍ର ହେବେ , ଆପଣ କିଛି ବି ବଦନାମୀ ଓ ଅପମାନର ଶିକାର ହୋଇପାରନ୍ତି , ଅଟକି ଥିବା କାମ ଆରମ୍ଭ ହୋଇପାରେ ।

mithun

୪-କର୍କଟ ରାଶି : ସଂମ୍ପର୍କୀୟଙ୍କ ଯିବା ଆସିବା ଲାଗି ରହିବ । କେଉଁ  ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ , ନିଜ ରାୟ ବ୍ୟକ୍ତ କରିବାରେ ସଙ୍କୋଚ କରନ୍ତୁ ନାହିଁ । ଆତ୍ମବିଶ୍ୱାସର ଅଭାବକୁ ଆପଣଙ୍କ ଉପରେ ନିୟନ୍ତ୍ରଣ କରନ୍ତୁ ନାହିଁ । କାରଣ ଏହି ଆପଣଙ୍କ ସମସ୍ୟା ଜଟିଳତା ବଢାଇବ । ଓ ବିକାଶକୁ ଧିମା କରିଦେବ , ପାରିବାରିକ ମାମଲା ବୁଝି ବିଚାରି ନିର୍ଣ୍ଣୟ କରିବା ଫାଈଦାଦାୟକ ହେବ । ଛାତ୍ରଙ୍କର ବିବରଣ ଉପରେ ଅଧିକା ଧ୍ୟାନ ଦେବାକୁ ହେବ । ସ୍ୱରୋଜଗାରରେ ଲିପ୍ତ ଜାତକ ଏକ ଆକର୍ଷକ ସଉଦା ଅନ୍ତିମ ରୁପ ପ୍ରଦାନ କରିପାରିବେ ।

୫-ସିଂହ ରାଶି : ଆଜି ଆପଣଙ୍କ ବିରୋଧୀ ଓ ପ୍ରତିସ୍ପର୍ଦ୍ଧୀଙ୍କ ଦୃଢତାର ସହ ସାମ୍ନା କରିବେ । ନିଜ ପ୍ରିୟଜନଙ୍କ ସହ ଏକ ଛୋଟ ଛୁଟିର ଆନନ୍ଦଅ ନେବାପାଇଁ ଏହି ଅବଧି ବିଶେଷ ରୁପେ ସ୍ମରଣୀୟ ରହିବ । ଏହି ରାଶିର କିଛି ଛାତ୍ର ନିଜ ବହୁମୁଲ୍ୟ ସମୟ ଲ୍ୟାପଟପ୍ କିମ୍ବା ଟିଭି ଫିଲ୍ମ ଦେଖିବାରେ ବିତାଇପାରନ୍ତି । ଯଦି ଆପଣ ବହୁତ ପରିଶ୍ରମ କରିବେ , ତେବେ ଉଦ୍ଧେଶ୍ୟ ହାସିଲ୍ କରିପାରନ୍ତି । ପାରିବାରିକ ଏବଂ ସାମାଜିକ ସଂନ୍ଧର୍ଭ ରେ କେଉଁ ଭୁଲ୍ ପାଇଁ ପ୍ରଶ୍ନର ଘେରାରେ ଆସିବେ ।

୬-କନ୍ୟା ରାଶି : ଆପଣଙ୍କ ଆଜି ମନୋରଞ୍ଜନର ନୁଆ ଅବସର ପ୍ରାପ୍ତି ହେବ , ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି କରିବେ , ଲୋକଙ୍କ ସାମ୍ନାରେ ଆକର୍ଷଣର କେନ୍ଦ୍ର ହେବେ । ଦୁଃଖ କଷ୍ଟ ଦୂର ହେବ , ଭଲ କାର୍ଯ୍ୟ କରିବେ , ସକାଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲାପରେ ଜୀବନର ସବୁ ଅସୁବିଧା ଦୂର ହେବ , କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ସଫଳତା ମିଳିବାର ସଂମ୍ଭାବନା ଅଛି , ଦାମ୍ପତ୍ୟ ଜୀବନରେ ଚିନ୍ତାର ସମୟ ରହିବ ଜୀବନସାଥୀ ସହ ବିବାଦ ହୋଇପାରେ |

kanya

୭-ତୁଳା ରାଶି : ଆଜି ଆପଣଙ୍କ ରୋମାଣ୍ଟୀକ୍ ଲାଇଫ୍ ଭଲ ରହିବ ।କ୍ଷତିର ଭରଣା ହେବ , କିଛି ବଡ କାର୍ଯ୍ୟ ପ୍ରତି ସତର୍କ ରହିବେ , ଭଲ ପରିଣାମ ମିଳିବ । ଦାୟିତ୍ୱ ମଧ୍ୟରେ ବାଧା ଆସିପାରେ , କାହାଠାରୁ କରଜ ନିଅନ୍ତୁ ନାହିଁ । ଫେରିବାର ସମ୍ଭାବନା କମ୍ ଅଛି , ଜୀବନରେ ସବୁ ପରିବର୍ତ୍ତନ ଆସିବା ଦ୍ୱାରା ଉର୍ଜାର ପ୍ରଭାବ ରହିବ , ଆପଣଙ୍କୁ କେଉଁ ଯାତ୍ରାକୁ ସ୍ଥଗିତ କରିବାକୁ ପଡିପାରେ , ଅନିୟମିତତା କାମରୁ କ୍ଷତି ହେବାର ସମ୍ଭାବନା ଅଛି ।

୮-ବିଛା ରାଶି : ଆପଣଙ୍କ କାରୋବାର ଓ ବେପାରରେ ଲାଭ ପ୍ରାପ୍ତି ହେବ , ଆପଣଙ୍କ ମନ ପ୍ରସନ୍ନ ବନାଇ ରଖିବାକୁ ହେବ । ଦାମ୍ପତ୍ୟ ଜୀବନରେ କିଛି ସୁଧାର ଦେଖିବାକୁ ମିଳିପାରେ,  ଅଧିକାରୀଙ୍କ ଠାରୁ ସାହାଯ୍ୟ ପାଇବେ , ଶୁଭ ସମାଚାର ବଢିଆ ମିଳିବ , ସାର୍ବଜନିକ ରୁପରେ ମାନହାନି ହୋଇପାରେ , ଘର ପରିବାର ମାମଲାରେ ବୃଦ୍ଧି ହେବ , ବିତ୍ତିୟ ଲେଣଦେଣରେ ଶେଷ ହେବ , ସହଭାଗିତା ବଢିବ , ଓ ନିଜ ବନ୍ଧୁ କିମ୍ବା ପରିବାର ସହ ଏକ ଛୋଟ ଯାତ୍ରାରେ ଯାଇପାରନ୍ତି ।

୯-ଧନୁ ରାଶି :  ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ପରିବାରର ମାହୋଲ୍ ଭଲ ରହିବ । ସ୍ୱାସ୍ଥ୍ୟ ବି ଭଲ ରହିବ , ବାହାନ ଚଲାଉଥିବା ସମୟରେ ସାବଧନତା ରଖନ୍ତୁ , ଅତିତରେ ବନାଯାଇଥିବା ଯୋଜନାରେ ଅମଳ ଆଣିବାରେ ପ୍ରୟନ୍ନଶୀଲ ରହିବେ , ମା ବାପା ଙ୍କ ତରଫରୁ ଭଲ ସହଯୋଗ ମିଳିବ , ଜୀବନସାଥୀ ଭାବନାକୁ ବୁଝିବେ , ପାର୍ଟନର ଉପଦେଶରେ କିଛି ଫଇସଲା ନିଅନ୍ତୁ ନାହିଁ ।

dhanu

୧୦-ମକର ରାଶି : ଆଜି ଆପଣଙ୍କୁ ସମ୍ମାନିତ ବ୍ୟକ୍ତିଙ୍କୁ ଦେଖାକରିବାକୁ ମଉକା ମିଳିବ , ନୁଆ ଲୋକଙ୍କର ସହ ସଂମ୍ପର୍କରେ ଆସିପାରନ୍ତି । ମିଶ୍ରିତ ପରିଣାମ ପ୍ରାପ୍ତି ହେବ , ଜୀବନର ନଜରିଆ ଆପଣଙ୍କ ବଦଳିବ , କିଛି ବଡ ପରିସ୍ଥିତି ବୁଝିବେ , ଅସୁବିଧାର ସମୟରେ ବଞ୍ଚିବାକୁ ଆପଣଙ୍କୁ ନିଜ ସଂମ୍ପର୍କ ଉପଯୋଗ କରିବାର ଦରକାର ଅଛି , ଚ୍ୟାଲେଞ୍ଜର ସାମ୍ନା କରିବେ , ଅଧିକା ପ୍ରେସର୍ ଆପଣଙ୍କ ଉପରେ ରହିବ , ବରିଷ୍ଠଙ୍କ ସହ ଆପଣଙ୍କ ସାକ୍ଷାତ ହେବ  ।

୧୧-କୁମ୍ଭ ରାଶି : ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ , ଆପଣଙ୍କ ମନ ପ୍ରସନ୍ନ ରହିବ , ଆର୍ଥିକ ସହାୟତା ପ୍ରାପ୍ତି ହେବ , ମାନସିକ ଚିନ୍ତା ଦୁର ହେବ , ବିବାହର ଯୋଗ ହେଉଛି , ଫିଟନେସ୍ ପାଇଁ ଏକ୍ଟିଭ୍ ହେବା ଦ୍ୱାରା ଶାନଦାର୍ ମଉକା ମିଳିବ , ଯେଉଁ ଉଧାରି ପାଇଁ ଲୋକେ ଆପଣଙ୍କ ପାଖକୁ ଆସିଛନ୍ତି , ତାହାଙ୍କୁ ଅଣଦେଖା କରିବା ଭଲ ହେବ |

୧୨-ମୀନ ରାଶି : ଆଜି ବଡ ନିବେଶ ଉପରେ ବିପଦରୁ ବଞ୍ଚିବା ଭଲ ହେବ , ଆୟ ସ୍ତର ବଢିବ , ବେପାରରେ କିଛି ଭଲ ଆୟୋଜନ ହୋଇପାରେ , ଚାକିରି ପେଶା କ୍ଷେତ୍ରରେ ଗତି ଅର୍ଜିତ୍ କରିବାରେ ଅବସରରେ ଯୁକ୍ତ ରହିବେ , ଗପମାରିବା ଓ ମିଥ୍ୟା ପ୍ରଚାରରୁ ଦୁରେଇ ରୁହନ୍ତୁ , କେଉଁ ଆଧ୍ୟାତ୍ମିକ ଗୁରୁ ବା ବଡ ଆପଣଙ୍କ ସାହାୟତା କରିବେ , ସୁସ୍ଥ୍ୟ ରହିବାପାଇଁ ନିୟମିତ ବ୍ୟାୟାମ୍ କରନ୍ତୁ ।

Leave a Reply

Your email address will not be published. Required fields are marked *