ଆଜିକାଲି ଜିଏବି କେହି ଜିମ ଯିବାକୁ ଲାଗିଲେଣି।ଯଦି ପୁଅ ମାନଙ୍କର ଝିଅ ମାନଙ୍କ ସହିତ ବ୍ରେକପ ହୋଇ ଯାଉଛି ତେବେ ସେମାନେ ରାଗିଯାଇ ଜିମ ଯାଇଥାନ୍ତି।ଏହା ଦ୍ୱାରା ସେମାନେ ନିଜକୁ ଦର୍ଶାଇଥାନ୍ତି କି ମୋ ଭିତରେ କିଛି ଅଛି ।ମୋ ଭିତରେ ଦମ୍ ଅଛି ଇତ୍ୟାଦି ଇତ୍ୟାଦି।ସେମାନେ ଭାବିଥାନ୍ତି କି ଝିଅ ମାନେ ଏହାକୁ ଦେଖି ଆଉଥରେ ଆସି ସେମାନଙ୍କ ପାଖରେ ପ୍ରପୋଜ କରିବେ।କାଳେ କିଛି ଚମତ୍କାର ହୋଇଯିବ।କାଳେ ଝିଅ ମାନେ ଆସି କହିବେ ଆରେ ମୋର ଜାନ ମୋ ପାଖକୁ ଆସିଯା।ଏହା ପଛରେ ଏମିତି କିଛି ଅଛି ଯାହାକୁ ଆମେ ଏଠାରେ ବର୍ଣନା କରିବା।ସବୁଠାରୁ ଏଠାରେ ଆମେ କହିବା ଜିମ ଯିବା ଦ୍ୱାରା ଆମ ମାନଙ୍କର କଣ ସବୁ ଫାଇଦା ହୋଇଥାଏ।ଯଦି ଆପଣ ଏହି ଫାଇଦା ବିଷୟରେ ଜାଣି ନଥିବେ ତେବେ ଆପଣ ଭାବିବେଯେ ଜିମ ଯିବା ଦ୍ୱାରା ଝିଅ ମାନେ ପଟିବେ କି ନାଇଁ।ଜିମ ଯିବା ଦ୍ୱାରା ଆପଣଙ୍କର ପରସନାଲିଟି ବଢିଯାଇ ଥାଏ।ଆପଣ ଅଧିକ ମାତ୍ରାରେ ଆକର୍ଷିତ ଦେଖାଯାଇ ଥାଆନ୍ତି।
ଯଦି ଆପଣଙ୍କ ମୁହଁରେ ବ୍ରଣ ଉଠିଥିବ ତାହା ମଧ୍ୟ ଜିମ ଯିବା ଦ୍ୱାରା ଭଲ ହୋଇଯାଇ ଥାଏ।ଯେତେବେଳେ ଆପଣ ଜିମ କରୁଛନ୍ତି ଆପଣ ସମ୍ପୂର୍ଣ ଭାବରେ ଆକ୍ଟିଭ ହୋଇଯାଇ ଥାଆନ୍ତି।ଆପଣଙ୍କର ଯେଉଁ ସ୍କିନ ଅଛି ତାହା ସମ୍ପୂର୍ଣ ଭାବରେ ଗ୍ଲୋ କରିବାକୁ ଲାଗିଥାଏ।ବହୁତ ହେଲଦି ହୋଇଯାଇ ଥାଏ।ଆପଣ ପୂର୍ବ ଠାରୁ ଭଲ ଦେଖାଯିବେ।ବହୁତ ଉଜ୍ଵଳ ଦେଖାଯିବ ଆପଣଙ୍କର ମୁହଁ ।କାରଣ ଏଥିରେ ଆପଣ ନିଜର ଡାଇଟ ଭଲ କରିଥିବେ।ଏହାପରେ ସବୁଠାରୁ ବଡ ଫାଇଦା ହେଉଛି ଆପଣଙ୍କର ଯେଉଁ ମସଲ ଅଛି ତାହା ଫୁଲିବାକୁ ଲାଗିଥାଏ।ଆପଣ ବହୁତ ଭଲ ଦେଖାଯାଇ ଥାଆନ୍ତି।ଆପଣ ପୂର୍ବ ଠାରୁ ବହୁତ ଫିଟ ହୋଇଯିବେ।ବହୁତ ମାତ୍ରାରେ ଆକ୍ଟିଭ ହୋଇଯିବେ।କଣ ଏହି ସବୁ ଜିନିଷ ଝିଅ ମାନେ ଚାହିଁଥାନ୍ତି।କଣ ସେମାନଙ୍କୁ ଏହା ପସନ୍ଦ ହୋଇଥାଏ।ଏଠାରେ ଝିଅ ମାନଙ୍କୁ ପରସନାଲିଟି ଦରକାର।ଝିଅ ମାନଙ୍କୁ ଭଲ ସ୍କିଲ ଦରକାର।ଫିଟ ପୁଅ ଝିଅ ମାନଙ୍କୁ ଦରକାର ହୋଇଥାଏ।ବଡି ମଧ୍ୟ ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।
ଆମେ ମାନେ ଯେତେବେଳେ ଅସୁବିଧାରେ ନପଡିଛୁ ସେପର୍ଯ୍ୟନ୍ତ ଆମେ ଭଲ କଣ ଖରାପ କଣ ତାହା ଜାଣି ନଥାଉ।ଏଠାରେ ଯଦି ଆମେ ପୂର୍ବରୁ ସବୁ କରିବା ତେବେ ଝିଅ ମାନେ ମନକୁ ମନ ଆସି ଆପଣଙ୍କ ସାଥିରେ ମିଶିବେ।କହିବାକୁ ଗଲେ ଆମକୁ ତୁରନ୍ତ କୌଣସି ପ୍ରକାରରେ ଗୋଟିଏ ଯେପରି ଚାର୍ଜ ଆସିଯାଇ ଥାଏ।ଆରେ ଭାଇ ତମକୁ ପ୍ରଥମେ କଣ ପାଇଁ ଭାବନା ଆସି ନଥାଏ କି ପ୍ରଥମରେ କଣ କରିବା ଦରକାର ବୋଲି।ପ୍ରଥମେ ଝିଅ ମାନେ ପୁଅ ମାନଙ୍କର ମସଲ ଦେଖିଥାନ୍ତି।ତାପରେ ଯାଇ ସେମାନେ ଦେଖିଥାନ୍ତିକି ସେମାନେ ଫୁର୍ତି ଅଛନ୍ତି କି ନାଇଁ।ଯଦି ଆପଣ ଝିଅ ମାନଙ୍କୁ ପଟାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରଥମେ ନିଜର ମସଲ ଉପରେ ଧ୍ୟାନ ଦିଅନ୍ତୁ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।