2

ଶ୍ୱଶୁର ଘର ପାଇଁ ଏହି ରାଶିର ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

RASIPHALA

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ କେବେ ନା କେବେ କୌଣସି ଝିଅର ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଥାଏ ଯେବେ ତାକୁ ନିଜ ବାପା ଘର ଛାଡ଼ି ଅନ୍ୟ ଘରକୁ ମାନେ ବିବାହ କରି ଶଶୁର ଘରକୁ ଯିବାକୁ ପଡିଥାଏ ଏମିତିରେ ସବୁ ଝିଅ ଚାହିଁଥାନ୍ତି ତାକୁ ଭଲ ଶଶୁର ଘର ମିଳୁ।ଯେଉଁ ଘରେ ତାକୁ ସମ୍ମାନ ସହ ସମସ୍ତଙ୍କ ଭଲପାଇବା ମଧ୍ୟ ମିଳୁ ଏହି ପ୍ରକାରର ସ୍ୱପ୍ନ ସବୁ ଝିଅଙ୍କ ଭିତରେ ଥାଏ କି ସେମାନେ ତାଙ୍କ ଶଶୁର ଘରେ ମହାରାଣୀ ଭଳି ରାଜ୍ କରନ୍ତୁ ଏବଂ ବହୁତ ଖୁସିରେ ରୁହନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଶଶୁର ଘରେ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ରାଜ୍ କରିଥାନ୍ତି ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ।

ପ୍ରଥମେ କର୍କଟ ରାଶି ଏହି ରାଶିର ଝିଅ ସ୍ଵଭାବରେ ଭାବୁକ ଏବଂ ଜିଦିଆ ମଧ୍ୟ ହୋଇଥାନ୍ତି।ଏମାନେ ସମସ୍ତଙ୍କୁ ନିଜ ବସ ରେ ରଖିଥାନ୍ତି।ନିଜର ସ୍ୱାମୀଙ୍କୁ ନିଜ ହାତ ମୁଠାରେ ରଖିଥାନ୍ତି ଏବଂ ଘରର ସବୁ ବଡ ବଡ ନିଷ୍ପତି ଏମାନେ ହିଁ ନେଇଥାନ୍ତି।ଭଲପାଇବା ଦ୍ୱାରା ନଚେତ ଜିଦି କରି ସମସ୍ତଙ୍କୁ ମନେଇନେଇଥାନ୍ତି ଏହି ରାଶିର ଝିଅମାନେ ଏବଂ ଶଶୁର ଘରେ ପୁରା ରାଜ୍ କରିଥାନ୍ତି।ଦ୍ଵିତୀୟରେ ସିଂହ ରାଶି ଏହି ରାଶିର ଝିଅ ଜନ୍ମରୁ ହିଁ ମୁଖିଆ ଶ୍ରେଣୀର ହୋଇଥାନ୍ତି ଏମାନଙ୍କୁ କାହା ଆଗରେ ମୁଣ୍ଡ ନୁଆଁଇବା ପସନ୍ଦ ନୁହେଁ ଏହି ରାଶିର ଝିଅମାନଙ୍କ ପତି ଏମାନଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ଯଦି କେବେ କିଛି ସମସ୍ୟା ଆସେ ତେବେ ଏମାନେ ସବୁ କିଛି ସମ୍ଭାଳିବାର କ୍ଷମତା ରଖିଥାନ୍ତି ସର୍ବଗୁଣ ସମ୍ପନ୍ନ ହେବା ସହିତ ଏମାନେ ସବୁବଳେ ଶଶୁର ଘରେ ରାଜ୍ କରିଥାନ୍ତି।

rasi4
ତୃତୀୟରେ କନ୍ୟା ରାଶି ଏହି ରାଶିର ଝିଅଙ୍କୁ ତାଙ୍କ ପତିକୁ କଥାରେ ମନେଇବା ବହୁତ ଭଲରେ ଜଣାଥାଏ ଏହାଛଡା ନିଜ ପତିକୁ ସବୁବେଳେ ନିଜ କାବୁରେ ରଖିଥାନ୍ତି ଯଦି ପତି ଏମାନଙ୍କ କଥା ଶୁଣେ ନାହିଁ ତେବେ ଏମାନେ ତାଙ୍କୁ ଆବେଗପ୍ରବଣ ଭାବରେ ଧମକେଇ ଥାଆନ୍ତି ନିଜ ପତିକୁ ନେଇ ଏମାନେ ବହୁତ ସତର୍କ ରହିଥାନ୍ତି ଏହି କାରଣରୁ ସେ ଶଶୁର ଘରେ ରାଣୀ ଭଳି ରହିଥାନ୍ତି ଏବଂ ଶଶୁର ଘରେ ସମସ୍ତଙ୍କ ଉପରେ ରାଜ୍ ଚଳେଇଥାନ୍ତି।ଚର୍ତୁଥରେ ବିଛା ରାଶି ଏହି ରାଶିର ଝିଅମାନେ ବହୁତ ଚାଲାକ ହୋଇଥାନ୍ତି ଜୀବନରେ ଯେତେ ବି ସମସ୍ୟା ଆସୁନା କାହିଁକି ନିଜ ପଟେ କାହାକୁ ନା କାହାକୁ ରଖିଥାନ୍ତି ସେହି ସମସ୍ୟାର ସମାଧାନ କରିବାପାଇଁ ସବୁ କାମକୁ ନିଜ ହାତ ମୁଠାରେ ରଖିଥାନ୍ତି।

girllll
ଏମାନଙ୍କ ସହ କିଏ ଯଦି କେବେ ବି ଖରାପ ବ୍ୟବହାର କରିଥାଏ ତେବେ ଏମାନେ ତାର ପ୍ରତିଶୋଧ ନିଶ୍ଚୟ ନେଇଥାନ୍ତି ଏମାନଙ୍କ ପତି ଏମାନଙ୍କୁ କେବେ ବି ବୁଝିପାରିନଥାଏ କେବେଳ ଏମାନଙ୍କ ସହ ସବୁବେଳେ ରହିଥାଏ ତେଣୁକରି ଶଶୁର ଘରେ ଏମାନଙ୍କ କଥା ହିଁ ରଖାଯାଇଥାଏ ଏବଂ ଶଶୁର ଘରେ ସବୁବେଳେ ରାଜ୍ କରିଥାନ୍ତି।ପଞ୍ଚମରେ ଧନୁ ରାଶି ଏହି ରାଶିର ଝିଅମାନଙ୍କ ମଧ୍ୟରେ ଅଦ୍ଭୁତ ଜ୍ଞାନ ରହିଥାଏ ଏହି ଜ୍ଞାନ ମାଧ୍ୟମରେ ପୁରା ପରିବାରକୁ ନିଜ ବସରେ ରଖିଥାନ୍ତି।

ଯଦି କୌଣସି କଥାରେ ଲାଗିଛନ୍ତି ତେବେ ତାହାକୁ ପୁରା ନ କରିବା ଯାଏଁ ଶାନ୍ତିରେ ବସନ୍ତି ନାହିଁ।ଏମାନଙ୍କ ପତି ବି ଏମାନଙ୍କ ଜ୍ଞାନ ଆଗରେ ମୁଣ୍ଡ ନୁଆଇଁ ରହିଥାଏ ଏବଂ ତା ପତ୍ନୀର ସବୁ କଥା ଶୁଣିଥାଏ।ଏମାନେ ପରିବାରର ସବୁ ସଦସ୍ୟଙ୍କୁ ସାଙ୍ଗରେ ନେଇ ଚାଲିବା ବା ଚାଳିବାରେ ବିଶ୍ୱାସ ରଖିଥାନ୍ତି ଏହି କାରଣରୁ ଶଶୁର ଘର ଲୋକ ଏମାନଙ୍କର ବହୁତ ପ୍ରଶଂସା କରିଥାନ୍ତି ଏବଂ ଶଶୁର ଘରେ ବହୁତ ଖୁସିରେ ରହିବା ସହିତ ଶଶୁର ଘରେ ରାଜ୍ କରିଥାନ୍ତି ଏହି ରାଶିର ଝିଅମାନେ।ମୁଁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *