ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଏକ ଏମିତି ଗ୍ରନ୍ଥ ଅଟେ ଯେଉଁ ଥିରେ ଜିବନ କୁ ସରଳ ଏବଂ ସଫଳ ବନେଇବାର ଉପାୟ ବିଷୟ ରେ କୁହାଜାଇ ଅଛି । ଏହି ଥିରେ ଆମ ମାନଙ୍କୁ ନିତି ଶିକ୍ଷା ଦିଆ ଜାଇଅଛି । ଚାଣକ୍ୟ ଜଣେ ମହାନ ଜ୍ଞ୍ୟାନୀ ଥିଲେ , ଯିଏ ନିଜର ନିତି ନିୟମ ମାଧ୍ୟମ ରେ ଚନ୍ଦ୍ରଗୁପ୍ତ ଙ୍କୁ ରାଜା ଙ୍କ ସିଂହାଶନ ରେ ବସେଇ ଥିଲେ ,ତେବେ ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଚାଣକ୍ୟ ନିତି ବିଷୟ ରେ କହିବୁ ଜାହାକୁ ଆପଣ ମାନେ ଜାଣି ନିଶ୍ଚିତ ଭାବେ ନିଜର ଜିବନ ବାଟ ରେ ସଫଳତା ପାଇ ପାରିବେ ।
ଆମେ ଆଜି ଯେଉଁ ବିଷୟ ରେ କଥା ହେବାକୁ ଚାହୁଁଛୁ ତାହା ଆପଣଙ୍କ ନିଦ ସହିତ ଯୋଡିତ ଅଟେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଏ କି କୈଣସି ବ୍ୟକ୍ତି ର ନିଦ ଭୋର 3 ରୁ 5 ଟା ଭିତରେ ରେ ଭାଙ୍ଗି ଜାଇ ଥାଏ ତେବେ ଏହାର ପଛରେ କୈଣସି ନା କୈଣସି ଦୈବ୍ୟ ଶକ୍ତି ଇସାରା ଲୁଚି ରହିଥାଏ । ଏବଂ ଏହା ଆପଣ ମାନଙ୍କ ପାଇଁ କିଛି ଇସାରା ବୋଲି ମାନନ୍ତି ହେଲେ ଏହି କଥା ରେ କେତେ ପରିମାଣ ରେ ସତ ଲୁଚି କରି ରହିଛି ତାହା ଜାଣିବା ।
ତେବେ ବହୁତ ସମୟ ରେ ଆମର ରାତି ମଝି ର ନିଦ ଭାଙ୍ଗି ଜାଇଥାଏ ହେଲେ ଏହି ଥିରେ ଆମେ ମାନେ ଏହି ବିଷୟ ରେ କିଛି ବି ଚିନ୍ତା କରନ୍ତି ନାହିଁ । ବନ୍ଧୁଗଣ ସକାଳ 3 ରୁ 5 ମଧ୍ୟର ସମୟ କୁ ବ୍ରହ୍ମ ମୂହୁର୍ତ୍ୱ ବୋଲି କହିଥାନ୍ତି , ଏହିଥି ପାଇଁ ବହୁତ ଗୁଡିଏ ଆଲୋକିୟ ଶକ୍ତି ପ୍ରଭାବ ଥାଏ ସେମିତି ବେଳେ ଏହା ଆପଣ ମାନଙ୍କୁ କିଛି ଶୁଭ ସଂଙ୍କେତ ଦେବାର ସମୟ ଥାଏ ।
ଯଦି ଆପଣ ମାନଙ୍କ ନିଦ ଏମିତି ଭାବେ ଭାଙ୍ଗି ଜାଉଛି ତେବେ ଆପଣ ମାନଙ୍କ ଘରେ ଧନ ସଂମ୍ପତୀ ବୃଦ୍ଧି ହେବାର ରହିଛି । ଏବଂ ଆପଣ ମାନଙ୍କ ଜିବନ ରେ ସଫଳତା ମିଳିବାର ରହିଛି , ସେହି ପରି ଆମେ ମାନଙ୍କ ନିଦ ଏହି ସମୟ ରେ ଭାଙ୍ଗିବାର ମାନେ ଆମର ସ୍ୱାସ୍ଥ୍ୟ ଭଲ ରହିଛି ଆମ ମାନଙ୍କୁ ଭଲ ସ୍ୱାସ୍ଥ୍ୟ ପାଇଁ ଏହି ସମୟ ରେ ଉଠିବା ଉଚିତ୍ ।
ଏବଂ ଏହି ପରି ଲୋକ ମାନେ ଏହି ସମୟ ରେ ଉଠିଲେ ସେମାନେ ପ୍ରକୃତି ର ବି ଆନନ୍ଦ ନେଇଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।