ଆସନ୍ତୁ ଜାଣିବା ଆଜି ଜଣେ ପୁଅ ଜଣେ ଝିଅକୁ କିସ କରିବା ସମୟରେ କେଉଁ କେଉଁ ଅଙ୍ଗକୁ ଛୁଇଁବା ଦରକାର।ଯାହା ଦ୍ୱାରା ପୁଅ ଏବଂ ଝିଅଙ୍କ ଭିତରେ ସମ୍ପର୍କ ମଝବୁତ ହୋଇଥାଏ ।ସାଧାରଣତଃ ଯେତେବେଳେ ପୁଅ ମାନେ ଝିଅ ମାନଙ୍କୁ ବା ତାଙ୍କର ପାଟନରଙ୍କୁ କିସ କରନ୍ତି ସେମାନେ ସେହି ସମୟରେ ବହୁତ ଅଧିକ ଆକର୍ଷିତ ହୋଇଯାଇ ଥାଆନ୍ତି।ଏହି ସମୟରେ ପୁଅ ମାନେ ଅଧିକ ମାତ୍ରାରେ ଆଗ୍ରହ ହୋଇ ସେମାନଙ୍କର ପାଟନରଙ୍କ ଭୁଲ ଜାଗାରେ ଛୁଇଁ ଥାଆନ୍ତି ଏବଂ ଭୁଲ ଜାଗାରେ କିସ ମଧ୍ୟ କରିଥାନ୍ତି।ଏହିସବୁ କାମ ପାଇଁ ଝିଅ ମାନେ ବହୁତ ଖରାପ ଭାବିଥାଆନ୍ତି। ସେମାନେ ଜମା କମ୍ପଟ ହୋଇ ପାରନ୍ତି ନାହିଁ।ସେମାନେ କିସ କରିବା ସମୟରେ ଜମାବି ଖୁସି ଅନୁଭବ କରି ପାରନ୍ତି ନାହିଁ।ଏବେ ଆମେ ଜାଣିବା କିସ କରିବା ସମୟରେ ଝିଅ ମାନଙ୍କର କେଉଁ ଜାଗାକୁ ସ୍ପର୍ଶ କରିବା କରକାର ଏବଂ ତାଙ୍କୁ ଯେପରି ଖରାପ ଲାଗିବ ନାହିଁ। ଏହା କଲେ ସେହି ଝିଅ ସହିତ ଅଧିକ ସମୟ ପର୍ଯ୍ୟନ୍ତ କିସ କରିବା ସହିତ ସେ କିସର ଆନନ୍ଦ ମଧ୍ୟ ନେଇ ପାରିବ।
ଆପଣ ମାନେ ଯେତେବେଳେ ଆପଣଙ୍କ ପ୍ରେମିକା ମାନଙ୍କୁ କିସ କରୁଛନ୍ତି ସେତେବେଳେ ଆପଣ ତାଙ୍କର ବେକକୁ ବା ବେକର ଆଖପାଖରେ କିସ କରି ପାରିବେ ଏବଂ ଛୁଇଁ ପାରିବେ।ଏହି ଜାଗାକୁ କିସ କରିବା ଦ୍ୱାରା ଝିଅ ମାନଙ୍କୁ ବହୁତ ଭଲଲାଗି ଥାଏ।ଏହା କରିବା ଦ୍ୱାରା ସେହି ଝିଅଟି ଆପଣଙ୍କ ସହିତ ସମ୍ପୂର୍ଣ ଭାବରେ କମ୍ପଟ ଅନୁଭବ କରିବ।ଆପଣଙ୍କ ସହିତ କିସ କରିବାରେ ଆଗ୍ରହ ପ୍ରକାଶ କରିବ।ଏମାନେ ଆପଣଙ୍କ ସହିତ ରୋମାନ୍ସ କରିବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ଏଞ୍ଜୟ କରିପାରିବ।ତେଣୁ ଯେବେବି ଆପଣ ଝିଅଙ୍କୁ କିସ କରୁଛନ୍ତି ତାର ବେକ କିମ୍ବା ବେକର ଆଖପାଖରେ କିସ କରନ୍ତୁ।କିସ କରିବା ସମୟରେ ଆପଣ ସେମାନଙ୍କର ଗାଲକୁ କିସ କରିବେ।ସେମାନଙ୍କର ଗାଲକୁ କିସ କରିବା ଦ୍ୱାରା ବା ଛୁଇଁବା ଦ୍ୱାରା ସେମାନେ ଭାବନ୍ତି କି ଆପଣ ସେମାନଙ୍କୁ ବହୁତ ଭଲପାଉଛନ୍ତି ବୋଲି।ଏହା କରିବା ଦ୍ୱାରା ସେମାନଙ୍କର ଆପଣ ମାନଙ୍କ ପ୍ରତି ଥିବା ପ୍ରେମ ବହୁତ ପରିମାଣରେ ବଢିଯାଇ ଥାଏ।
ଏହା କରିବା ଦ୍ୱାରା ସେମାନେ ଆପଣଙ୍କ ସହିତ କିସ କରିବାର ଆନନ୍ଦ ମଧ୍ୟ ନେଇଥାନ୍ତି।ଏହି ସମୟରେ ସେମାନେ ଆପଣଙ୍କ ସହିତ ବହୁତ କମ୍ପଟ ଅନୁଭବ କରିଥାନ୍ତି।ଯେତେବେଳେ ଆପଣ ନିଜର ପ୍ରେମିକା ମାନଙ୍କୁ କିସ କରୁଛନ୍ତି ସେତେବେଳେ ଆପଣ ସେମାନଙ୍କୁ ହାଲକା ଭାବରେ ହଗ କରି କିସ କରିବେ।ଏଭଳି କରିବା ଦ୍ୱାରା ତାକୁ ବହୁତ ଭଲ ଲାଗିଥାଏ ଏବଂ ସେ ନିଜକୁ ବହୁତ ସୁରକ୍ଷା ଅନୁଭବ କରିଥାଏ।ହଗ କରିବା ସମୟରେ ଯେପରି ଆପଣଙ୍କର ଫୋକସ କିସ ଉପରେ ଥିବା ଦରକାର।ଯାହା ଦ୍ୱାରା ଝିଅଟି ଆପଣଙ୍କ ପ୍ରତି ବହୁତ ଇଣ୍ଟରେଷ୍ଟ ହୋଇଯିବ ଏବଂ ଆପଣଙ୍କୁ ଜୀବନ ଠାରୁ ଅଧିକ ଭଲପାଇବ।କିସ କରିବା ସମୟରେ ଆପଣ ଝିଅଟିର ଅଣ୍ଟାକୁ ଧରିବା ଦରକାର।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।