ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାରେ ବାର ମାସରେ ତେର ପର୍ବ। ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ । ଏହି ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରଥାନ୍ତି। ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହିତ ସୁସ୍ଥ ଏବଂ ନିରୋଗ ରହିବା ପାଇଁ ପ୍ରତିଟି ସଧବା ଓଡ଼ିଆଣୀ ଏହି ପର୍ବଟିକୁ ପାଳନ କରିଥାନ୍ତି ।
ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ନିଜର ଇହ କାଳ ଓ ପରକାଳର ଦେବତା ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜର ମନର ମଣିଷକୁ ସମର୍ପିତ କରି ଦେଇଥାନ୍ତି । ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରିଥାନ୍ତି । ମାନ୍ଯତା ଅନୁଯାୟୀ ଆଜିର ଦିନରେ ସାବିତ୍ରୀ ଯମରାଜଙ୍କ ଠାରୁ ସତ୍ୟବାନଙ୍କ ଜୀବନ ଛଡ଼ାଇ ଆଣିଥିଲେ । ତେଣୁ ନିଜର ସ୍ୱାମୀଙ୍କ ଶରୀର ନିରୋଗ ରଖିବା ସହିତ ଜୀବନକୁ ଦୀର୍ଘ କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଏହା ସହିତ ଦିନ ତମାମ୍ ଉପବାସ ରହି ନୂଆ ବସ୍ତ୍ର ପରିଧାନ କରିଥାନ୍ତି ପ୍ରତ୍ୟେକ ସଧବା ମହିଳା। ଆଜିର ଦିନରେ ଏଭଳି ବ୍ରତ କରିବା ପରେ ବେଶ୍ ଆତ୍ମସନ୍ତୋଷ ମିଳିଥାଏ ବୋଲି ବ୍ରତଧାରୀ କହିଛନ୍ତି । ତେବେ ଏହି ପରିସ୍ଥିତିରେ 4ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ,
ମେଷ ରାଶି
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଶୁଭ ସଂଯୋଗ ଅତ୍ୟନ୍ତ ଶୁଭ ଦାୟକ ରହିବ । ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ । ନୂଆ ନୂଆ ଅବସର ଆପଣଙ୍କ ସାମ୍ନାକୁ ଆସିବ । ଆପଣ ଉନ୍ନତି କରିବେ । ନୂଆ ନୂଆ ମିତ୍ର କରିବେ । ଯାହାକି ଆପଣଙ୍କ ପାଇଁ ଲଭଦାୟକ ହେବ । ଏମାନେ ଆପଣଙ୍କୁ ସଠିକ ଦିଗ ମଧ୍ୟ ଦେଖାଇବେ । ବ୍ୟାପାର ବାଣିଜ୍ୟ କରୁଥିବା ଲୋକମାନଙ୍କ ସମୟ ଅତ୍ୟନ୍ତ ଶୁଭ ରହିବ ।
କନ୍ୟା ରାଶି
ଏହି ରାଜଯୋଗ ଏମାନଙ୍କୁ ଶୁଭଫଳ ଦେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ଦାମ୍ପତ୍ୟ ଜୀବନରେ ଥିବା ସବୁ ସମସ୍ୟା ଦୂର ହେବ । ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ । ଆପଣଙ୍କୁ ଆପଣଙ୍କ ବନ୍ଧୁ ଓ ସାଥିଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ଭାଗ୍ୟର ସାଥ ମିଳିବା ଦ୍ଵାରା ଆପଣ ଉନ୍ନତିର ରାସ୍ତାରେ ବଢି ଚାଳିବେ ।
ସିଂହ ରାଶି
ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ଯୋଜନା କରୁଛନ୍ତି ତେବେ ତାକୁ କାର୍ଯ୍ୟକାରୀ କରନ୍ତୁ । ଆପଣଙ୍କୁ ସଫଳତା ମିଳିବ ନିଶ୍ଚିତ । ଏହି ସମୟରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ରହିବ । ଚାକିରି ଓ ବ୍ୟାପାର କରୁଥିବା ଲୋକମାନଙ୍କୁ ଲାଭ ହିଁ ଲାଭ ମିଳିବ । ଯଦି ଆପଣ ପ୍ରମୋଶନର ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ମିଳିପାରେ । ଲୋକମାନେ ଆପଣଙ୍କ ଠାରୁ ମାର୍ଗଦର୍ଶନ ପାଇବେ । ଆପଣ ଏହି ସମୟରେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରିବେ ।
ତୁଳା ରାଶି
ଆପଣଙ୍କୁ ବର୍ତ୍ତମାନ ସମୟରେ ଜୀବନର ସବୁଠୁ ବଡ ଧନଲାଭ ମିଳିବ । ବ୍ୟାପାର କରୁଥିବା ଲୋକମାନଙ୍କୁ ବି ଧନଲାଭ ହେବ । ଏହି ରାଜଯୋଗ କାରଣରୁ ଆପଣଙ୍କ ଜୀବନର ସବୁ କଷ୍ଟର ଅନ୍ତ ହେବ । ଭାଗ୍ୟ ଓ ସମୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ମିଳିବ । ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ହିଁ ସଫଳତା ମିଳିବ । ଆସନ୍ତା ସମୟ ଆପଣଙ୍କ ପାଇଁ ଭଲ ରହିବ ।
କୁମ୍ଭ ରାଶି
ଆପଣଙ୍କର ସମୟ ବହୁତ ଶୁଭ ରହିବ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟାପାର ବାଣିଜ୍ୟ ମାମଲାରେ ଆପଣ ଆଗକୁ ବଢିବେ । ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତି ଓ ଦରମା ବୁଦ୍ଧି ହୋଇପାରେ । ଆପଣଙ୍କ ଉପରେ ମାତା ଲାକ୍ଷ୍ମୀ ପ୍ରସନ୍ନ ରହିଛନ୍ତି ।
ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |