କାହା ପ୍ରେମରେ ପଡିବା ପୂର୍ବରୁ ଆପଣଙ୍କ ଜାଣିବା ର ଆବଶ୍ୟକତା ରହିଛି ଯେ ସେ ମଣିଷ ଯାହାଙ୍କୁ ଆପଣ ଭଲ ପାଉଛନ୍ତି ସେ ଭଲ କି ଖରାପ।ଏହିପରି ଏକ ଟ୍ରିକ୍ ଅଛି ଯାହାକୁ ଆପଣ ଯଦି ନିଜ ରିଲେସନଶିପରେ ପ୍ରୟୋଗ କରିବେ ଆପଣ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର ଭଲ କି ଖରାପ।ଏହା ଆପଣଙ୍କୁ କଷ୍ଟଦାୟକ ମଧ୍ୟ ଲାଗିପାରେ।ମାତ୍ର ଏହାକୁ ଆପଣ ଅତ୍ୟନ୍ତ ସହଜରେ ମଧ୍ୟ କରିପାରିବେ।ଅନେକ ରିଲେସନଶିପ ରେ ଦେଖାଯାଏ କି ସାମ୍ନାବାଲା ଏକ ଫେକ୍ ଇମେଜ ଦେଖେଇଥାଏ।ସେ ଯାହା ଦେଖେଇଥାଏ ଆମେ ସେଇଆ ଦେଖିଥାଉ।କିନ୍ତୁ ଯଦି ଆପଣ ଏକ ଜୀବନସାଥି ଖୋଜୁଛନ୍ତି ତେବେ ଆପଣଙ୍କୁ ତାହା ବିଷୟରେ ସବୁ କିଛି ଜାଣିବାର ଆବଶ୍ୟକତା ରହିଛି।ତେଣୁ ଜାଣିବା ପାଇଁ ଏକ ଟ୍ରିକ୍ ର ପ୍ରୟୋଗ କରିବା ଅଛି।ତେଣୁ ଆସନ୍ତୁ ଜାଣିବା ଏହି ଟ୍ରିକ୍ ବିଷୟରେ।
ରିଲେସନଶିପରେ ଆପଣ ନିଜ ପାର୍ଟନର୍ ଙ୍କୁ ପୂର୍ଣ ସ୍ୱାଧୀନତା ଦେଇଦିଅନ୍ତୁ।ଏହା ତ କିଛି କଷ୍ଟକର ନୁହେଁ।କିନ୍ତୁ ପୂର୍ଣ୍ଣସ୍ୱାଧୀନତା ଦେଇସାରିଲାପରେ ଆପଣଙ୍କୁ କିଛି କଷ୍ଟ ହେବ।ଯଦି ଆପଣ ଭଲ ରେଜଲ୍ଟ ଦେଖିବାକୁ ଚାଂହୁଛନ୍ତି ତେବେ ଆପଣ ୧ ମାସ ପର୍ଯ୍ୟନ୍ତ ଆପଣ ନିଜ ପାର୍ଟନରଙ୍କୁ ପୂର୍ଣ ସ୍ୱାଧିନତା ଦେଇଦିଅନ୍ତୁ।ତାହା ଉପରେ କୌଣସି ପ୍ରତିବନ୍ଧକ ଲଗାନ୍ତୁ ନାହିଁ।କିନ୍ତୁ ଯଦି ଆପଣଙ୍କ ଲାଇଫ ପାର୍ଟନରର୍ ଜୀବନପ୍ରତି ବିପଦ ରହିଛି ତେବେ ଆପଣ ପ୍ରତିବନ୍ଧକ ଲାଗେଇପାରିବେ।ତେଣୁ ଆସନ୍ତୁ ଜାଣିବା ଯେ ଏହା ପଛର ବୈଗାନିକ କାରଣ କଣ।
ଯେତେବେଳେ ଆପଣ ଜଣଙ୍କୁ ପୂର୍ଣ୍ଣସ୍ୱାଧୀନତା ଦେବେ,ତେବେ ସେହି ମଣିଷ ନିଜର ଇଚ୍ଛା ଅନୁସାରେ ସମସ୍ତ କାମ କରିବ।କିନ୍ତୁ ଯଦି ଆପଣ ତାକୁ ନିୟନ୍ତ୍ରଣରେ ରଖିବେ ତେବେ ସେ ସେହି କାମ କରିବ ଯାହା ଆପଣ ଦେଖିବାକୁ ଭଲ ପାଆନ୍ତି ଏବଂ ଯାହା ଆପଣଙ୍କୁ ଭଲ ଲାଗେ।କିନ୍ତୁ ଆପଣଙ୍କ ପଛରେ ସେ କଣ କରୁଛି ଆପଣ ଜାଣିପାରିବେ ନାହିଁ।ଜଣଙ୍କୁ ଲଗାମଛଡା ଭାବେ ଛାଡିବାପରେ ତାର ସତ ଚେହେରା ଆପଣ ଦେଖିପାରିବେ।ଆପଣଙ୍କ ରିଲେସନଶିପ ଟକସିକ ଫ୍ରି ହେଇଯିବ।ଏହା ଦ୍ବାରା ଆପଣଙ୍କ ପାର୍ଟନର ନିଜକୁ ଆପଣଙ୍କ ପାଖରେ ତ୍ୟାଗ କରିଦେବ।ତେଣୁ ରିଲେସନଶିପ ରେ କାହାକୁ କଣ୍ଟ୍ରୋଲ କରିବେ ନାହିଁ।ସେମାନଙ୍କୁ ପୂର୍ଣ୍ଣସ୍ୱାଧୀନତା ଦେବାର ଅଛି।ଏହା ଦ୍ଵାରା ତାର ମଧ୍ୟ ଆପଣଙ୍କ ଉପରେ ବିଶ୍ୱାସ ଆସିବ।ସେ ଆପଣଙ୍କ ସମସ୍ତ କଥା ଶୁଣିବ।ଆପଣଙ୍କ ରିଲେସନଶିପ ଆହୁରି ଦୃଢ ହେବ।ଆପଣ ତାହାକୁ ନିଜର ଜୀବନ ସାଥି ଭାବେ ମଧ୍ୟ ବାଛିପାରିବେ ଏବଂ ଉଭୟ ସୁଖର ଜୀବନ ଅତିବାହିତ କରିବେ।
ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।