ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଏକ ସ୍କୁଲ ଝିଅ ପିଲାଙ୍କ ନାଚ ଭାଇରାଲ ହେବାରେ ଲାଗିଛି ,
ତେବେ ବନ୍ଧୁଗଣ ଆପଣ ତ ଅନେକ ସମୟରେ ସ୍କୁଲ ପିଲାଙ୍କ ପ୍ରେମ କାହାଣୀ ଶୁଣିଥିଵେ , ଏବଂ କେଉଁ କେଉଁ ଜାଗାରେ ଏମାନେ ଫଶି ଯାଆନ୍ତି ଏହା ମଧ୍ୟ ଜାଣିଥିଵେ , ତେବେ ଆଜ ଆମେ ଆପଣଙ୍କୁ ଏପରି ଏକ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସ୍କୁଲ ଝିଅର ପ୍ରେମ କାହାଣି ସାମ୍ନାକୁ ଆସିଛି , କିନ୍ତୁ ଫଶିଯାଇଛି ଏମିତି କିଛି ଜାଗାରେ , ଭିଡିଓଟି ଆସିଛି ଵିହାରର ଏକ ଛୋଟ ଗ୍ରାମରେ ଯେଉଁଠାରେ ଗୋଟିଏ ଝିଅ ସ୍କୁଲରେ ପଢୁଥିବା ସମୟରେ ଏକ ପୁଅ ପ୍ରେମରେ
ପଡ଼ିଥିଲା ଏବଂ ତାକୁ ଦେଖା କରିବା ପାଇଁ ରାସ୍ତା ଉପରକୁ ଆସିଥିଲା ଏବଂ ସେଠାରେ ପ୍ରେମୀ ଯୁଗଳ ଦେଖା ମଧ୍ୟ ହୋଇଥିଲେ କିନ୍ତୁ ଏହା କିଛି ଗାଁ ଲୋକଙ୍କ ନଜରରେ ଆସିଯାଇଥିଲା ଏବଂ ଗାଁ ଲୋକେ ସେମାନଙ୍କୁ ସେଠାରେ ବାନ୍ଧି ଦେଇଥିଲେ , ଓ ସେମାନଙ୍କ ଭିଡିଓ କରି ଭାଇରାଲ କରିଦେଇଥିଲେ ଯାହା ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ତେବେ ପ୍ରେମ କରିବା ସ୍କୁଲ ଝିଅକୁ ମହଙ୍ଗା ପଡ଼ିଛି , ତେଣୁ ଆପଣମାନେ ଯଦି ଏପରି କିଛି ଦେଖୁଛନ୍ତି ତେବେ ନିଶ୍ଚିତ ଆପଣ ଜଣାନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |
ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |