6

ମନ୍ଦିରରୁ କେବଳ ଏହି ଗୋଟିଏ ଜିନିଷ ଘରେ ଆଣି ରଖନ୍ତୁ,24 ଘଣ୍ଟାରେ ଚମତ୍କାର ଦେଖିବେ – ଭାଗ୍ୟ ପରିବର୍ତ୍ତନ ହୋଇଯିବ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ମନ୍ଦିର କୁ କେବଳ ଗୋଟିଏ ଜିନିଷ ଘରେ ଆଣି ରଖନ୍ତୁ 24 ଘଣ୍ଟା ରେ ଚମତ୍କାର ଦେଖିବେ । ଭାଗ୍ୟ ପରିବର୍ତନ ହୋଇଯିବ । ବନ୍ଧୁଗଣ ମନ୍ଦିର ଆଶା ର କେନ୍ଦ୍ର ଅଟେ । ମନ୍ଦିରକୁ ଗଲେ ମନକୁ ଶାନ୍ତି ମିଳେ ଆତ୍ମାକୁ ତୃପ୍ତି ମିଳିଥାଏ। ମନ୍ଦିରରେ ଥିବା ପ୍ରତ୍ୟକ ବସ୍ତୁ ପଜିଟିଭ ଏନର୍ଜୀ କାରଣରୁ ଜାଗ୍ରତ ରହିଥାଏ। କାରଣ ମନ୍ଦିରରେ ମନ୍ତ୍ର ଜପ ଧୂପ ଦୀପ କାରଣରୁ ପଜିଟିଭ ଏନର୍ଜୀ ସବୁଠାରୁ ଅଧିକ ଥାଏ।

ଆଜିର ପୋଷ୍ଟରେ ଆମେ ଜାଣିବା ମନ୍ଦିରରେ କଣ ସେହି ଜିନିଷ ଆଣିଲେ ଭାଗ୍ୟ ଚମିକିବ। ଆପଣ ମାନେ ମନ୍ଦିର ରୁ ଯେଉଁ ଜିନିଷ ଆଣିବେ ମନ୍ଦିର ର ପୂଜାରୀ ଠାରୁ ଅନୁମତି ନେଇ ଆଣିବେ । ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ବିଷୟ ରେ କହିବା ପାଇଁ ଯାଉଛୁ । ଜାହାକୁ ଆପଣ ମାନେ ଆଣଇ ଘରେ ସ୍ଥାପନା କରିଲେ ଜିବନ ରେ କୈଣସି ବି ସମସ୍ୟା ରହିବ ନାହିଁ । ଯେକୈଣସି ସମ୍ବଦ୍ଧିୟ ହେଉ ଧନ ସମ୍ଵଦ୍ଧିତ ହେଉ କିମ୍ବା ଜବ ସମ୍ବଦ୍ଧିତ ହେଉ କି ଗ୍ରହ ନକ୍ଷତ୍ର ପୀଡା ହେଉ କିମ୍ବା ବ୍ୟବସାୟ ସମଦ୍ଧିୟ। ସବୁ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା କଣ ସେହି ଜିନିଷ।

Temple

ପ୍ରଥମେ ହେଲା ଯେତେ ବେଳେ ମନ୍ଦିର ଯିବେ ସେହି ସମୟ ରେ ମନ୍ଦିର ରେ ଥିବା ଧୂପ ଭଷ୍ମ ଆଣି ଘରେ ଛିଞ୍ଚନ୍ତୁ । କାରଣ ଏହା ମନ୍ଦିର ରେ ରହୁ ଥିବାରୁ ଏହି ଥିରେ ପଜେଟିବ ଉର୍ଜା ଭରପୁର ରହିଥାଏ । ତେଣୁ ଘରେ ଏହାକୁ ଛିଞ୍ଚଲେ ମାତା ଲକ୍ଷ୍ମୀ ଙ୍କ ଅଗ୍ରସର ହୁଏ ।

ଦ୍ୱତୀୟ ରେ ମନ୍ଦିର ରେ ଚଢାଜାଉ ଥିବା ନଡିଆ ବା କପଡା ରହିଥାଏ । ତାକୁ ପଣ୍ଡିତ କୁ ପଇସା ଦେଇ କରି ଆଣନ୍ତୁ । ସେହି ନଡିଆ କୁ ବାନ୍ଧି କରି ଘରର ମୂଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ଙ୍କ ଅଗ୍ରସର ହୋଇଥାଏ ।

Temple puja

ତୃତୀୟରେ ମନ୍ଦିରକୁ 15 ଦିନରେ ଥରେ କିମ୍ବା ମାସକୁ ଥରେ ଯାଇ କରି ହଳଦିଆ କିମ୍ବା ଲାଲି ସୁତା ବାନ୍ଧି କରି ଆସନ୍ତୁ। ଏହା ସର୍ବଦା ଆପଣଙ୍କୁ ରକ୍ଷା କରିବ। ଦୁର୍ଘଟଣା ରୋଗରୁ ରକ୍ଷା କରିବ।

ଚତୁର୍ଥ ରେ ମନ୍ଦିର ରେ ଯେଉଁ ଚନ୍ଦନ ତୀଳକ ଥିବ ତାକୁ ଆଣନ୍ତୁ । ଏହାକୁ ପ୍ରତି ଦିନ ମସ୍ତକ ରେ ଲଗେଇଲେ ଭାଗ୍ୟ ପରିବର୍ତନ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *