ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେବ ଦେବ ମହାଦେବ ଯେତେ ଜଲ୍ଦି ନିଜର ଭକ୍ତ ଙ୍କ ଉପରେ ପ୍ରଶନ୍ନ ହୁଅନ୍ତି । ସେତେ ଜଲ୍ଦି କ୍ରୋଧିତ ହୁଅନ୍ତି । ହେଲେ ସବୁ ସମୟ ରେ ପ୍ରୟତଃ ମହାଦେବ ପ୍ରଶନ୍ନ ଅବସ୍ଥା ରେ ହିଁ ରହିଥାନ୍ତି । ଯଦି ମହାଦେବ ଙ୍କ କୃପା କେଉଁ ଭକ୍ତ ଉପରେ ପଡେ ତେବେ ଆସୁଥିବା ସବୁ ଅସୁବିଧା ଦୂର ହୁଏ । ତେବେ ଆମେ ଆଜି ଆପଣ ମାନଙ୍କୂୁ ଏମିତି 5 ଗୋଟି ନାମର ଲୋକ ମାନଙ୍କ ବିଷୟ ରେ କହିବୁ ଯେଉଁମାନେ ମହାଦେବ ଙ୍କ ଅଂଶ ମନାଯାଏ ।
ପ୍ରଥମେ A ନାମର ବ୍ୟକ୍ତି ମାନେ କହିବା ପାଇଁ ଚାହିଁବୁ କି ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ ସେମାନେ ମହାଦେବ ଙ୍କ ର ବହୁତ କାଖରେ ରୁହନ୍ତି । ମହାଦେବ ଏମାନଙ୍କ ସବୁ ଖରାପ୍ ଶକ୍ତି ଠାରୁ ରକ୍ଷା କରନ୍ତି ଯଦି ଏମାନଙ୍କ ଜିବନ ରେ କୈଣସି ଅସୁବିଧା ଆସି ଥାଏ ,ତେବେ ତାହା ତୁରନ୍ତ ହିଁ ସମାଧାନ ହୁଏ ।
ସେହି ପରି ଭାବେ C ନାମର ଲୋକ ମାନଙ୍କ କଥା ଯଦି କହିବା ଏହି ଲୋକ ମାନେ ସବୁ ସମୟ ରେ ମହାଦେବ ଭକ୍ତି ରେ ଲୀନ ରହି ଥାନ୍ତି ,ଏମାନେ ସବୁ ସମୟ ରେ ମହାଦେବ ଙ୍କ ଛତ୍ର ଛାୟା ରେ ବି ରହିଥାନ୍ତି । ଏହି ପରି ଲୋକ ମାନଙ୍କ ସହିତ ସତୃତା କରିବା ଆପଣ ମାନଙ୍କ କାଳ କୁ ଡାକିବା ସହିତ ସମାନ ହୋଇ ଥାଏ । କାରଣ ଏମାନେ ସ୍ୱୟଂ ମହାଦେବ ଙ୍କ ଅଂଶ ହୋଇ ଥାନ୍ତି ।
J ଅକ୍ଷର ର ଲୋକ ମାନେ ଏହି ଲୋକ ମାନଙ୍କ ଉପରେ ସବୁ ସମୟ ରେ ମହାଦେବ ବହୁତ ପରିମାଣ ରେ ଖୁସି ରହିଥାନ୍ତି । ଏହି ପରି ଲୋକ ମାନେ ଛଳ ଏବଂ କପଟ ଠାରୁ ଦୂରେଇ ରୁହନ୍ତି । ଏମିତି ରେ ସେମାନେ ମହାଦେବ ଙ୍କ ଅତି ପ୍ରିୟ ମଧ୍ୟ ହୋଇ ଥାନ୍ତି ,କେବଳ ଏହି କାରଣ ରୁ ଏମାନଙ୍କୁ ସବୁ ସମୟ ରେ ମହାଦେବ ସବୁ ପରିସ୍ଥିତି ରୁ ଦୂରେଇ ରଖନ୍ତି ,ଏବଂ ପ୍ରଶନ୍ନତା ରୁହନ୍ତି ।
ସେହି ପରି ଭାବେ P ନାମରୁ ଯେଉଁ ଲୋକ ମାନଙ୍କ ନାମ ଆରମ୍ଭ ହୋଇ ଥାଏ । ସେମାନେ ମହାଦେବ ଙ୍କ ଅଂଶ ହେବାର ସଂଙ୍କେତ ଦିଅନ୍ତି । ଏମାନେ ସବୁ ସମୟ ରେ ଅସୁବିଧା ଠାରୁ କୋଶ ଦୂରରେ ରୁହନ୍ତି ମହାଦେବ ଙଙ୍କ କୃପା ରୁ ଏମାନଙ୍କ ଜିବନ ସବୁ ସମୟ ରେ ଭଲ ଭାବେ କଟି ଥାଏ ।
S ଅକ୍ଷର ର ଲୋକ ମାନଙ୍କ କଥା ଯଦି କହିବା ତେବେ ଏହି ଲୋକ ମାନଙ୍କ ଉପରେ ସବୁ ଆଡୁ ମହାଦେବ ଙ୍କ ପ୍ରଶନ୍ନତା ମିଳି ଥାଏ ,ଏହି ଲୋକ ମାନଙ୍କୁ ମହାଦେବ ସବୁ ସମୟ ରେ ଖୁସିରେ ରଖିବା ପାଇଁ ପସନ୍ଦ କରନ୍ତି । ଯଦି କୈଣସି ବ୍ୟକ୍ତି ଏହି ଲୋକ ମାନଙ୍କ ସହିତ ଶତୃତା କରେ ତେବେ ତାହାକୁ ମହାଦେବ ଙ୍କ କୋପ ର ଶୀକାର ହେବାକୁ ପଡେ । ଏମିତି ରେ ମହାଦେବ ଙ୍କ କୃପା ଯୋଗୁଁ ହିଁ ଏମାନଙ୍କୁ ସବୁ ସମୟ ରେ ଧନ ଏବଂ ବ୍ୟବସାୟ ରେ ଲାଭ ମିଳେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।