4

ଏହି ରାଶିର ଝିଅକୁ ବିବାହ କରିଲେ ପୁଅ ମାନେ ଧନୀ ହୋଇ ଯାଆନ୍ତି, ମାତା ଲକ୍ଷ୍ମୀ ନିଜେ ଆସନ୍ତି, Bibaha କରିଲେ ଖୋଲିଯାଏ ମଣିଷର ଭାଗ୍ୟ ଡୋର…

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପରି ଝିଅ ମାନଙ୍କୁ ବିବାହ ପରେ ପୁରୁଷ ହୋଇଜାଆନ୍ତି ଧନୀ । ଯେତେ ବେଳେ ବିବାହ କଥା ହୋଇଥାଏ ତେବେ ସେହି ସମୟ ରେ ଝିଅ ମାନେ ଏହି କଥା କୁ ଭାବିଥାନ୍ତି କି ସେମାନଙ୍କ ସ୍ୱାମୀ କେମିତି ହୋଇ ଥିବେ ତାଙ୍କର ଧ୍ୱାନ ରଖିବେ କି ନାହିଁ ଏମିତି ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନ ରେ ଉଙ୍କି ମାରି ଥାଏ ମହିଳା ମାନଙ୍କ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବା ବହୁତ କଷ୍ଟ କର ହୋଇ ଥାଏ । ନିଜର ବାପା ମାଆ ଙ୍କ ଘର ଛାଡି ଅନ୍ୟ ଜଣଙ୍କ ଘରକୁ ଯିବା ସମୟରେ ସେମାନେ ଭାବି ଥାନ୍ତି କି ସେଠୀ କେହି ନିଜର ଥାଉ କି ନଥାଉ । ତାଙ୍କର ସ୍ୱାମୀ ତାଙ୍କ ସହିତ ସଦା ସର୍ବଦା ରହିଥାନ୍ତୁ ।

ସେମିତି ରେ ବହୁତ ମହିଳା ମାନେ ନିରିହ ହୋଇ ଥିବା ବେଳେ ସେମାନେ ନିଜର ସ୍ୱାମୀ ଙ୍କ କଥା ହଁ ମିଶେଇ ରହିଥାନ୍ତି । ତେବେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ଭାଗ୍ୟଶାଳୀ ରାଶିର ଝିଅ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କୁ ବିବାହ ପରେ ସେମାନଙ୍କ ସ୍ୱାମୀ ସୁଖରେ ରୁହନ୍ତି ଏବଂ ଧନୀ ହୋଇଜାଆନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ରାଶି ର ଝିଅ ମାନଙ୍କ ବିଷୟରେ କହିବୁ ଆସନ୍ତୁ ଜାଣି ନେବା।

girl

ବିଛା ରାଶି : ଏହି ରାଶିର ଝିଅ ମାନଙ୍କ ବିଷୟ ରେ କୁହା ଜାଇଛି ଏହି ପରି ଝିଅ ମାନେ ପାଠ ରେ ଟିକିଏ କୋମଜୋର ରହିଥାନ୍ତି ହେଲେ ସେମାନେ ଘର କାମ ରେ ବହୁତ ଭଲ ରହିଥାନ୍ତି । ଏମାନେ ନିଜ ପତି ଙ୍କୁ ବହୁତ ପ୍ରେମ କରି ଥାନ୍ତି ଏବଂ ପତି ବି ତାଙ୍କୁ ବହୁତ ପରିମାଣ ରେ ପ୍ରେମ କରନ୍ତି ଏବଂ ଏମାନଙ୍କୁ ବିବାହ କଲେ ଆପଣ ନିଶ୍ଚୟ ଖୁସିରେ ରହିବେ।

ବୃଷ ରାଶି : ଏହି ରାଶିର ଝିଅ ମାନଙ୍କ ବିଷୟ ରେ । ଏହି ନାମର ଝିଅ ମାନେ ବହୁତ ସୁବିଧା ରେ ଏମାନେ ପରିବାର ଏବଂ ନିଜର ପତି ଙ୍କ ପ୍ରେମ ପାଇ ଥାନ୍ତି ଏମାନଙ୍କ ଗୋଟିଏ ଅଲଗା ମାନଶୀକତା ରହି ଥାଏ କି ଯେଉଁ ଠାରେ ଏମାନେ ନିଜର ପତି ଙ୍କ ସହିତ ଏମାନେ ନିଜର ପରିବାର କୁ ବି ଭଲ ପାଇ ଥାନ୍ତି । ଏମାନେ କେବେ ବି ନିଜର ପତି ଙ୍କ ଭରସା ଭାଙ୍ଗନ୍ତି ନାହିଁ ଏମାନଙ୍କୁ ବିବାହ କଲେ ଆପଣ ନିଶ୍ଚୟ ଖୁସିରେ ରହିବେ।

girls

କନ୍ୟା ରାଶି : ଏହି ରାଶି ର ଝିଅ ମାନଙ୍କ ବିଷୟ ରେ କହିବା ତେବେ ଏମାନେ ସବୁ ସମୟ ରେ ବହୁତ ଖୁସୀ ରେ ରହିବା ସହିତ ଏମାନେ କେବେ ବି ନିଜର ପାର୍ଟନର ଙ୍କ ପ୍ରେମ ଏବଂ ଭରସା କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ପ୍ରେମ ବି ବହୁତ ଆଗରେ ରହି ଥାନ୍ତି ଏହିଥି ପାଇଁ ଏମାନେ ନିଜର ପତି ଙ୍କୁ ହରେଇବା ପାଇଁ ଚାହାଁନ୍ତି ନାହିଁ ସେଗହିଥି ପାଇଁ ସେମାନେ ସବୁ ସମୟ ରେ ନିଜର ପତି ଙ୍କୁ ବହୁତ ପରିମାଣ ରେ ଭଲ ପାଇ ଥାନ୍ତି ଏମାନଙ୍କୁ ବିବାହ କଲେ ଆପଣ ନିଶ୍ଚୟ ଖୁସିରେ ରହିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *