ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଚାହିଁଥାଏ କି ନିଜର ଏକ ସୁନ୍ଦର ବଗିଚା ଟିଏ ହେଉ ବୋଲି ଅନେକ ପ୍ରକାର ଗଛ ଲତାରେ ସଜାଇବା ପାଇଁ ପସନ୍ଦ କରିଥାନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ଗଛ ଧରା ପାଇଁ ଅଶୁଭ ହୋଇଥାଏ ଏମିତି କି ଅନେକ ପ୍ରକାରର ବିବାଦ ମଧ୍ୟ ଆଣିଥାଏ । ଏବଂ ଆ ହୁରି ଅନେକ ଗଛ ଲତା ମାନେ ଅଛି ଯାହାକି ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ଧନ ବୃଦ୍ଧି କରାଇ ଥାଏ, ଜୀବନରେ ଉନ୍ନତି ଆଣି ଥାଏ, ସମସ୍ତ ପ୍ରକାରର ବିପଦ ଆପଦରୁ ରକ୍ଷା କରିଥାଏ ଏବଂ ଘରୁ ବାସ୍ତୁ ଦୋଶ ଦୂର କରିବା ସହିତ ବାସ୍ତୁ ଦୋଶ ହେବାକୁ ଦେଇ ନଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କେଉଁ ସବୁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।
ପ୍ରଥମେ ହେଉଛି ତୁଳସୀ ଗଛ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କର ସରୂପ ବୋଲି ମାନିଥାନ୍ତି, କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ କୁ ପୂଜା ଅର୍ଚ୍ଚନା କରାଯାଏ ସେହି ଘର ପ୍ରତି ଭଗବାନ ବିଷ୍ଣୁ ଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ ଏବଂ ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାରର ନକାରତ୍ମକ ଉର୍ଜା କୁ ଦୂର କରିବାରେ କ୍ଷମତା ରଖିଥାଏ । କିନ୍ତୁୁ ବନ୍ଧୁଗଣ ଧ୍ୟାନ ଦେବେକି ଏହି ତୁଳସୀ ଗଛକୁ କେବେବି ଦକ୍ଷୀଣ ଦିଗରେ ଲଗାଇବେ ନାହିଁ କାହିଁକି ନା ଏହା ଉନ୍ନତି ପଥରେ ଅନେକ କ୍ଷତି ପହଁଞ୍ଚାଇ ଥାଏ । ତୁଳସୀ ଗଛକୁ ସର୍ବଦା ପୂର୍ବ ଏୌଶାନ୍ୟ କୋଣରେ ଲଗାଇବା ଉଚିତ୍ ସମସ୍ତ ମନୁଶ୍ୟ ସକାଳୁ ସ୍ନାନ ସାରି ତୁଳସୀ ମୂଳରେ ପାଣି ଦେବା ଶୁଭ କାର୍ଯ୍ୟ ହୋଇଥାଏ ।
ଦିତୀୟରେ ବେଲ ଗଛ ଭଗବାନ ଶିବଙ୍କର ବେଲ ଗଛ ଅତ୍ୟନ୍ତ ପ୍ରୟ ହୋଇଥାଏ । ମାନ୍ୟତା ଅଛି ଏହି ବେଲ ଗଛରେ ସମଂ ଭଗବାନ ଶିବ ବାସ କରିଥାନ୍ତି, ଭଗବାନ ଶିବଙ୍କର ଅତି ପ୍ରୟ ଗଛ ବେଲ ଗଛ ଯେଉଁ ଘରେ ରହିଥାଏ ସେହି ଘରେ ଧନ ସମ୍ପତ୍ତୀ ର ଦେବୀ ମାତା ଲକ୍ଷ୍ମୀ ଅନେକ ପଢି ପର୍ଯ୍ୟନ୍ତ ବାସ କରିଥାନ୍ତି ଏହାକୁ ଘରେ ଲଗାଇବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ଅତ୍ୟନ୍ତ ପଶ୍ରନ୍ନ ହୋଇତାନ୍ତି, ଏହା ସହିତ ସମସ୍ତ ପ୍ରକାରର ବିପଦ ଆପଦ ଦୂର ହୋଇଥାଏ ।
ଏହାପରେ ରହିଛି ସମୀ ଗଛ ସମୀ ଗଛ ଘରେ ରହିବା ମଧ୍ୟ ବହୁତ ଶୁଭ ବୋଲି ମାନିଥାନ୍ତି, ଏହି ସମୀ ଗଛ ଘରର ମୁକ୍ଷ ଦ୍ୱାର ବାମ ପାର୍ସ ରେ ଲଗାଇବା ଉଚିତ୍ ହୋଇଥାଏ । ଏହି ସମୀ ଗଛ ମୂଳରେ ସକାଳେ ଏବଂ ସନ୍ଧ୍ୟା ରେ ସୋରିଷ ତେଲ କିମ୍ବା ରାଶି ତେଲ ଲଗାଇବା ଦ୍ୱାରା ଶନି ଦୋଶାରୁ ରକ୍ଷା ମିଳିଥାଏ ଏବଂ ଶନି ଦେବ ଅତ୍ୟନ୍ତ ପଶ୍ରନ୍ନ ହୋଇଥାନ୍ତି । ସମୀ ଗଛ ଟିକୁ ଘରର କିଛି ଦୂରରେ ଏପରି ଲଗାନ୍ତୁ ଯେପରି ଘରୁ ବାହାରିବା ସମୟରେ ଏହି ସମୀ ଗଛଟି ଡାହାଣି ପଟେ ରହୁଥିବ । ତେବେ ବନ୍ଧୁଗଣ ଏହି ତିନଟି ଗଛକୁ ଘରେ ନିଶ୍ଚୟ ଲଗାନ୍ତୁ ଧନର କେବେ ଅଭାବ ରହିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।