keishna

ଟିଭି ଧାରାବାହିକରେ କାମ କରୁଥିବା ବାଲ୍ୟ କଳାକାର ମାନେ ଆଜି ହେଇଗଲାଣି ଏତେ ବଡ଼।

NEWS

ଆପଣମାନେ ସମସ୍ତେ ଜାଣନ୍ତି ଯେ ଏକ ଧାରାବାହିକରେ ବାଲ୍ୟ କଳାକାର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଧାରାବାହିକଟି ବାଲ୍ୟ କଳାକାରଙ୍କ ବିନା ଅଧୁରା ରହିଯାଉଛି।ବାଲ୍ୟ କଳାକାରମାନେ ନିଜ କୋମଳତା ଦ୍ଵାରା ଦର୍ଶକଙ୍କର ମନଜିଣୁଥିଲେ।କିନ୍ତୁ ଆଜି ଏହି ବାଲ୍ୟ କଳାକାର ମାନେ ଏତେ ବଡ଼ ହେଇଗଲେଣି ଯେ ଆପଣ ସେମାନଙ୍କୁ ପ୍ରଥମ ଦେଖାରେ ଜାଣିପାରିବେ ନାହିଁ।ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

srutiii

ଅବନୀତ୍ କୌର୍-୨୦୧୧ ମସିହାରେ ଆସିଥିବା ଧାରାବାହିକ ମେରି ମାଁ ରେ ବାଲ୍ୟ କଳାକାର ଭାବେ ନଜର ଆସିଥିଲେ ଅବନୀତ୍।ନିଜ ଅଭିନୟର ଯାଦୁଦ୍ବାରା ସମସ୍ତଙ୍କୁ ମୁଗ୍ଧ କରିଥିଲେ।ମାତ୍ର ବର୍ତ୍ତମାନ ସମୟରେ ସେ ୧୯ ବର୍ଷର ହେଇଗଲେଣି।ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ତଥା ଗ୍ଲାମରସ ହେଇଯାଇଛନ୍ତି।ତାଙ୍କ ଅଭିନୀତ ଅନେକ ମ୍ୟୁଜିକାଲ ଭିଡ଼ିଓ ଯାହାକି ଅନେକ ପ୍ରସିଦ୍ଧି ଲାଭ କରିଛି।ଧାରବାହିକ ଆଲ୍ଲାଉଦ୍ଦିନ ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ବର୍ତ୍ତମାନ ନଜର ଆସୁଛନ୍ତି। ଧୃତି ଭାଟିଆ-ଶ୍ରୀ କୃଷ୍ଣ ଧାରାବାହିକରେ ଆସିଥିବା ଧୃତିଙ୍କୁ କିଏ ଅବା ନ ଜାଣେ।ନିଜ କ୍ୟୁଟ୍ ନେସ୍ ପାଇଁ ସେ ବହୁଳ ଭାବେ ଲୋକପ୍ରିୟ ହେଇଥିଲେ।ସେହି ସମୟରେ ମାତ୍ର ତାଙ୍କୁ ୩ବର୍ଷ ହେଇଥିଲା।ବର୍ତ୍ତମାନ ତାଙ୍କର ବୟସ ୧୫ ବର୍ଷ।ପୂର୍ବ ଅପେକ୍ଷା ସେ ଆହୁରି ସୁନ୍ଦର ଦେଖା ଯାଉଛନ୍ତି ଏହା ସହ ତାଙ୍କ କ୍ୟୁଟ ନେସ୍ ଆହୁରି ବଢ଼ି ଯାଇଛି।ବର୍ତ୍ତମାନ ସେ ଅଭିନୟ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିଛନ୍ତି।

sruti

ଅନୁଷ୍କା ସେନ-ମାତ୍ର ୭ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ୟଂହା ମେ ଘର ଘର ଖେଲି ଧାରାବାହିକ ଦ୍ବାରା ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ।ଏହା ପରେ ଝାଂସି କୀ ରାନୀ,ଦେବୋ କେ ଦେବ ମହାଦେବ ତଥା ଆହୁରି ଅନେକ ବଲିଉଡ଼ ଚଳଚ୍ଚିତ୍ରରେ ମଧ୍ୟ ସେ ନଜର ଆସିଛନ୍ତି।ଆଗ ଅପେକ୍ଷା ସେ ଆହୁରି ଗ୍ଲାମରସ ଦେଖାଯାଉଛନ୍ତି। ଜନ୍ନତ ଜୁବେରୀ ରେହମାନ-୨୦୧୧ ମସିହାରେ ଆସିଥିବା ଧାରବହିକ ଫୁଲୱା ମାଧ୍ୟମରେ ନଜର ଆସିଥିଲେ ସେ।ସେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ବୟସ ହେଇଥିଲା।ନିଜର ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ମତୁଆଲା କରିଥିଲେ।ମାତ୍ର ବର୍ତ୍ତମାନ ତାଙ୍କୁ ୧୯ ବର୍ଷ ହେଇଗଲାଣି।ସେ ଆହୁରି ଅନେକ ଧାରାବାହିକ ଯେପରିକି ତୁହି ହେ ଆସିକି,ଭାରତ କେ ବୀର ପୁତ୍ର ମହାରଣା ପ୍ରତାପ ଆଦିରେ କାମ ମଧ୍ୟ କରିସାରିଲେଣି।

krushnaa

ତୁନୀଷା ଶର୍ମା-୨୦୧୧ ରେ ଆସିଥିବା ଧାରାବାହିକ ଭାରତକେ ବୀର୍ ପୁତ୍ର ମହାରଣା ପ୍ରତାପରେ ନଜର ଆସିଥିଲେ ସେ।ଛୋଟ ରାଣୀ ଭୂମିକାରେ ସେ ପ୍ରଥମେ ଆସିଥିଲେ।ନିଜ ଚୁଲବୁଲି ଗୁଣ ଦ୍ବାରା ସେ ଦର୍ଶକମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିପାରିଥିଲେ।ବର୍ତ୍ତମାନ ସେ ଆଉ ଏକ ଧାରାବାହିକରେ ନଜର ଆସୁଛନ୍ତି। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *