11

ପୁରା ହେଲା ୮ ବର୍ଷା ମୋଦି ଦେଲେ ରିପୋର୍ଟ କାର୍ଡ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ମୋଦି ଦେଲେ ୮ଵର୍ଷ ହେଲା ରିପୋର୍ଟ କାର୍ଡ। ଆସନ୍ତୁ ଜାଣିବା ସେହି ରିପୋର୍ଟ କାର୍ଡ ବିଷୟରେ।
ମୋଦି ୮ଵର୍ଷରେ ଲୋକ ମାନଙ୍କ ପାଇଁ ବହୁତ କିଛି କରିଛନ୍ତି। ଗୁଜୁରାଟରେ ରହୁଥିବା ମୋଦି ଆଜି ରାଜକୋଟରେ ଅନୁଷ୍ଠିତ ସଭାରେ ଯୋଗ ଦେଇଛନ୍ତି। ଏହି ରାଜ କୋଟରେ ମୋଦି ମଲ୍ଟି ସ୍ ହସ୍ପିଟାଲର ଉଦଘାଟନ କରିଥିଲେ।

ସେ କହିଛନ୍ତି ଯେ ମୁଁ ଦେଶ ସେବା କରିବାରେ କୌଣସି ଅବହେଳା କରିନାହିଁ। ଏଵଂ ସେ ମଧ୍ୟ କହିଛନ୍ତି ଗାନ୍ଧୀଙ୍କ ଓ ସଦାର ବଲ୍ଲଭଭାଇ ପଟେଲ ଦେଖିଥିବା ସୁନ୍ଦର ଭାରତର ସ୍ଵପ୍ନ । ମୁଁ ପୂରଣ କରିବାକୁ ଚେଷ୍ଟା କରୁଛି। କୋରନା ସମୟରେ ଗରିବ ଲୋକଙ୍କ ପାଇଁ ମୋଦି କୌଣସି ଅବହେଳା କରିନାହାନ୍ତି।ଗରିବ ଲୋକଙ୍କ ଜୀବନ ବଞ୍ଚିବା ପାଇଁ ସେ ମାଗଣାରେ ଟିକା ଦେଇଛନ୍ତି। ଏବଂ ଲୋକ ମାନଙ୍କର ଅଭାବ ଦୂର କରିବା ପାଇଁ ସେ ପ୍ରତି ମାସ ୨୦୦୦ଟଙ୍କା ଦେଉଛନ୍ତି। ଏହି ୮ ବର୍ଷରେ ସେ ଲୋକମାନଙ୍କ ପ୍ରତି ବହୁତ କିଛି କରିଛନ୍ତି। ଏଵଂ ଲୋକ ମାନଙ୍କର ଦୁଃଖ ଦୂର କରିବାପାଇଁ ବହୁତ ଚେଷ୍ଟା କରିଛନ୍ତି। ଆଗକୁ ଏମିତି ଲୋକମାନଙ୍କ ପାଇଁ ଲାଭ ଦେଉଛନ୍ତି ,

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *