ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର ସବୁଠୁ ବଡ ପର୍ବ ଭାବେ ରଜ ସଂକ୍ରାନ୍ତି କୁ ପାଳନ କରାଜାଇ ଥାଏ । ଏହି ଦିନ ରେ ମହିଳା ମାନେ ଝିଅ ମାନେ ବହୁତ ସୁନ୍ଦର ଭାବେ ସଜେଇ ହେବା ସହିତ ସେମାନେ ପୋଡ ପିଠା , ପାନ ଖାଇବା ସହିତ ସେମାନେ ଦୋଳଇ ଖେଳିବା ପରି କାର୍ଯ୍ୟ ଆଦି କରନ୍ତି । ଏବଂ ସେମାନେ ଏହି ରଜ ସଂକ୍ରାନ୍ତି କୁ ବହୁତ ଆଡମ୍ବର ରେ ପାଳନ କରନ୍ତି । କାରଣ ଏହି ଦିନ ରେ ମାତା ଲକ୍ଷ୍ମୀ ନିଜର ମାସୀକ ଧର୍ମ ରେ ପାଳନ କରିଥାନ୍ତି । ଏହି ପର୍ବକୁ ପ୍ରତ୍ୟେକ କୁମାରୀ ମାନେ ପାଳନ କରନ୍ତି ।
ଏହି ରଜ ସଂକ୍ରାନ୍ତି କୁ ମିଥୁନ ସଂଙ୍କ୍ରାନ୍ତି ଭାବେ ବି ପାଳନ କରାଜାଇ ଥାଏ । ଏବଂ ଏହାକୁ ସଂମ୍ପର୍ଣ୍ଣ 4 ଦିନ ଧରି ପାଳନ କରା ଜାଇଥାଏ । ରଜ ସଂଙ୍କ୍ରାନ୍ତି ର ପ୍ରଥମ ଦିନ କୁ ପହିଲୀ ରଜ , ଦ୍ୱତୀୟ ଦିନକୁ ମିଥୁନ ସଂଙ୍କ୍ରାନ୍ତି ,ଏବଂ ତୃତୀୟ ଦିନକୁ ଶେଷ ରଜ ଭାବେ ପରିଗଣିତ କରାଯାଏ । ତେବେ ଏହି ପର୍ବକୁ ଆମ ଓଡିଶା ରେ ବହୁତ ଆଡମ୍ବର ସହକାରେ ପାଳନ କରାଯାଏ ।
ତେବେ ବନ୍ଧୁଗଣ ଏହି ରଜ ସଂକ୍ରାନ୍ତି ଠାରୁ କିଛି ରାଶିର ଗ୍ରହ ମାନଙ୍କ ଚଳନ ର ପରିବର୍ତନ କାରଣ ରୁ 4 ଗୋଟି ରାଶିର ଭାଗ୍ୟ ପରିବର୍ତନ ହେବା ପାଇଁ ଯାଉଛି । ତେବେ ଆସନ୍ତୁ ସେହି ସବୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ତେବେ ଏହି ରଜ ସଂକ୍ରାନ୍ତି ଠାରୁ ଏହି ସବୁ ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଦେଖିବା ପାଇଁ ମିଳିବ ।
ଏହି ଦିନ ରେ ଆପଣ ମାନଙ୍କ ସମୟ ଶୁଭଙ୍କର ରହିବ । ଏହି ରଜ ସଂକ୍ରାନ୍ତି ଠାରୁ ଆପଣ ମାନଙ୍କ ପିଲା ମାନେ ସୁଖ ବ୍ୟତିତ କରିବା ସହିତ ଧନ ର ଅଚାନକ ଭାବେ ଆୟ ହେବା ପାଇଁ ଯାଉଛି । ହେଲେ ଆପଣ ମାନଙ୍କୁ ଶତୃ ମାନଙ୍କ ଠାରୁ ଟିକିଏ ସାବଧାନ ରହିବା ପାଇଁ ପଡିବ । ତେବେ ଆପଣ ମାନଙ୍କର ରହିଜାଇ ଥିବା ପୁରୁଣା କାର୍ଯ୍ୟ ଯଥା ସମ୍ଭବ ଆପଣ ମାନଙ୍କୁ ସଫଳତା ମଳିବ ।
କୈଣସି ପୁରୁଣା ସଂମ୍ପର୍କିୟ ଙ୍କ ସହିତ ଆପଣ ମାନଙ୍କ କଥା ବାର୍ତ୍ତା ହୋଇ ପାରେ । ଏମାନଙ୍କ ଧନ ସମ୍ମନ୍ଧିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବା ପାଇଁ ଯାଉଛି । ଏହି ରାଶିର ଲୋକ ମାନଙ୍କ ଜିବନ ରେ ଏହି ରଜ ସଂକ୍ରାନ୍ତି ବହୁତ ଭଲରେ ବିତିବ । ତେବେ ବନ୍ଧୁଗଣ ଏଠାରେ ଆମେ ଆପଣ ମାନଙ୍କୁ ଯେଉଁ ରାଶି ମାନଙ୍କ ବିଷୟ ରେ କହୁଛୁ ସେହି ରାଶିର ବ୍ୟକ୍ତି ବିଶେଷ ମାନେ ହେଲେ ମେଷ ରାଶି ର ବ୍ୟକ୍ତି ବିଶେଷ , ବିଛା ରାଶିର ବ୍ୟକ୍ତି ବିଶେଷ , ସିହଂ ରାଶିର ବ୍ୟକ୍ତି ବିଶେଷ , କନ୍ୟା ରାଶିର ବ୍ୟକ୍ତି ବିଶେଷ , ଧନୁ ରାଶି ର ବ୍ୟକ୍ତି ବିଶେଷ ମାନେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।