5

ଏହି 6 ଗୋଟି ରାଶିର ଲୋକ ମାନଙ୍କୁ ଭଗବାନ ଭୋଳାନାଥ କରିବେ କୋଟିପତି….।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର କାନ୍ଧିବାର ଦିନ ହେଲା ସେଷ ଏହି ରାଶି ର ଲୋକ ମାନଙ୍କ ଉପରେ ପ୍ରଭୁ ଭୋଳାନାଥ କୃପା କରିବା ପାଇଁ ଜାଉଛନ୍ତି । ଏହାତ ଆପଣ ମାନେ ଜାଣିଥିବେ ବୈଦ୍ଧିକ ଶାସ୍ତ୍ର ଏବଂ ହିନ୍ଧୁଶାସ୍ତ୍ର ରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟି ର ପାଳନ କର୍ତ୍ତା ବୋଲି କୁହା ଯାଇଥାଏ । ସେହି ପରି କ୍ଷେତ୍ର ରେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ ମାନେ କହିବା ପାଇଁ ଗଲେ ଯେତେ ବେଳେ ଭୋଳାନାଥ ଜାହା ଉପରେ ବି କୃପା କରିଥାନ୍ତି ।

mahadev

ସେହି ଲୋକର କୈଣସି ବି ଅସୁବିଧା ରହେ ନାହିଁ । କାରଣ ଭଗବାନ ଭୋଳାନାଥ ବହୁତ କମ୍ କଷ୍ଟ ରେ ଭକ୍ତ ଙ୍କୁ ବର ପ୍ରଦାନ କରିଥାନ୍ତି । ଏବଂ ସେ ବହୁତ ଭୋଳା ମଧ୍ୟ ଅଟନ୍ତି । ଏହି ଦିନ ରେ ଭୋଳାନାଥ କିଛି ରାଶି ମାନଙ୍କ ଉପରେ ପ୍ରଶନ୍ନ ହୋଇଛନ୍ତି । ଯେଉଁ ମାନଙ୍କ ଉପରେ ସେ ଧନ ବର୍ଷେଇବା ପାଇଁ ଯାଉଛନ୍ତି । ତେବେ ଏହି କିଛି ରାଶି ର ଲୋକ ମାନେ ରହିଛନ୍ତି । ଯେଉଁ ମାନେ ଏହି ଦିନରେ କୋଟିପତି ହେବାରୁ କେହି ବି ରୋକି ପାରିବେ ନାହିଁ ।

ମହାଦେବ ବର୍ତମାନ ଏହି ରାଶି ର ଲୋକ ମାନଙ୍କ ଭକ୍ତି ରେ ଖୁସୀ ହୋଇ ସାରିଛନ୍ତି । ଭୋଳାନାଥ କୃପାରୁ ଏହି ରାଶି ର ଲୋକ ମାନଙ୍କ ଦୁଖଃର ଦିନ ସେଷ ହେବାକୁ ଜାଉଛି । ଆପଣ ମାନଙ୍କୁ ଏହି ଦିନ ରେ ଅଚାନକ ଭାବେ କାର୍ଯ୍ୟ ପୂରଣ ହେବାରେ ଲାଗିବ । ଆପଣ ମାନଙ୍କ ଜିବନ ରେ କୋର୍ଟ କଚେରୀ କୁ ନେଇ ସମସ୍ୟା ସଦୃଢ ହେବ । ଅଚାନକ ଭାବେ କୈଣସି ସ୍ଥାନ ରେ ବୁଡି ଜାଇଥିବା ଟଙ୍କା ଆପଣ ମାନେ ନିଶ୍ଚିତ ଭାବେ ଫେରି ପାଇବେ । ଏବଂ ଆପଣ ମାନଙ୍କ ରେ ଆଗକୁ ଆସୁଥିବା ସବୁ ଅସୁବିଧା ବି ଦୂର ହେବା ପାଇଁ ଜାଉଛି ।

rasiii

କାରଣ ଆପଣ ମାନଙ୍କ ଉପରେ ପ୍ରଭୁ ଭୋଳାନାଥ ଙ୍କ ଆଷିଶ ରହିଛି । ଆପଣ ମାନଙ୍କର ଦିନ କୁ ଦିନ ରୋଜଗାର ବି ବଢିବାରେ ଲାଗିବ । ଆପଣ ମାନେ ରାଜନୀତି ରେ ଆଗକୁ ଯିବେ । ସମାଜ ରେ କିଛି ଭଲ କାମ କରିବାର ବହୁତ ସୁଯୋଗ ମିଳିବ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ଯେଉଁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟ ରେ କହୁଛୁ ସେମାନେ ହେଲେ କୁମ୍ଭ ରାଶି, ସିଂହ ରାଶି, ବୃଷ ରାଶି , ତୁଳା ରାଶି, ମିଥୁନ ରାଶି ଏବଂ କର୍କଟ ରାଶି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *