ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ। ବନ୍ଧୁଗଣ ଆଜିକାଲି ପୁଣି ଥରେ କରୋନା ରୋଗ ବଢ଼ିବାରେ ଲାଗିଛି, ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ମଧ୍ୟ ସମାନ। ଆଜି ଆମେ ଆପଣଙ୍କୁ କିଛି ସମାଧାନ କହିବାକୁ ଯାଉଛୁ। କ୍ଷୀର ହେଉଛି ଏକ ପ୍ରାଣୀଯ ଉପାଦାନ। କ୍ଷୀରରେ ପ୍ରଚୁର ଭିଟାମିନ,ମିନେରାଲ ଥାଏ। ଯାହା ଆମ ଶରୀରର ସମସ୍ତ ଅଭାବ ଦୂର କରେ।କ୍ଷୀରରେ ଏପରି ଉପାଦାନ ଥାଏ ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। କ୍ଷୀର ଆମକୁ ଭରପୁର ପୋଷଣ ଦିଏ। କ୍ଷୀର ଆମ ଶରୀର କୁ ଆଭ୍ୟନ୍ତରୀଣ ଉତ୍ତାପ ଦେଇଥାଏ। ରସୁଣ ରେ ଆଲିସିନ୍ ନାମକ ଏକ ଯୌଗିକ ମିଳିଥାଏ ଯାହା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ପରିପୂର୍ଣ୍ଣ, ଏହା ବ୍ୟତୀତ ଏଥିରେ ପ୍ରୋଟିନ୍, ଏନଜାଇମ୍ ଏବଂ ଭିଟାମିନ୍ ବି, ସାପୋନିନ୍, ଫ୍ଲାଭୋନାଏଡ୍ ଇତ୍ୟାଦି ଥାଏ।ଯାହା ଆମ ପାଇଁ ବହୁତ ଲାଭଦାୟକ ଅଟେ।
ରସୁଣ ଖାଇବାର ଲାଭ: ରସୁଣ କ୍ଷୀର ଆଜମା ଏବଂ କାଶରେ ଅତ୍ୟନ୍ତ ଲାଭଦାୟକ, ରସୁଣରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ କ୍ଷମତା ହେତୁ ଏହା କାଶ ପାଇଁ ଏକ ଭଲ ଉପଚାର ଅଟେ।ଯେଉଁମାନଙ୍କର ଯକ୍ଷ୍ମା ରୋଗ ଅଛି, ସେମାନଙ୍କ ପାଇଁ ଏହି କ୍ଷୀର ଏବଂ ରସୁଣ ନିର୍ବାହ ବହୁତ ସହାୟକ ହୋଇଥାଏ କାରଣ ରସୁଣରେ ସଲଫୁରିକ୍ ଏସିଡ୍ ଥାଏ, ଯାହାର ଯକ୍ଷ୍ମା ଜୀବାଣୁ ମାରିବାର କ୍ଷମତା ଥାଏ।ନିମୋନିଆକୁ ରୋକିବା ପାଇଁ କ୍ଷୀରରେ ରସୁଣ ଖାଇବା ଆପଣଙ୍କ ପାଇଁ ଏକ ଔଷଧ ଠାରୁ କମ ନୁହେଁ, ଏହା ନିମୋନିଆ ସହିତ ଲଢ଼ିବାରେ ଆପଣଙ୍କ ଶରୀରକୁ ସୁରକ୍ଷା ଦେବ।ଜଣ୍ଡିସରେ ରୋଗୀକୁ ରସୁଣ ଦିଅନ୍ତୁ ଏବଂ ଏହାକୁ କ୍ଷୀରରେ ପିଅନ୍ତୁ, ଏହା ଯକୃତକୁ ଶକ୍ତିଶାଳୀ କରିଥାଏ। ଶରୀରରେ ସତେଜତା ଆଣିଥାଏ।ପୁରୁଷ ମାନେ ରାତିରେ କ୍ଷୀର ରସୁଣ ୩-୪ କୋଲା ସେବନ କଲେ ପୁରୁଷ ଶକ୍ତି,ଉତ୍ସାହ ବୃଦ୍ଧି ହୋଇଥାଏ।ଅନେକ ଗୁପ୍ତ ରୋଗ ମଧ୍ୟ ଭଲ ହୁଏ।
ବନ୍ଧୁଗଣ ଆମେ ଆପଣ ମାନଂକ ପାଇଁ ସବୁବେଳେ ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।