ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର ସବୁଠୁ ବଡ ପର୍ବ ଭାବେ ରଜ ସଂକ୍ରାନ୍ତି କୁ ପାଳନ କରାଜାଇ ଥାଏ । ଏହି ଦିନ ରେ ମହିଳା ମାନେ ଝିଅ ମାନେ ବହୁତ ସୁନ୍ଦର ଭାବେ ସଜେଇ ହେବା ସହିତ ସେମାନେ ପୋଡ ପିଠା , ପାନ ଖାଇବା ସହିତ ସେମାନେ ଦୋଳଇ ଖେଳିବା ପରି କାର୍ଯ୍ୟ ଆଦି କରନ୍ତି । ଏବଂ ସେମାନେ ଏହି ରଜ ସଂକ୍ରାନ୍ତି କୁ ବହୁତ ଆଡମ୍ବର ରେ ପାଳନ କରନ୍ତି । କାରଣ ଏହି ଦିନ ରେ ମାତା ଲକ୍ଷ୍ମୀ ନିଜର ମାସୀକ ଧର୍ମ ରେ ପାଳନ କରିଥାନ୍ତି । ଏହି ପର୍ବକୁ ପ୍ରତ୍ୟେକ କୁମାରୀ ମାନେ ପାଳନ କରନ୍ତି ।
ଏହି ରଜ ସଂକ୍ରାନ୍ତି କୁ ମିଥୁନ ସଂଙ୍କ୍ରାନ୍ତି ଭାବେ ବି ପାଳନ କରାଜାଇ ଥାଏ । ଏବଂ ଏହାକୁ ସଂମ୍ପର୍ଣ୍ଣ 4 ଦିନ ଧରି ପାଳନ କରା ଜାଇଥାଏ । ରଜ ସଂଙ୍କ୍ରାନ୍ତି ର ପ୍ରଥମ ଦିନ କୁ ପହିଲୀ ରଜ , ଦ୍ୱିତୀୟ ଦିନକୁ ମିଥୁନ ସଂଙ୍କ୍ରାନ୍ତି ,ଏବଂ ତୃତୀୟ ଦିନକୁ ଶେଷ ରଜ ଭାବେ ପରିଗଣିତ କରାଯାଏ । ତେବେ ଏହି ପର୍ବକୁ ଆମ ଓଡିଶା ରେ ବହୁତ ଆଡମ୍ବର ସହକାରେ ପାଳନ କରାଯାଏ ।
ତେବେ ବନ୍ଧୁଗଣ ଏହି ରଜ ସଂକ୍ରାନ୍ତି ଠାରୁ କିଛି ରାଶିର ଗ୍ରହ ମାନଙ୍କ ଚଳନ ର ପରିବର୍ତନ କାରଣ ଯୋଗୁଁ ଏହି 5 ଗୋଟି ରାଶି ଭାଗ୍ୟ ପରିବର୍ତନ ହେବା ପାଇଁ ଯାଉଛି । ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ରଜ ସଂକ୍ରାନ୍ତି ଠାରୁ ସଠିକ୍ ସମୟ ରେ ଧନ ର ଆୟ ହେବ । ଏହି ଦିନରେ ଆପଣ ମାନଙ୍କ ଉପରୁ ସବୁ କରଜ ର ଭାବ ଖସି ଯିବ । ଆପଣ ମାନଙ୍କ ର ଏହି ଦିନ ରେ ରହି ଥିବା ବହୁତ ଦିନ ର କାର୍ଯ୍ୟ କୁ ଆପଣ ମାନେ ସଫଳତା ପ୍ରାପ୍ତି କରି ପାରିବେ ।
ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶିଷ ବି ବହୁତ ପରିମାଣ ରେ ରହି ଥିବାରୁ ଆପଣ ମାନେ ଏହି ଦିନ ରେ ଏମିତି କିଛି କାର୍ଯ୍ୟ ରେ ହାତ ଦେବାକୁ ଜାଉଛନ୍ତି ଜାହା ଆପଣ ମାନଙ୍କୁ ଆଗାମୀ ଦିନ ରେ ବହୁତ ପରିମାଣ ରେ ସଫଳତା ଦେବ । ବେରୋଜଗାର ଯୁବକ ମାନଙ୍କୁ ଚାକିରୀ କ୍ଷେତ୍ର ରେ ବହୁତ ସଫଳତା ମିଳିବ । ରଜ ସଂକ୍ରାନ୍ତି ଠାରୁ ଆପଣ ମାନଙ୍କୁ ଅଚାନକ ଭାବେ ଧନ ପ୍ରାପ୍ତି ହେବା କାରଣ ରୁ ନିଜର ପରିବାର ଉପରେ ରହି ଥିବା ସବୁ ଦୁଖଃ ଦୂରେଇ ଯିବ ।
ଆପଣ ମାନେ କୈଣସି ବି କାର୍ଯ୍ୟ କରୁ ଛନ୍ତି । ତେବେ ନିଷ୍ଟାର ସହିତ କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ । ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ମାନେ ଏହି ମାସ ରେ ମହା କୋଟି ପତି ହେବାକୁ ଯାଉଛନ୍ତି ସେମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, ବିଛା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି ର ବ୍ୟକ୍ତି ବିଷେଶ ମାନେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।