ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ନିଜର ନିର୍ବନ୍ଧ ଫୋଟୋ ଇଂସ୍ଟଗ୍ରାମରେ ସେୟାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କ୍ରିକେଟର ୟୁଜବେନ୍ଦ୍ର ଚହଲ ୟୁଟୁବର ତଥା ଏକ ଡ୍ୟାନ୍ସର ଧନାଶ୍ରୀ ବର୍ମାଙ୍କ ସହ ନିଜ ନିର୍ବନ୍ଧର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେବେଠୁ ସବୁ ଲୋକ ତାଙ୍କୁ ଶୁଭକାମନା କରୁଛନ୍ତି । ଜେବେଠୁ କ୍ରିକେଟର ଚହଲ ଆଉ ଧନଶ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ସେବେଠୁ ଧନଶ୍ରୀଙ୍କର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହବାରେ ଲାଗୁଛି । ଏଥିରେ ସଲମାନ ଖାଁ ଏବଂ ସୁସ୍ମିତା ସେନଙ୍କ ଗୀତ ଚୁନାରୀ ଚୁନାରୀରେ ବହୁତ ଭଲ ଡ୍ୟାନ୍ସ କରୁଥିବାର ଦେଖାଯାଉଛି ।
ଏହି ଭିଡିଓରେ ଧନାଶ୍ରୀ ଧମକାଦାର ମୁଭସ ଦେଉଛନ୍ତି।ଏହି ଭିଡିଓ ସମସ୍ତଙ୍କର ବହୁତ ପସନ୍ଦ ଆସୁଛି । ଏହି ଭିଡିଓରେ ଫ୍ୟାନସ ବହୁତ କମେଣ୍ଟ ଦେଉଛନ୍ତି । ଏବଂ ତାଙ୍କର ବହୁତ ପ୍ରଶଂସା ମଧ୍ୟ ଶୁଣିବାକୁ ମିଳୁଛି । ଏହି ଭିଡିଓକୁ ଏବେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଏହା ବ୍ୟତୀତ ଧନାଶ୍ରୀ ବର୍ମା ଜଣେ ଡକ୍ଟର ମଧ୍ୟ କିନ୍ତୁ ସିଏ ଡ୍ୟାନ୍ସରେ ଏକ ଅଲଗା ଦୁନିଆରେ ରହିଛନ୍ତି । ଏହି ଡ୍ୟାନ୍ସ ଭିଡିଓ ଦ୍ୱାରା ସିଏ ଦିନକୁ ଦିନ ଭାଇରାଲ ହବାରେ ଲାଗିଛନ୍ତି । ଧନାଶ୍ରୀ ବର୍ମା ବଲିଉଡ ସେଲିବ୍ରିଟିଙ୍କ ସହ ମଧ୍ୟ ବିଭିନ୍ନ ସିନେମା ଏବଂ ସିରିୟଲରେ ନଜର ଆସିଥାନ୍ତି । ଏବଂ ଫୋଟୋ ଆଉ ଭିଡିଓ ସୋଧିଆଲ ମିଡିଆରେ ସେୟାର କରିଥାନ୍ତି । ଧନଶ୍ରୀ ବର୍ମା ନିଜର ଏକ ଡ୍ୟାନ୍ସ ଏକାଡେମୀ ବି ଚଲେଇଥାନ୍ତି। ଇଂସ୍ଟଗ୍ରାମରେ ଧନାଶ୍ରୀ ବର୍ମାଙ୍କ ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି। ଏବଂ ଧନାଶ୍ରୀ ନିଜର ସୁନ୍ଦର ଫୋଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଡ୍ୟାନ୍ସ ଟ୍ୟୁଟୋରୀୟଲ ରେ ସିଏ ଇଜି ଷ୍ଟେପ ସବୁ ସେୟାର କରିଥାନ୍ତି ।
କ୍ରିକେଟର ହେବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ଆନ୍ତର୍ଜାତିକ ଚେସ ପ୍ଲେୟର ଥିଲେ । ଏହା ବ୍ୟତୀତ ଚହଲ ରାୟଲ ଚ୍ୟାଲେଞ୍ଜର ତରଫରୁ ଆଇପିଏଲ ମ୍ୟାଚ ଖେଳୁଥିଲେ । ତାଙ୍କର ନିର୍ବନ୍ଧ ପରେ ଫ୍ୟାନମାନେ ତାଙ୍କର ଫୋଟୋ ଏବଂ ଭିଡିଓରେ ବହୁତ କମେଣ୍ଟ କରୁଛନ୍ତି। ଆଉ ଫ୍ୟାନସମାନେ ଶୁଭକାମନା ମଧ୍ୟ ଦେଉଛନ୍ତି। ଏମାନେ ସାଙ୍ଗ ହେଇ ବହୁତ ଫୋଟୋ ମଧ୍ୟ ସେୟାର କରୁଛନ୍ତି । କିନ୍ତୁ ବିବାହ ସମ୍ପର୍କରେ ଏମାନେ କିଛି ବି କହିନାହାନ୍ତି । କିନ୍ତୁ ଏମାନଙ୍କ ସୁନ୍ଦର ଯୋଡିର ଫ୍ୟାନମନେ ବହୁତ ପ୍ରଶଂସା କରୁଛନ୍ତି । ଏହିପରି ଭାବେ ସେମାନେ ନିଜର ଫ୍ୟାନସ ବଢ଼େଇପାରିଛନ୍ତି । ଏବଂ ଲକ୍ଷ ଲକ୍ଷ ଫ୍ୟାନସ ତାଙ୍କ ଫୋଟୋରେ ଲାଇକ ଏବଂ କମେଣ୍ଟ କରୁଛନ୍ତି । ଧନାଶ୍ରୀ ବର୍ମା ନିଜ ଡ୍ୟାନ୍ସରେ ଆଉ ସୁନ୍ଦରତାରେ ସମସ୍ତଙ୍କ ମନ କିଣିପାରିଛନ୍ତି । ଏମାନେ ନିଜର ବିବାହ ସମ୍ବଧରେ କିଛି କହିନାହାନ୍ତି ଦେଖାଯାଉ କଣ ହେଉଛି ଆଗକୁ । ଧନାଶ୍ରୀଙ୍କ ଡ୍ୟାନ୍ସ ଅତି ଆକର୍ଷଣୀୟ ଏବଂ ବହୁତ ଦୁନ୍ଦର । ସିଏ ବି ଦେଖିବାକୁ ବହୁତ ସୁନ୍ଦର । ତାଙ୍କ ଯୋଡି ବହୁତ ଲୋକପ୍ରିୟତା ଲାଭ କରିଛି ।