2

ରଜ ସଂକ୍ରାନ୍ତି ପରଠୁ ବଦଳୁଛି ଏହି 4 ରାଶିର ଭାଗ୍ୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରମ୍ଭ ହେବାକୁ ଯାଉଛି ରଜ ପର୍ବ , ଯେମିତିକି ଆପଣ ମାନେ ଜାଣିଛନ୍ତି ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଆମର ଜୀବନ ଉପରେ ବହୁତ୍ ମାନ୍ୟତା ରହିଛି । ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଚାଳନା ଯୋଗୁଁ ରାଶି ମାନଙ୍କରେ ପରିବର୍ତ୍ତନ ଆସିଥାଏ । ଯାହା ଫଳରେ କେତେବେଳେ ମଣିଷ ର ଭଲ ସମୟ ଆସିଥାଏ ତ କେତେବେଳେ ମଣିଷ ର ଖରାପ ସମୟ ଆସିଥାଏ । ସେହି ପରି ଏହି ରଜ ପର ଠାରୁ କିଛି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଗ୍ରହ ମାନଙ୍କର ଚଳନ ର ପ୍ରଭାବ ପଡ଼ିବ ।ଯାହା ଫଳରେ ସେମାନଙ୍କ ଜୀବନ ରେ କିଛି ବିପଦ ଆସିବାକୁ ଯାଉଛି ।

ଏହି ରାଶିର ଲୋକ ମାନଙ୍କ ପାଇଁ ପବିତ୍ର ରଜ ପର୍ବ ଠାରୁ ଆସୁଥିବା ସମୟ ସର୍ଗ ଠାରୁ କମ ହେବ ନାହି ଆପଣ ମାନଙ୍କ ଜୀବନରେ ବହୁତ ଜଲଦି ଏମିତି କିଛି ପରିଵର୍ତନ ହେବାର ଅଛି ଯାହା ଆପଣ ମାନଙ୍କ ଜୀବନକୁ ସମ୍ପୂର୍ଣ ଭାବରେ ବଦଳାଇ ଦେବ ରଜ ସଂକ୍ରାନ୍ତି ପରେ ଏହି ରାଶି ର ଲୋକମାନଙ୍କର ଚିନ୍ତାର ଅନ୍ତ ଘଟିବ ଏମାନଙ୍କର ଖରାପ ସମୟ ଚାଲିଯିବ ଏବଂ ରଜ ସଂକ୍ରାନ୍ତି ପର ଠାରୁ ଏହି ରାଶିର ଭଲ ସମୟ ଚଚାଲିବ।

ବୃଷ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି । ଲମ୍ୱା ସମୟ ଧରି ଯେଉଁ ଅସୁବିଧା ଅଛି ତାହାର ସମାଧାନ ହେବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କୁ ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ଦେଖା କରିବେ । ଯାହାକି ସଠିକ୍ ଦିଗ ଦେଖାଇବ । ବ୍ୟାପାରୀମାନଙ୍କ ପାଇଁ ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନର ବର୍ଷା ହେବାର ମଧ୍ୟ ଯୋଗ ବନୁଅଛି ।

rasi4
୨) ସିଂହ ରାଶି- ଏହି ରାଜଯୋଗ ସିଂହ ରାଶି ପାଇଁ ଖୁବ୍ ଭଲ ରହିବାର ଅଛି । ଆପଣଙ୍କ ଭାଗ୍ୟର ଦ୍ଵାର ଖୋଲିଯିବ । ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ନୂଆ ଯୋଜନା ହେବାକୁ ଅଛି, ତା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ମାଆ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିପାରେ । ଯଦି ଆପଣ ପ୍ରୋମୋସନ ପାଇଁ ଅପେକ୍ଷା କରିଛନ୍ତି ତାହେଲେ ଆପଣଙ୍କୁ ଏହାର ଫଳ ପ୍ରାପ୍ତି ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ସମସ୍ତେ ଆପଣଙ୍କର ରାୟ ମାଗିବେ । ଏବଂ କିଛି ଖୁସି ଖବର ମିଳିବ ।

୩) କନ୍ୟା ରାଶି- ଏହି ରାଶିର ଲୋକଙ୍କ ପାଇଁ ବଡ ଧନ ଲାଭର ଯୋଗ ବନୁଅଛି । ବେପାରୀ ମାନଙ୍କ ପାଇଁ ବେପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଅଛି । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ସଫଳ ହେବ । ଏହି ଯୋଗ ପରେ ଆପଣଙ୍କର ପଇସାରେ କିଛି ବି ଅସୁବିଧା ରହିବ ନାହିଁ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

kanya
୪) ତୁଳା ରାଶି- ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଏବଂ ବଜରଙ୍ଗବାଳୀଙ୍କର କୃପା ବର୍ଷିବାକୁ ଯାଉଛି । ଯାହାଫଳରେ ଗୋଟିଏ ପଟେ ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ । ଦ୍ଵିତୀୟ ପଟେ ଆପଣଙ୍କ ଘରେ କୌଣସି ନୂଆ ବାହନ ମଧ୍ୟ ଆସିପାରେ । ଫାଲତୁ ଜିନିଷରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ । ଏହା କରିଲେ କୁବେର ମହାରାଜ ଆପଣଙ୍କ ଠାରୁ ତାଙ୍କର କୃପା ଦୃଷ୍ଟି ଦୂରେଇ ଦେଇ ପାରନ୍ତି । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସି ପୂର୍ଣ୍ଣ ରହିବ । ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ । ଏବଂ ବଜରଙ୍ଗବାଳୀଙ୍କର କୃପା ଆପଣଙ୍କ ଉପରେ ଲାଗି ରହିବ । ଏହି ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ଆପଣଙ୍କ ଗୃହରେ ଧନର ବର୍ଷା ହେବ ।

୫) କୁମ୍ଭ ରାଶି- ଏହି ରାଶି ମାନଙ୍କର ସମସ୍ତ ଅସୁବିଧା ବହୁତ ଶୀଘ୍ର ଦୂର ହେବାକୁ ଯାଉଅଛି । ଚାକିରି ଖୋଜୁଥିବା ଲୋକମାନଙ୍କୁ ବହୁତ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ଅଛି । ଆଜି ଯାଏଁ ଚାଲି ଆସୁଥିବା ଅସୁବିଧା ସମାପ୍ତ ହେବ । କୌଣସି କାର୍ଯ୍ୟକୁ ତରତର ହୋଇ କରିଲେ ଆପଣ ଅସୁବିଧାରେ ପଡ଼ି ପାରନ୍ତି ।

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *