ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଜୁନ ମାସର ଦ୍ୱିତିୟ ସପ୍ତାହ କେମିତି ରହିବ କୁମ୍ଭ ରାଶି ମାନଙ୍କ ପାଇଁ ଆସନ୍ତୁ ଜାଣିନେବା । ଏହି ଦିନ ମାନଙ୍କରେ ଆପଣ ମାନଙ୍କୁ କିଛି ଦିନ ପାଇଁ ସାବଧାନ ରହିବାର ରହିଛି । ତ କିଛି ଦିନ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କିଛି ସଫଳତା ପ୍ରାପ୍ତି ହେବ । 9 ଜୁନ ଠାରୁ 15 ଜୁନ କେମିତି ରହିବ 9 ଏବଂ 10 ତାରିଖ ରେ ଚନ୍ଦ୍ରମା ଆପଣ ମାନଙ୍କ 12 ତମ ସ୍ଥାନରେ ରହିବେ । ଆପଣ ମାନଙ୍କୁ ଏହିଦିନ ସାବଧାନତା ପୂର୍ଣ୍ଣ ରେ ରହିବାର ଅଛି ।
9 ଏବଂ 10 ତାରିଖ ଦୁଇ ପ୍ରହର 1 ଘଣ୍ଟା ପର୍ଯ୍ୟନ୍ତ କୈଣସି ନୂଆ ନିବେଶ କିମ୍ବା ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ପ୍ରତ୍ୟୋକ କାମରେ ବାଧା ଉପୁଜି ପାରେ । କାହା ଉପରେ ବି ସହଜ ରେ ବିଶ୍ୱାସ କରନ୍ତୁ ନାହିଁ ମୁଣ୍ଡ ବ୍ୟଥା ଦେଖା ଦେଇ ପାରେ । ଏହି ସମୟ ରେ ଆଖି ଜନିତ ସମସ୍ୟା ଦେଖା ଦେଇ ପାରେ । କାଗଜ ପତ୍ର ର କାମ ବହୁତ ହିଁ ସାବଧାନ ରେ କରନ୍ତୁ ।
ଯାତ୍ରା କରୁଥିବା ବେଳେ ସାବଧାନ ରୁହନ୍ତୁ । 9 ଜୁନ ରୁ 15 ଜୁନ କେମିତି ରହିବ । ସେମିତି ରେ 10 ତାରିଖ ସକାଳ ଠାରୁ 11 ଏବଂ 12 ତାରିଖ ଦିନ ଅତ୍ୟନ୍ତ ଶୁଭ ରହିବ । ଏହି ସମୟ ରେ ପ୍ରତ୍ୟୋକ କାର୍ଯ୍ୟ ରେ ସଫଳତା ମିଳିବ । ସକାଳ ର ସମୟ ରୁ ହିଁ ଆପଣ ମାନେ ପ୍ରଶନ୍ନତା ର ଅନୁଭବ କରିବେ । ସାକାରାତ୍ମକ ଚିନ୍ତାରେ ଆଗକୁ ବଢିବେ ।
ଏହି ସମୟ ରେ ଅତିରିକ୍ତ ଉର୍ଜା ଏବଂ ଉତ୍ସାହ ଅଧିକ ରହିବ । ଏହି ସମୟ ରେ ପରାକ୍ରମ ବି ଆଗରେ ରହିବ । ଆପଣ ମାନଙ୍କ ବାକ୍ୟରେ ମଧୁରତା ରହିବ । ଏହି ସମୟ ରେ ଆପଣ ମାନଙ୍କ ଆଖପାଖରେ ମିତ୍ରମାନେ ରହିବା ପସନ୍ଦ କରିବେ । ସେହି ପରି 13,14,15 ତାରିଖ ଆପଣ ମାନଙ୍କ ପାଇଁ ଅନୁକୂଳ ରହିବ ଚନ୍ଦ୍ରମା ମଙ୍ଗଳ ସହିତ ଆପଣ ମାନଙ୍କ ଦୈନ ଭାଗରେ ରହିବେ ।
ଚନ୍ଦ୍ର ନିଜର ଲକ୍ଷ୍ମୀ ଯୋଗ ତାହା ପାଇଁ ଆପଣ ମାନଙ୍କ ଘରେ ଧନର ବର୍ଷା ହୋଇପାରେ । ଅଟକି ରହିଥିବା ଟଙ୍କା ମିଳିବ ପୂର୍ବଜ ଙ୍କ ଧନ ସଂମ୍ପତୀ ମିଳିବ । ଏହି ସମୟ ରେ ଶତୃ ଆପଣ ମାନଙ୍କ ଠାରୁ ଭୟବିତ ରହିବେ । ନିବେଶ କରିବା ଦ୍ୱାରା ଲାଭ ଅଧିକ ରହିବ । ଘରକୁ କିଛି ଖୁସୀର ଖବର ଆସିବ ପାରିବାରିକ ସୁଖ ଆପଣ ମାନଙ୍କୁ ପୂର୍ଣ୍ଣ ଭାବେ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।