ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କମିଲା ସୁନା ଦର । ସୁନା ଓ ରୂପା ମୂଲ୍ୟ ସବୁଦିନ ପରିବର୍ତ୍ତନ ହେଉଛି। ଠିକ୍ ସେମିତି ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟରେ କିଛିଟା ମଧ୍ୟ ହ୍ରାସ ଦେଖିବାକୁ ମିଳିଚି। ତେବେ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ର ସୁନା ଦର ୧୦ ଗ୍ରାମ ପିଛା ୪୬,୮୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୧୧୦ ଟଙ୍କା ରହିଛି।
ଠିକ୍ ସେହିପରି ଓଡ଼ିଶା ରାଜଧାନୀ ଭୁବେନଶ୍ବରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ର ସୁନା ମୂଲ୍ୟ ୧୦ ଗ୍ରାମ ପିଛା କି ୨୨ କ୍ୟାରେଟ୍ ର ଦାମ୍ ୪୫,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ରେ ୪୭,୪୮୦ ଟଙ୍କା ଦେଖିବାକୁ ମିଳିଛି।
ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କଛିଟା ପରିବର୍ତ୍ତନ ଆସିଛି। ଯେମିତି ମୁମ୍ବାଇ ରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ର ମୂଲ୍ୟ ଯଥାକ୍ରମେ ୪୭,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ଦାମରେ ୫୧,୨୦୦ ଟଙ୍କା ରହିଥିବା ରେକର୍ଡ ହୋଇଛି।
ସେମିତି ଦିଲ୍ଲୀ ର ସର୍ଫା ବଜାରରେ ସୁନା ଯଥାକ୍ରମେ ୨୨ କ୍ୟାରେଟ୍ ଦାମ୍ ରେ ୪୭,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ରେ ୫୧,୩୦୦ ଟଙ୍କା ଦେଖିବାକୁ ମିଳିଛି। ତେବେ ବିଶେଷଞୀ ମାନେ ଏହା ସୂଚନା ଦେଉଛନ୍ତି ଆଗକୁ ବର୍ଷାଋତୁ ଆସୁ ଥିବାରୁ ସୁନା ମାତ୍ରା ରେ ଆହୁରି ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।