ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆମ ସୈନ୍ଦର୍ଯ୍ୟ କୁ ବୃଦ୍ଧି କରିବା ପାଇଁ କିଛି କେମିକାଲ ଯୁକ୍ତ ଦ୍ରବ୍ୟ ଆମ ଶରୀର ରେ ବ୍ୟବହାର କରିଥାଉ । ହେଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆମେ ମାନେ କେତେ ଜିବ ମାନଙ୍କ ଜିବନ ନେଉଛୁ । କାରଣ ଏହି ମେଡିକାଲ ଯୁକ୍ତ ଦ୍ରବ୍ୟ ପ୍ରଥମେ ପଶୁ ମାନଙ୍କ ଉପରେ ଟେଷ୍ଟ ହୋଇଥାଏ । ଯାହା ଅନେକ ସମୟ ରେ ସେମାନଙ୍କ ଜିବନ ନିଏ । ଆଉ ସେହି ଦ୍ରବ୍ୟ ଗୁଡିକ ରେ ଯେଉଁ ପ୍ଲାଷ୍ଟିକ୍ ବ୍ୟବହାର ହୁଏ । ତାହା ନଷ୍ଟ ହେବାକୁ 500 ବର୍ଷ ଲାଗିଥାଏ । ଆଉ ପାଣି ଥିବା ଜିବ ମାନଙ୍କ ପେଟକୁ ଯିବା କାରଣ ରୁ ଆମ ପ୍ରକୃତ ର ଭୀଷଣ ନଷ୍ଟ ହୋଇଥାଏ । ତେବେ ଆମେ ମାନଙ୍କୁ ଏମିତି ସବୁ ଜିନିଷ ବ୍ୟବହାର କରିବା ଦରକାର ଯେମିତି Edible,Ethical ଓ Environmental ହେଇଥିବ ।
ପ୍ରଥମେ Edible – ଜାହା ଆମେ ମାନେ ଖାଇ ପାରିବା ତାକୁ ଆମେ ମାନେ ସ୍ଲିନ୍ ରେ ପ୍ରୟୋଗ କରି ପାରିବା । Ethical – ଆମେ ମାନେ ଏମିତି ଜିନିଷ ବ୍ୟବହାର କରିବା ଜାହା ଅନ୍ୟ ଜିବ ମାନଙ୍କୁ କେବେ ବି କ୍ଷେତି ପହଁଚାଇବ ନାହିଁ । Environmental – ଏମିତି କେଉଁ ବଜାର ପ୍ରଡ୍ଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଯାହା ପ୍ଲାୃଷ୍ଟିକ୍ ପ୍ୟାକେଟ ରେ ପ୍ରସ୍ତୁତ ହୋଇଥିବ ।
ଯେମିତି କି ପ୍ରଥମେ ଆମେ ମାନେ ଘରେ ଥିବା ସବୁଜ ମୁଗ ଡାଲି କୁ ଭଲ କରି ଗ୍ରାଇଣ୍ଡ କରିନେବା ଏବଂ ପରେ ଏକ କାଚ ଜାରରେ ପୁରେଇ ନିଅନ୍ତୁ । ଆଉ ସବୁ ଦିନ ଗାଧୋଇବା ପୂର୍ବରୁ ସେହି ଗ୍ରାଇଣ୍ଡ ହୋଇଥିବା ଗୁଣ୍ଡ ରୁ ଏକ ଚାମଚ ନେଇ ପାଣିରେ ମିଶେଇ ତାହାକୁ ଆମ ତ୍ୱଚ୍ଚାରେ ବ୍ୟବହାର କରିବା ଏହା କରିବା ଦ୍ୱାରା ଆପଣ ମାନଙ୍କ ସ୍କିନ୍ ବହୁତ ସୋଫ୍ଟ ଲାଗିବ । ଏହା ଆମ ମୁହଁ ପାଇଁ ବହୁତ ଭଲ ଅଟେ ।
ସେହି ପରି ବନ୍ଧୁଗଣ ବେଶନ ପାୱଡର ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ । ତେବେ ଆପଣ ମାନେ ଏହା ପାଇଁ ଘରେ ଥିବା ବୁଟ ଡାଲି ରୁ ଭଲ କରି ଗ୍ରାଇଣ୍ଡ କରି ତାହାକୁ କାଚ ଜାର ରେ ପୁରେଇ ରଖନ୍ତୁ । ଆଉ ସବୁ ଦିନ ଗାଧୋଇବା ପୂର୍ବରୁ ସେହି ଗ୍ରାଇଣ୍ଡ ହୋଇଥିବା ଗୁଣ୍ଡ ରୁ ଏକ ଚାମଚ ନେଇ ପାଣିରେ ମିଶେଇ ତାହାକୁ ଆମ ତ୍ୱଚ୍ଚାରେ ବ୍ୟବହାର କରିବା ଏହା କରିବା ଦ୍ୱାରା ଆପଣ ମାନଙ୍କ ସ୍କିନ୍ କମ୍ପ୍ଲେସନ ଚେଞ୍ଜ ହେଇ ଯାଇ ଥିବ । ଆଉ ଯେଉଁ ମାନଙ୍କ ସୁଖିଲା ସ୍କିନ୍ ଅଟେ ସେମାନେ ଏହିଥିରେ ତେଲ ମିଶେଇ ଲଗେଇ ପାରିବେ ।
ସେହି ପରି ଆମେ ମାନେ ଫେସୱାସ୍ ବିଷୟ ରେ କହିବା ତେବେ ଯେତେ ବେଳେ କିଛି କେମିକାଲ କ୍ରିମ୍ ନଥିଲା ସେତେବେଳେ ଲୋକ ମାନେ ନଡିଆ ତେଲ କୁ ସ୍କିନ୍ ରେ ବ୍ୟବହାର କରୁଥିଲେ । ଆଜିବି ଆପଣ ମାନେ ସୁଖିଲା ସ୍କିନ୍ ପାଇଁ ଏହି ତେଲ ର ବ୍ୟବହାର କରି ପାରିବେ ।
ମୁହଁ ର ବ୍ରଣ ଦୂର କରିବା ପାଇଁ ଆପଣ ମାନେ ଆଲୋବେରା ଜେଲ୍ ର ବ୍ୟବହାର କରି ପାରିବେ । ଏହାକୁ ଆପଣ ମାନେ ପ୍ରତି ଦିନ ରାତିରେ 1 ଘଣ୍ଟା ଲଗେଇ ରଖିବେ ଏବଂ ପରେ ମୁହଁ ୱାସ କରିଦେବେ । 4 ରୁ 5 ଦିନ ରେ ଆପଣ ମାନଙ୍କ ବ୍ରଣ ସମସ୍ୟା ଦୂର ହେବ । ଏହିଥିରେ ଆପଣ ମାନେ ନିଜ ମୁହଁ ର କଳାଦାଗ କୁ ମଧ୍ୟ ସଂମ୍ପର୍ଣ୍ଣ ଭାବେ ଦୂର କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।