fula

ବାଛନ୍ତୁ ଏକ ଫୁଲ ଓ ଏକ ପ୍ରଜାପତି ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ।

Uncategorized

ବିଚିତ୍ର ସଂସାରରେ ଅନେକ ବିଚିତ୍ର ଜୀବମାନେ ରହିଛନ୍ତି।ତେବେ ଯଦି ଆମେ ଦେଖିବା ତେବେ ପ୍ରକୃତିର ଅନେକ ରଚନା ମଧ୍ୟରେ ଯଦି ଆମେ ଦେଖିବା ଫୁଲ ସର୍ବପ୍ରଥମେ ଆସିଥାଏ।ଏହି ରଙ୍ଗ ବେରଙ୍ଗ ଫୁଲ ଆପଣଙ୍କ ଜୀବନରେ ଅନେକ ରଙ୍ଗ ଭରି ଦେଇଥାଏ।ଏହି ଫୁଲ ଆପଣଙ୍କ ଦିନଚର୍ଯ୍ୟା ତଥା ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ କୁହାଯାଇପାରେ।ଏହି ଫୁଲ ର ଆଧ୍ୟାତ୍ମିକ ସମ୍ପର୍କ ମଧ୍ୟ ରହିଛି।ତେବେ ଆସନ୍ତୁ ଜାଣିବା ଏହି ଫୁଳମାନଙ୍କ ବିଷୟରେ।

flower

ଆପଣ ଜାଣନ୍ତି ଯେ ଫୁଲ ଏବଂ ପ୍ରଜାପତିର ଗଭୀର ସମ୍ପର୍କ ରହିଛି।ପ୍ରଜାପତି ଏକ ନିର୍ଦ୍ଦିଷ୍ଟ ଫୁଲ ବାଛିଥାଏ।ସେହିପରି ଭାବେ ସୌଭଗ୍ୟ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବାଛିଥାଏ।ଆପଣଙ୍କୁ ଗୋଟିଏ ନାଲି ରଙ୍ଗର ଫୁଲ,ଗୋଟିଏ ହଳଦିଆ ରଙ୍ଗର ଫୁଲ,ଏକ ନୀଳରଙ୍ଗର ପ୍ରଜାପତି ଏବଂ ଏକ ହଳଦିଆ ରଙ୍ଗର ପ୍ରଜାପତି ବାଛିବାକୁ କୁହାଯାଏ ତେବେ ଆପଣ କଣ ବାଛିବେ।ଆପଣ ଯଦି ପ୍ରଥମ ଫୁଲ ବାଛିବେ,ତେବେ ଆପଣଙ୍କ ହୃଦଯ ଅତ୍ୟନ୍ତ କୋମଳ ହେଇଥାଏ।ଆପଣ ଉପରେ ଯେତେ କଠୋର ଦେଖା ଯାଉଥିଲେ ମଧ୍ୟ ଆପଣ ସର୍ବଦା ଅନ୍ୟ ର ଭଲ ଚିନ୍ତା କରନ୍ତି।ମାତ୍ର ଅନେକ ବ୍ୟକ୍ତି ଆପଣଙ୍କର ଏହି ଭଲ ଗୁଣର ଫାଇଦା ମଧ୍ୟ ଉଠେଇଥାନ୍ତି।ଯଦି ଆପଣ ଯଦି ଦ୍ୱିତୀୟ ଫୁଲ ବାଛିବେ ତେବେ ଆପଣଙ୍କ ଜୀବନ ସର୍ବଦା ଆଦର୍ଶରେ ଅନୁପ୍ରାଣିତ।ଆପଣଙ୍କର କଳ୍ପନା ଶକ୍ତି ତଥା ଉର୍ଜା କମାଲ ହେଇଥାଏ।କୌଣସି ଆୟୋଜନରେ ଯଦି ଆପଣ ନଥାନ୍ତି ତେବେ ତାହା ଫିକା ଫିକା ଲାଗିଥାଏ।ଆପଣଙ୍କର ଅନ୍ୟ ଏକ ଗୁଣ ହେଉଛି ସକରାତ୍ମକ ଚିନ୍ତାଧାରା।ଏହା ଦ୍ବାରା ଆପଣ ଅନେକ କିଛି କରିପାରିବେ।ଯଦି ଆପଣ ପ୍ରଥମ ଫୁଲ ସହ ପ୍ରଥମ ପ୍ରଜାପତି ବାଛିବେ ତେବେ ଏହା ଦର୍ଶାଇବ ଯେ ଆପଣଙ୍କ ଜୀବନରୁ ସମସ୍ତ ନିରାଶା ଦୂର ହେଇଯିବ।ଆପଣଂକୁ ବନ୍ଧୁ ତଥା ପରିବାର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ।ଆପଣ କିଛି ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ।ଯଦି ଆପଣ ପ୍ରେମ ବନ୍ଧନରେ ବାନ୍ଧିହେବାକୁ ଚାଂହୁଛନ୍ତି ତେବେ ଆପଣ ଅତିଶୀଘ୍ର ସଫଳ ହେବେ।ଯଦି ଆପଣ ଦ୍ୱିତୀୟ ଫୁଲ ସହ ଦ୍ୱିତୀୟ ପ୍ରଜାପତି ବାଚୁଛନ୍ତି ତେବେ ଆପଣ ଯେଉଁ କାମ ଭବିଷ୍ୟତରେ କରିବାକୁ ଚାଂହୁଛନ୍ତି ତାହା ଆପଣ କରିପାରିବେ।ଏଥିରେ ଆପଣଙ୍କର ସହଯୋଗୀ ମିତ୍ର ମାନଙ୍କ ସହଯୋଗ ମଧ୍ୟ ମିଳିପାରିବ।

ଆପଣଙ୍କର ପାରିବାରିକ ସମ୍ପର୍କରେ ମଧ୍ୟ ଉନ୍ନତି ଆସିବ।ଆପଣ ସମସ୍ତ ସଫଳତା ପାଇବେ। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *