ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ୟୁରିକ୍ ଏସିଡ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା ଶରୀରରେ ପ୍ୟୁରିନରୁ ହୋଇଥାଏ l ସାଧାରଣତ ଶରୀରରେ ଏହା ହୋଇଥାଏ ଏବଂ କିଛି ଖାଦ୍ୟ ଦ୍ୱାରା ହୋଇଥାଏ ଯଥା ମଟନ୍, ଡାଲି, ମଟର ଏବଂ ବିୟର ଆଦି ଖାଇବା ହେତୁ ଯକୃତରେ ପ୍ୟୁରିନ୍ ଅଧିକ ହୋଇଥାଏ, ଯାହା ଖାଇବା ଦ୍ୱାରା ଶୀଘ୍ର ୟୁରିକ୍ ଏସିଡ୍ ବଢ଼ିଥାଏ l ଅଧିକାଂଶ ୟୁରିକ୍ ଏସିଡ୍ ରକ୍ତରେ ଦ୍ରବୀଭୂତ ହୋଇ କିଡନୀରେ ପହଞ୍ଚି ପରିସ୍ରା ମାଧ୍ୟମରେ ଶରୀରରୁ ବାହାରିଥାଏ l
ଯଦି ଶରୀରରେ ଅତ୍ୟଧିକ ୟୁରିକ୍ ଏସିଡ୍ ଉତ୍ପନ୍ନ ହୁଏ କିମ୍ବା ଯଦି କିଡନୀ ଏହାକୁ ଶରୀରରୁ ଫିଲ୍ଟର୍ କରିବାରେ ଅସମର୍ଥ ହୁଏ, ତେବେ ଶରୀର ଏହା ଅସୁସ୍ଥ ହୋଇଥାଏ l ରକ୍ତରେ ଉଚ୍ଚ ସ୍ତରର ୟୁରିକ୍ ଏସିଡ୍ କୁ ହାଇପରସେମିଆ ବୋଲି କୁହାଯାଏ l ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ହେତୁ କ୍ୟାନ୍ସର ରୋଗ ହେବାର ଆଶଙ୍କା ଅଧିକ ହୋଇଥାଏ l ୟୁରିକ୍ ଏସିଡ୍ ବଢୁଥିଲେ କିପରି ନିୟନ୍ତ୍ରଣ କରାଯିବ ଚାଲନ୍ତୁ ଜାଣିବା ସେହି ବିଷୟରେ l
ଅନୁଲମ ଭିଲୋମ ପ୍ରାଣାୟମ ଏହା ହେଉଛି ଏପରି ବ୍ୟାୟାମ, ଯାହା ଦ୍ୱାରା ଫୁସଫୁସ ସୁସ୍ଥ ରହିଥାଏ ଏବଂ ଶରୀରରେ ଅମ୍ଳଜାନର ପ୍ରବାହ ସୁଗମ ହୋଇଥାଏ l ଏହା କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ୟୁରିକ୍ ଏସିଡ୍ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l କପଲବତୀ ପ୍ରାଣାୟାମ ବାୟାମ ମଧ୍ୟ କରନ୍ତୁ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ, କପଲବତୀ ପ୍ରାଣାୟାମ କରନ୍ତୁ l ଏହି ପ୍ରାଣାୟାମ ଶରୀରରେ ଥିବା ରାସାୟନିକ ପଦାର୍ଥକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ l ଏହାର ନିୟମିତ ଅଭ୍ୟାସ ୟୁରିକ୍ ଏସିଡକୁ ନିୟନ୍ତ୍ରଣରେ ରଖେ l ସୂକ୍ଷ୍ମ ବ୍ୟାୟାମ କରନ୍ତୁ ସୂକ୍ଷ୍ମ ଆସନ ବ୍ୟାୟମ କରିବା ଦ୍ୱାରା ଶରୀର ସକ୍ରିୟ ରହିଥାଏ ଏବଂ ଆପଣ ଫିଟ୍ ଅନୁଭବ କରନ୍ତି l
ଏହି କଲେ ଶରୀରର ଥକ୍କାପଣ ଦୂର ହୁଏ l ୟୁରିକ୍ ଏସିଡ୍ ବୃଦ୍ଧି ହେତୁ ଶରୀରର ଅନେକ ଅଣ୍ଟାରେ ଏବଂ ପାଦ ଭଳି ଯନ୍ତ୍ରଣା ହେବାର ଆଶଙ୍କା ଅଛି ତେଣୁ ଏହି ବ୍ୟାୟାମ କରନ୍ତୁ ବଢୁଥିବା ୟୁରିକ୍ ଏସିଡକୁ ନିୟନ୍ତ୍ରଣ କରିଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ l ଏହି ଆସାନା କିଡନୀକୁ ସୁସ୍ଥ ରଖେ ଏବଂ ମୋଟାପଣକୁ ମଧ୍ୟ ନିୟନ୍ତ୍ରଣ କରେ l ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ l ଏହା କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ l ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ l ଏହି ପୋଷ୍ଟଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟକୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ଧନ୍ୟବାଦ l