ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ପର ସ୍ତ୍ରୀ ର ଏହି ଅଙ୍ଗକୁ ଦେଖିଲେ ଜୀବନ ହେଵ ସୁଖମୟ। ଆସନ୍ତୁ ଜାଣିବା ସେହି ସୁଖମୟ ଜୀବନ ବିଷୟରେ। ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ ଯଦି ଆପଣ ଘରକୁ ଗୋଟିଏ ଯନ୍ତ ଶୀଳ ନାରୀଟି ଆଣିବେ , ତେବେ ଆପଣଙ୍କ ଘର ସ୍ବର୍ଗ ହୋଇଯିବ। ଯଦି ଆପଣ ଗୋଟିଏ ଖରାପ ନାରୀ ଆଣିବେ ତେବେ ଆପଣଙ୍କ ଘର ନର୍କ ହୋଇଯିବ। ଯଦି ଆପଣ ସୁଖମୟ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଚାଣକ୍ୟ ଙ୍କ ଅନୁସାରେ ଆପଣ କଦାପି ଅଗ୍ନି ଉପରେ ପାଦ ଦେଵ ନାହିଁଓ ଗୁରୁ,ଗାଈ, କନ୍ୟା, ବୃଦ୍ଧ,ବାଳକ ମାନଙ୍କୁ ପାଦ ଦେବା ଉଚିତ୍ ନୁହେଁ। ଯଦି ଆପଣ ଏହି ସବୁ ଜିନିଷ ଉପରେ ପାଦ ରଖନ୍ତି ତେବେ ଆପଣ ଜୀବନରେ ବହୁତ କଷ୍ଟ ଦୁଃଖ ଯନ୍ତ୍ରଣା ଆସିବ। କେବେବି ବ୍ରାହ୍ମଣ ଙ୍କ କଥାକୁ ଅନାଦାର କରିବା ଉଚିତ୍ ନୁହେଁ। ଏଵଂ ନାରୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ଉଚିତ୍ ନୁହେଁ।
ଏହି ସବୁ କଲେ ଜୀବନ ଉପରେ ବିପଦ ଆସିବ। ପ୍ରତ୍ୟେକ ପୁରୁଷ ସୁନ୍ଦରୀ ନାରୀକୁ ଵିଵାହ କରନ୍ତି। କିନ୍ତୁ ଚାଣକ୍ୟ ଅନୁସାରେ ଯେଉଁ ନାରୀ ବୃଦ୍ଧି ମତି ସେହି ନାରୀକୁ ଵିଵାହ କରିବା ଉଚିତ୍।ତାହା ହେଲେ ଆପଣ ଜୀବନରେ ସଫଳତା ହାସଲ କରିବେ। ଯେଉଁ କାମ କରିବା ପୂର୍ବରୁ ଚିନ୍ତା କରିବା ଉଚିତ୍ । ଯଦି ଆପଣ ଚିନ୍ତା ନକରିଵେ ତେବେ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଵ। ଯଦି ଆପଣ ପର ସ୍ତ୍ରୀ ର ଯୌବନକୁ ଦେଖିନ୍ତି , ତେବେ ଆପଣଙ୍କ ଜୀବନରେ କେବେବି ଦୁଃଖ ଆସିବ ନାହିଁ। ଏଵଂ ଆପଣ ସବୁବେଳେ ଖୁସିରେ ରହିବେ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ |
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।