ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ପ୍ରେଗନେଟ ଥିବା ସମୟରେ ଠିକ ଖାଇବା ପିଇବା ମା ଓ ପିଲା ଦୁଇଜଣଙ୍କ ପାଇଁ ଜରୁରୀ ହୋଇଥାଏ ଠିକ ପ୍ରକାରରେ ଖାଇବା ଦ୍ୱାରା ଗର୍ଭରେ ବଢ଼ୁଥିବାର ପିଲାର ଶାରୀରିକ ଓ ମାନସିକ କ୍ଷେତ୍ରରେ ଠିକ ହୁଏ। ଗର୍ଭବତୀ ମହିଳାମାନଙ୍କୁ ଏହା ଜଣାଇ ନଥାଏ କି ସେମାନଙ୍କୁ କେଉଁ ଫଳ ଓ ପନିପରିବା ଖାଇବାର ନାହିଁ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କଣ ଖାଇବାର ନାହିଁ।
ପ୍ରଥମେ ହେଉଛି ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ବାଇଗଣ ଖାଇବା ଉଚିତ ନୁହେଁ ବାଇଗଣ ଖାଇବା ଦ୍ୱାରା ପିରିୟଡ଼ ହେବାର ଆଶଙ୍କା ବଢିଯାଏ ଏମିତିରେ ବାଇଗଣ ଖାଇବା ଦ୍ୱାରା ଗର୍ଭାପାତ ହେବାର ସମ୍ଭାବନା ବଢିଯାଏ ବାଇଗଣର ଅଧିକ ସେବନ ଦ୍ୱାରା ୟୁଟରସରେ ସଙ୍କୋଚନ ଆସିଯାଏ ସେଥିପାଇଁ ଗର୍ଭାବସ୍ଥାରେ ବାଇଗଣ ସେବନ କରନ୍ତୁ ନାହିଁ। ଦ୍ୱିତୀୟରେ ହେଉଛି ଆମ୍ବ ଏହା ବହୁତ ଭଲ ଫଳ ଅଟେ ପ୍ରେଗନେଟର ଆରମ୍ଭରୁ ଏହା ସେବନ କଲେ ବହୁତ କ୍ଷତିକାରକ ଅଟେ।
ତୃତୀୟରେ ଖଜରା ଏହାକୁ ତିନିମାସରେ କମରେ ସେବନ କରିବା ଦରକାର ଖଜରା ଏହା ଦ୍ୱାରା ଗର୍ଭାପାତ ବଢ଼ିପାରେ ଚର୍ତୁଥରେ ପ୍ରେଗନେଟ ସମୟରେ ପଣସ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ନହେଲେ ଏହାଦ୍ୱାରା ଗର୍ଭପାତ ସ୍ତ୍ରୀକୁ ସାମ୍ନା କରିବାକୁ ପଡେ ପଞ୍ଚମରେ ଗର୍ଭପାତରେ କଞ୍ଚାଖିର ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ କାରଣ କଞ୍ଚାଖିରରେ ବହୁତ ପ୍ରକାର ଜୀବାଣୁ ଥାଏ ଯାହା ଦ୍ୱାରା ଗର୍ଭାପାତର କାରଣ ବନିପାରେ। ଷଷ୍ଠରେ ଗର୍ଭାପାତ ସମୟରେ ଚା ଓ କଫି ପିଇବାରୁ ବଞ୍ଚନ୍ତୁ କାରଣ ଏଥିରେ କେଫିନ ଅଧିକ ମାତ୍ରାରେ ଥାଏ ଆଉ ଅଧିକ କେଫିନର ସେବନ ଗର୍ଭାପାତ ର କାରଣ ହୋଇଥାଏ।
ସପ୍ତମରେ ପ୍ରେଗନେଟ ସମୟରେ ଧୁଆ ନ ହୋଇ କୌଣସି ଫଳ କିମ୍ବା ପରିବା ଖାଆନ୍ତୁ ନାହିଁ କାରଣ ଏଥିରେ ବ୍ୟାକ୍ଟେରିଆ ଥାଏ ଯାହାଦ୍ୱାରା ଇନଫେକ୍ସନ ହୋଇପାରେ ଅଷ୍ଟମରେ ଗର୍ଭାପାତ ସମୟରେ କଞ୍ଚା ଅମୃତ ଭଣ୍ଡା ବା ଅଧା ପାଚିଥିବା ଅମୃତ ଭଣ୍ଡାର ସେବନ କରନ୍ତୁ ନାହିଁ କାରଣ ଏହା ଗରମ ରାଶିରୁ ହୋଇଥାଏ ଯାହାକି ପିଲା ପାଇଁ ଠିକ ହୋଇନଥାଏ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।